ଇୟୁଜେବେନ୍ଦ୍ର ଚହୋଲ ଙ୍କ ପତ୍ନୀ ଙ୍କୁ ଦେଖିଲେ ଆପଣ ମାନଙ୍କ ପାଟି ରୁ ଲାଳ ବହିବ

dtyuyiye

ଭାରତୀୟ ସ୍ପିନ୍ ବୋଲର ଇୟୁଜେବେନ୍ଦ୍ର ଚହୋଲ ନିକଟ ରେ ନିଜର ବିବାହ ର ଫୋଟ ଇନଷ୍ଟା ଗ୍ରାମ୍ ରେ ପୋଷ୍ଟ କରି ସମସ୍ତ ଙ୍କୁ ଆଶ୍ଟର୍ଯ୍ୟ କରି ଦେଇ ଥିଲେ , ହଁ ଆଜ୍ଞ୍ୟା ଏହି ଦିନ ରେ ଇୟୁଜେବେନ୍ଦ୍ର ଚହୋଲ ଫେମସ୍ ଇୟୁଟିୟୁବର ଏବଂ ଫମେସ୍ ଡେନ୍ସର ଧନ୍ନଶ୍ରୀ ବର୍ମା ଙ୍କ ସହିତ ବିବାହ କରି ଥିଲେ । ଏବଂ ସେହି ବିବାହ ର ଫୋଟ କୁ ସେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ଫୋଷ୍ଟ ବି କରି ଥିଲେ, ଏବଂ ସେହି ସମୟ ଠାରୁ ସବୁ ଫେନ୍ସ ମାନେ ତାଙ୍କୁ ଅଭିନନ୍ଦନ ହିଁ ଦେଉଛନ୍ତି , ଏବଂ ଯେବେ ଠାରୁ ସେ ନିଜର ବିବାହ ର ଫୋଟ ସେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ସେୟାର କରିଛନ୍ତି ghtyfiyg

ସେବେ ଠାରୁ ତାଙ୍କର ଫେନ୍ସ ମାନେ ବହୁତ ଆଶ୍ଚର୍ଯ୍ୟ ହୋଇ ଜାଇ ଥିବାର ଦେଖିବା ପାଇଁ ମିଳିଛନ୍ତି । ଇୟୁଜେବେନ୍ଦ୍ର ଚହୋଲ ଏବଂ ଧନ୍ନଶ୍ରୀ ବର୍ମା ଏନଗେଜ୍ ମେଣ୍ଟ ର ଫୋଟ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି ସେବେ ଠାରୁ ଧନ୍ନଶ୍ରୀ ବର୍ମା ଙ୍କ ଡେନ୍ସ ର ଭିଡିଓ ଏବଂ ତାଙ୍କର ଫୋଟ ବହୁତ ପରିମାଣ ରେ ସୋସିଆଲ ମିଡ଼ିଆ ରେ ସେୟାର ହେଉ ଥିବାର ଦେଖିବା ପାଇଁ ମିଳିଛି । ଏବଂ ଏହି ନିକଟ ରେ ଧନ୍ନଶ୍ରୀ ବର୍ମା ସଲମାନ ଖାନ୍ ଏବଂ ସୁସ୍ମିତା ସିହଂ ଙ୍କ ଗୀତ ଚୁନରୀ ଚୁନରୀ ରେ ଡେନ୍ସ କରି ଥିବା ବେଳେ ସେହି ଭିଡ଼ିଓ ରେ ଧନ୍ନଶ୍ରୀ ବର୍ମା ଙ୍କ ମୁବ୍ସ ବହୁତ ଖାସ୍ ରହି ଥିବା ବେଳେ ଫେନ୍ସ ମାନଙ୍କ ଦ୍ୱାରା ବହୁତ ପସନ୍ଦ କରା ଜାଇଛି ।chgjfgdsae

ଧନ୍ନଶ୍ରୀ ବର୍ମା ଫେସା ଜଣେ ଡାକ୍ତରାଣୀ ଅଟନ୍ତି , କିନ୍ତୁ ସେ ଡେନ୍ସର ଭାବେ ନିଜର ଅଲଗା ପରିଚୟ ତିଆରି କରିଛନ୍ତି, ଏବଂ ବହୁତ ସମୟ ରେ ଧନ୍ନଶ୍ରୀ ବର୍ମା ଟିଭି ସିରିଏଲ ଅଭିନେତ୍ରୀ ଏବଂ ବଲିଉଡ ଅଭିନେତ୍ରୀ ଙ୍କ ସହିତ ବି ଡେନ୍ସ କରୁ ଥିବାର ଦେଖିବା ପାଇଁ ମିଳି ଥାନ୍ତି ଏବଂ ଇନଷ୍ଟା ଗ୍ରାମ୍ ରେ ନିଜର ଲକ୍ଷ ଲକ୍ଷ ଫେନ୍ସ ରହି ଥିବା ବେଳେ ସେ ବର୍ତମାନ ସମୟ ରେ ଛାଡୁ ଥିବା ସବୁ ପୋଷ୍ଟ ଭାଇରଲ ହେବାରେ ହିଁ ଲାଗିଛି ସେମିତି ରେ ଏହି ଦିନ ରେ ଭାରତୀୟ ସ୍ପିନ୍ ବୋଲର ଇୟୁଜେବେନ୍ଦ୍ର ଚହୋଲ IPL ର ସେଷ ପର୍ଯ୍ୟୟ ରେ ରହି ଥିବା ବେଳେ ସେମାନେ ଏହି ଦିନ ରେ ବହୁତ ମଜା କରିବା ସହିତfghgyjyi

ଡିସେମ୍ବର ମାସ ରେ ରହି ଥିବା ଅଶ୍ଟେଲିଆ ସିରିଜ୍ ପାଇଁ ଭାରତୀୟ ସ୍ପିନ୍ ବୋଲର ଇୟୁଜେବେନ୍ଦ୍ର ଚହୋଲ ଚୟନ ହୋି ଥିବା ବେଳେ ସେ ନିଜ ସହିତ ଅଶ୍ଟେଲିଆ ଧନ୍ନଶ୍ରୀ ବର୍ମା ଙ୍କୁ ନେଇ ଯିବେ ବୋଲି ସୂଚନା ରହିଛି  ଆପଣ ମାନଙ୍କୁ ଇୟୁଜେବେନ୍ଦ୍ର ଚହୋଲ ଏବଂ ଧନ୍ନଶ୍ରୀ ବର୍ମା ଙ୍କ ଯୋଡି କେମିତି ଲାଗୁଛି  ନିଶ୍ଚିତ କମେଣ୍ଟ କରିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *