ଭିଡ଼ିଓ : ସ୍କୁଲ ପିଲା ଙ୍କ ଲଜ୍ୟା ଜନକ ଭିଡ଼ିଓ ସୋସିଆଲ ମିଡିଆ ରେ ପୁରା ଭାଇରାଲ ।

Dance

ବନ୍ଧୁଗଣ ତେବେ ଆପଣ ମାନେ ଯେମିତି ଦେଖିବା ପାଇଁ ପାଉଥିବେ କି ଆଜିର ସମୟ ରେ ବହୁତ ଡେନ୍ସ ଭିଡ଼ିଓ ମାନ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ଏବଂ ଜାହାକୁ ଆମ ମାନଙ୍କୁ ଦେଖିବା ପାଇଁ ବେଶ୍ ଖାସ୍ ମଧ୍ୟ ଲାଗେ । ଖାସ୍ କରି ସ୍କୁଲ ପିଲା ମାନଙ୍କ ଡେନ୍ସ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହୋଇଥାଏ ।

ସେମିତି ହିଁ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେଉଛି ଏହି ସ୍କୁଲ ପିଲା ଙ୍କ ନାଚ ତେବେ ଆପଣ ମାନେ ଏହି ଭିଡ଼ିଓ କୁ ଦେଖିବା ପାଇଁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ ।

dens

ବନ୍ଧୁଗଣ ଆପଣ ମାନଙ୍କୁ ଏଠାରେ କହି ଦେବା ପାଇଁ ଚାହିଁବୁ କି ଏମିତି ରେ କେହି ବି ଝିଅ ହେଉ କିମ୍ବା ପୁଅ ପିଲା ପ୍ରଥମ ଥର ଷ୍ଟେଜ୍ ଉପରେ ଡେନ୍ସ କରିବା ପାଇଁ ହେଲେ ତା ପାଖରେ ସେତିକି ସାହାସ ଏବଂ ସାମର୍ଥ୍ୟ ରହିବା ସହିତ ଯଦି କଳା ର ସେ ସଠିକ୍ ଭାବେ ପଦର୍ଶନ କରି ପାରେ ତେବେ ଜାଇ ସେ ଷ୍ଟେଜ୍ ଉପରେ ଲୋକ ମାନଙ୍କୁ ମନରଂଞନ କରିବାରେ ସକ୍ଷ୍ୟମ ହୋଇଥାଏ ।

ତେବେ ବନ୍ଧୁଗଣ ଏମିତି ହିଁ କିଛି ଘଟଣା ଦେଖିବା ପାଇଁ ମିଳିଛି ଆମ ଓଡିଶାରେ ବନ୍ଧୁଗଣ ତେବେ ସୋସିଆଲ ମିଡିଆ ରେ ଭାଇରଲ ଏହି ହେଲା ସ୍କୁଲ ପିଲା ଙ୍କ ନାଚ ତେବେ ଭିଡି଼ଓ କୁ ଦେଖିବା ପାଇଁ ଥିଲେ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେଉ ଥିବା ଭିଡ଼ିଓ ଟି ସମ୍ବଲପୁର ର ବୋଲି ଜଣା ପଡିଛି ।

ତେବେ ଏହି ଠାରେ ସ୍କୁଲ ମାନେ ମିଳିତ ଭାବେ ଏକ ହିନ୍ଦୀ ଗୀତ ତେରି ଆଖୋୟା କା କାଜଲ ଗୀତରେ ଡେନ୍ସ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି । ଯେଉଁ ଡେନ୍ସ କୁ ବର୍ତମାନ ସମୟ ରେ ଲୋକ ମାନଙ୍କ ଦ୍ୱାରା ବହୁତ ପରିମାଣ ରେ ପସନ୍ଦ କରା ଜାଉ ଥିବାର ଦେଖିବା ପାଇଁ ମିଳିଛି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *