TOP 10 ଓଡ଼ିଆ ଅଭିନେତ୍ରୀ ଙ୍କ ସୁନ୍ଦରୀ ଝିଅ ମାନଙ୍କୁ ଦେଖିଲେ ଆଖି ଲାଖି ଯିବ ଦେଖନ୍ତୁ ଫୋଟ

ବନ୍ଧୁଗଣ ଆପଣ ମାନେ ଓଲିଉଡ ଫିଲ୍ମ ଜଗତ ବିଷୟ ରେ ଜାଣି ଥିବେ ଓଡ଼ିଆ ଫିଲ୍ମ ବି ଆପଣ ମାନେ ସବୁ ବେଳେ ଦେଖୁ ଥିବେ ହେଲେ କେବେ ଆପଣ ମାନେ ଏହି ବିଷୟ ରେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଆମ ଓଲିଉଡ ଗଜତ ରେ ଯେତେ ସବୁ ହିରୋ ହିରୋଇନ୍ ରହିଛନ୍ତି ସେମାନଙ୍କ ବାପା ମାନଙ୍କ ବିଷୟ ରେ ଏବଂ ସେମାନଙ୍କ ବାପା ଙ୍କୁ କେବେ ଦେଖିଛନ୍ତି କି ତେବେ ଆମେ ଆଜି ଆପଣ ମାନଙ୍କୁ ସେହି କିଛି ଓଲିଉଡ ର କଳାକାର ମାନଙ୍କ ବିଷୟରେ କହିବୁ ତଥା ସେମାନଙ୍କ ବପା ମାନଙ୍କ ବିଷୟ ରେ କହିବୁ ଏମିତି ରେ ଆପଣ ମାନେ ଓଲିଉଡ ଜଗତ ହିରୋ ସିଦ୍ଧାନ୍ତ ମହାପାତ୍ର ଙ୍କ ଝିଅ ଙ୍କୁ କେବେ ଦେଖିଛନ୍ତି କି ତାଙ୍କ ବିଷୟ ରେ ଜାଣିଛନ୍ତି କି ସେମିତି ରେ ଆପଣ ମାନେ ଏଠାରେ ସିଦ୍ଧାନ୍ତ ମହାପାତ୍ର ଙ୍କ ଝିଅ ସଈ ସମର୍ଥା ଙ୍କ ଫୋଟ ବି ଆପଣ ମାନେ ଏଠାରେ ଦେଖିବା ପାଇଁ ପାଇ ଯିବେ ତଥା ଆଗାମୀ ଦିନ ମାନଙ୍କରେ ସାଈ ସମର୍ଥା ଫିଲ୍ମ ରେ କାମ କରିବେ କି ନାହିଁ ସେହି ବିଷୟ ରେ ବି ଆପଣ ମାନଙ୍କୁ କହି ଦେବୁ ।

ଏମିତି ରେ ଆପଣ ମାନେ ଏହି ବିଷୟ ରେ ବି ଜାଣିବା ପାଇଁ ବହୁତ ପରିମାଣ ରେ ଇଛୁକ ରହି ଥିବେ ସାଈ ସମର୍ଥା ଙ୍କ ବିଷୟ ରେ କିଛି ଦିନ ରୁ ଆପଣ ମାନେ ଆମକୁ ଏମିତି କମେଣ୍ଟ କରି ଆସୁ ଥିଲେ ସାଈ ସମର୍ଥା ଦେଖିବା ପାଇଁ ବହୁତ ସୁନ୍ଦର ହୋଇ ଥିବା ବେଳେ କିଛି ଦିନ ତଳେ ଆପଣ ମାନେ ତାଙ୍କୁ ଜି ସାର୍ଥକ୍ ର ଆୱର୍ଡ ସୋ ବି ଦେଖିବା ପାଇଁ ତାଙ୍କର ବାପା ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ଦେଖିବା ପାଇଁ ମିଳି ଥିଲେ ଏବଂ ପ୍ରଥମ ଥର ପାଇଁ ସେ ରଚନା ବାନାର୍ଜି ଙ୍କୁ ମାଉସୀ ବୋଲି କହି ଡାକି ମଧ୍ୟ ଥିଲେ । ସେହି ପରି କିଛି ଅଭିନେତ୍ରୀ ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବୁ ଯେଉଁ ମାନେ ଏହି ଦିନ ରେ ଘରେ ରହି କଣ କରୁଛନ୍ତି ଆପଣ ଜାଣି ପାରିବେ ଏହି ଲିଷ୍ଟ ରେ ପ୍ରଥମେ ପ୍ରିୟା ଏହି ଦିନ ରେ ମାଆ ହେବା ପରେ ଏକ ପ୍ରକାରର ଅଭିନୟ ଜଗତ ରୁ ଦୁରେଇ ରହିଛନ୍ତି ।

ସେହି ପରି ଭାବେ ଦ୍ୱତୀୟ ନମ୍ବ ରେ ରହିଛନ୍ତି ଉପାସନା ଙ୍କୁ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ମାନିନୀ ସିରିଏଲ ରେ ଦେଖି ଥିବେ ତେବେ ସେମିତି ରେ ସେ ମାଆ ହେବା ପରେ ଏବେ ଆଉ ଅଭିନୟ ଜଗତ ରେ ଦେଖିବା ପାଇଁ ମିଳି ନାହାଁନ୍ତି । ସେହି ପରି ଭାବେ ଆପଣ ମାନେ ତୃୃତୀୟ ନମ୍ବର ରେ ଇପ୍ସିତା ଙ୍କୁ ବହୁତ ସାରା ଆଲବମ୍ ରେ ଅଭିନୟ କରି ଥିବାର ଦେଖି ଥିବେ ତେବେ ସେହି ପରି କ୍ଷେତ୍ର ରେ ସେବି ବିବାହ କରିଛନ୍ତି ।

ତେବେ ସେ ଏହା ପରେ ଆଉ ଦେଖିବା ପାଇଁ ମିଳି ନାହାଁନ୍ତି ଅଭିନୟ ଜଗତ ରେ । ସେହି ପରି ଭାବେ ଚାରି ନମ୍ବରେ ରହିଛନ୍ତି ବିଦ୍ୟୁତସ୍ମିତା  ଆପଣ ମାନେ ବିଦ୍ୟୁତସ୍ମିତା ଙ୍କୁ ବହୁତ ସାରା ରିଆଲିଟି ସୋ ଏବଂ ଆଲବମ୍ ତଥା କିଛି ଫିଲ୍ମ ରେ ବି ସେ ଅଭିନୟ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ହେଲେ ସେମିତି କ୍ଷେତ୍ର ରେ ସେ ଆଜିର ଦିନ ରେ ଆଉ ଅଭିନୟ ଦୁନିଆଁ ରେ ଦେଖିବା ପାଇଁ ମିଳି ନାହାଁନ୍ତି ।  ଏମେଲୀ ଆପଣ ମାନେ ବହୁତ ସାରା ଆଲବମ୍ ରେ ନାଚି ଥିବାର ଦେଖି ଥିବେ ହେଲେ ସେମିତି କ୍ଷେତ୍ର ରେ ଏବେ ସେ ମାଆ ହୋଇ ସାରିଛନ୍ତି ତେବେ ତାଙ୍କୁ ସଶୁ ଘର ଲୋକ ମାାନେ ଅଭିନୟ ରେ ଛାଡୁ ନାହାଁନ୍ତି ।

ସେହି ପରି ଭାବେ ଛଅ ରେ ରଚନା ବାନାର୍ଜୀି ଆପଣ ମାନେ 90 ଦଶକ ରେ ଏହି ଅଭିନେତ୍ରୀ ଙ୍କୁ ବହୁତ ଅଭିନୟ କରି ଥିବାର ଦେଖି ଥିବେ ଏବେ ହେଲେ ସେ ବିବାହ ହେବା ପରେ ଆଉ କୈଣସି ବି ସ୍ଥାନ ରେ ଅଭିନୟ କରୁ ଥିବାର ଦେଖିବା ପାଇଁ ମିଳୁ ନାହାଁନ୍ତି , ଏହା ପରେ ରହିଛନ୍ତି ଜ୍ୟତି ମିଶ୍ର , ସେ ଯେବେ ଠୁ ମାଆ ହୋଇଛନ୍ତି ତେବେ ସେ ଏକ ପ୍ରକାରର ଅଭିନୟ ଜଗତ ରୁ ଦୁରେଇ ରହିଛନ୍ତି । ସେହି ପରି ଭାବେ ମାମା ମିଶ୍ର ବି ସେହି ପରି ଜଣେ ଅଭିନେତ୍ରୀ ଯିଏ ଏବେ ଅଭିନୟ ଜଗତ ରେ ଦେଖିବା ପାଇଁ ମିଳନ୍ତି ନାହିଁ ।

Love To Share

Leave a Reply

Your email address will not be published. Required fields are marked *