ହନୁମାନ ପଇସା 2 କୋଟି ଟଙ୍କା ବୀକ୍ରି କରନ୍ତୁ ଜାଣନ୍ତୁ କଣ ରହିଛି ପ୍ରସେସ ।

Hanuman

ବନ୍ଧୁଗଣ ଆପଣ ମାନେ ବଧ ହୁଏ ଶୁଣିବାକୁ ପାଇଥିବେ ହନୁମାନ ମୁଦ୍ରା ବିଷୟ ରେ ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ହନୁମାନ ମୁଦ୍ରା ବିଷୟ ରେ କିଛି ତଥ୍ୟ ଦେବାକୁ ଯାଉଛୁ ତେବେ ବନ୍ଧୁଗଣ ସମ୍ପୁର୍ଣ ଘଟଣା ଟିକୁ ଜାଣିବା ପାଇଁ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏ ପଢନ୍ତୁ । ତେବେ ବନ୍ଧୁଗଣ କାହା କାହା ଠାରୁ ଆପଣ ଶୁଣିଥିବେ କି ହନୁମାନ ମୁଦ୍ରା ଦେଲେ ତା ବଦଳ ରେ ଆପଣ ଙ୍କୁ ମିଳିବ କୋଟି କୋଟି ଟଙ୍କା ତେବେ ଏହା ଶୁଣି କିଛି ଲୋକ ମାନେ ରାତା ରାତି ଧନି ହେବା ର ମନରେ ବିପୁଳ ଭାବନା ଏବଂ ଆଶା ରଖି ଏହି ହନୁମାନ ମୁଦ୍ରା ଟିକୁ ଖୋଜିବାରେ ଲାଗିଯାଇଥାନ୍ତି ।

ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛୁ କି ଏହି ହନୁମାନ ମୁଦ୍ରା ଖୋଜୁଥିବା ଲୋକ ସମ୍ପୁର୍ଣ୍ଣ ଭାବରେ ଅଳସୁଆ ଅଟନ୍ତି ଏମାନ ଙ୍କ ମନରେ ସବୁବେଲେ ବିନା କୈଣସି କାମ ନ କରି ରାତା ରାତି ଧନୀ ହେବା ର ସ୍ୱପ୍ନ ସଦା ସର୍ବଦା ଏମାନଙ୍କ ମନ ରେ ରହୁଛି ତେବେ ବନ୍ଧୁଗଣ ଆଜି ଆମେ ଯାହା ଆପଣ ଙ୍କୁ କହିବାକୁ ଯାଉଛୁ ତେହେ ଆପଣ ଶୁଣିବା ପରେ ଆପଣ ମଧ୍ୟ ଏହି ହନୁମାନ ମୁଦ୍ରା ଖୋଜିବାର ଆଶା ଛାଡିଦେବେ ।

Hanuman money

କାରଣ ଏଇ କିଛି ଦିନ ତଳେ ସମ୍ବଲପୁର ଜିଲ୍ଲା ର ଏକ ଗ୍ରାମ ରେ ପୋଲିସ ଏହି ହନୁମାନ ମୁଦ୍ରା ର ଠକେଇ ପାଇଁ 7 ଜଣ ଲୋକ ଙ୍କୁ ଧରିଛି । ତେବେ ଘଟଣା ଟି ହେଉଛି ଏମାନେ ଲୋକଙ୍କୁ ହନୁମାନ ମୁଦ୍ରା ଦେବେ ବୋଲି କହି ସେମାନଙ୍କୁ ନକଲି ହନୁମାନ ମୁଦ୍ରା ଦେଇ ସୋମାନଙ୍କ ଠାରୁ ପଇସା ହଡପ କରୁଥିବା ନେଇ ଅଭିଯୋଗ ଆଣିଛି ପୋଲିସ ତେବେ ଏହି ଘଟଣା ର ମୁଖ୍ୟ ଆରପି ଖସି ଯାଇଛି ତାକୁ ଏ ପର୍ଯ୍ୟନ୍ତ ପୋଲିସ ଧରି ବାରେ ଅସଫଳ ହୋଇଛି ।

ତେବେ ଏ ନେଇ ସେହି ମୁଖ୍ୟ ଅଭିଯୁକ୍ତ ଙ୍କ ର ନାମ ସୁର୍ଯ୍ୟ ନାରାୟଣ ବୋଲି କହିଛନ୍ତି . ତେବେ ଘଟଣା ରେ ସେହି 7 ଜଣ ଯୁବକ ଏକ ଲୋକ ଙ୍କୁ ସେହି ହନୁମାନ ମୁଦ୍ରା ଯୋଗାଇ ଦେବା ର କଥା କହି ଆଉ ଏକ ଲୋକ ଙ୍କ ଠାରୁ 2 କୋଟି ଟଙ୍କା ନେବେ ବୋଲି କହିଥିଲେ । ତେବେ ସେହି ଟଙ୍କା ର ଆଦାନ ପ୍ରଦାନ ବେଳେ ପୋଲିସ ଘଟଣା ସ୍ଥଳେ ପହଞ୍ଚି ଘଟଣା ସ୍ଥଳ ରେ ଉପସ୍ଥିତ ଥିବା 7 ଜଣ ଯୁବକ ଙ୍କୁ ଗିରଫ କରିଛି ।

money

ତେବେ ବନ୍ଧୁଗଣ ଆପଣ ମାନେ ବଧ ହୁଏ ଶୁଣିଥିବେ କି କିଛି ଏମିତି ଜିନିଷ ଆମର ଭାରତ ରେ ରହିଛି ଯାହାର ଚାହିଦା ଏବେ ବିଦେଶ ବଜାର ରେ ବହୁତ ଅଧିକ ତେବେ ଏହାକୁ ନଜର ରେ ରଖି ଏବେ ଭାରତ ରେ ବହୁତ ଠକେଇ ର ଲୋକ ମାନେ ଶୀକାର ହେଉଛନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *