ସ୍କୁଲ ଖୋଲିବାକୁ ମିଳିଲା ସବୁଜ ସଂକେତ ବଡ଼ଖବର ଦେଖନ୍ତୁ |

bfnjjjg,jl.gf

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତୁ ଜାଣିନେବା ସ୍କୁଲ ଏବଂ କଲେଜ କେବେ ଖୋଲିବ ଏବଂ ପରୀକ୍ଷା କେବେ ଠାରୁ ଆରମ୍ଭ କରାଯିବ । ଆପଣ ମାନେ ଜାଣିଥିବେ କୋରନା ପାଇଁ ସମସ୍ତ କାର୍ଯ୍ୟାନୁ ଷ୍ଠାନ ଏବଂ ଶିକ୍ଷା ନୁ ଷ୍ଠାନ ବନ୍ଦ ରହି ଆସିଛି , ତେବେ ଏନେଇ ଆମେ ଆପଣ ମାନଙ୍କ ପାଇଁ କିଛି ଏ ବିଷୟ ରେ ନୁଆ ଅପଡେଟ୍ ନେଇ କରି ଆଣିଚୁ । ଏ ନେଇ ଜାଣନ୍ତୁ ନୁଆ ଅପଡେଟ୍ । ଶିକ୍ଷା ଅନୁଷ୍ଠାନ ଖୋଲିବା ପାଇଁ ସବୁଜ ସଂକେତ । ଅଗ୍ରାଧୀକାର ଭିତି ରେ ଓ ସୁରକ୍ଷା ଭିତି ରେ ଖୋଲିବ ସ୍କୁଲ ଏବଂ କଲେଜ କେମ୍ପସ । ଅନ୍ ଲାଇନ ଶିକ୍ଷା ସମସ୍ତ ଙ୍କ ପାଖରେ ପହଞ୍ଚିପାରୁ ନଥିବା ବେଳେେ ।gdthfyjfk

ରାଜ୍ୟ ରେ କୋରନା ମିଟର ଧିରେ ଧିରେ ଖସି ଖସି ଚାଲିଛି । ଆଉ ଏହାକୁ ନଜର ରେ ରଖି ଗଣ ଶିକ୍ଷା ବିଭାଗ ୋବଂ ଉଚ୍ଚ ଶିକ୍ଷା ବିଭାଗ ପର୍ଯ୍ୟାୟ କ୍ରମେ କ୍ୟାମ୍ପସ 9ମ ରୁ 12ଦଶ ପର୍ଯ୍ୟନ୍ତ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ର ନିଷ୍ପତ୍ତି ଗଣ ଶିକ୍ଷା ବିବାଗ ଉପରେ ଛାଡିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଏହା ପରେ ଗଣଶିକ୍ଷା ପକ୍ଷରୁ ଦେଖା ଦେଇଛି ତତ୍ତପରତା । ଶ୍ରେଣୀ କକ୍ଷ , ବିଜ୍ଞାନ ଗାର ଏବଂ ସୈଚାଳୟ ବିଶୋଧନ କରି ପାନୀୟ ଜଲ ପ୍ରସ୍ତୁତ ରକିବାକୁ । ସବୁ +2 କଲେଜ ଓ ଅଧକ୍ଷକ ଙ୍କୁ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପକ୍ଷରୁ ଗତ କାଲି ନିର୍ଦେଶ ଦିଆଯାଇଅଛି ।gtdhnjgkih

ଆଉ ନିର୍ଦେଶ ପାଇବା ପରେ ଶିକ୍ଷା ନୁ ଷ୍ଠାନ ମାନଙ୍କରେ ଆରମ୍ଭ ହୋଇ ଯାଇଛି ବିଶୋଧନ ର କାମ । ଶ୍ରେଣୀ କକ୍ଷ ରେ ବିଶୋଧନ ବା ସେନିଟାଇଜର ଛିଞ୍ଚନ କରା ଯାଇଛି ଏବଂ ଶ୍ରେଣୀ କକ୍ଷ ରେ ଥିବା ଡେକ୍ସ ଓ ବ୍ରେଞ୍ଜ ମଧ୍ୟ ସଫା କରାଯାଇଛି । ସେପଟେ ଉଚ୍ଚ ଶିକ୍ଷା ବିଭାଗ ମଧ୍ୟ SRC ଙ୍କ ପରାମର୍ଶ କ୍ରମେ ବିଜ୍ଞାନ ଓ ବୈସେୟୀକ ଶିକ୍ଷା ବିଭାଗ , ପିଏସଡି ଏବଂ ଏମଫିଲ ବିଭାଗ ଓ ପିଜି ଛାତ୍ର ବିଭାଗ ପାଇଁ ଗବେଷାର ଗୁଡିକ ଖୋଲିବା ପାଇଁ ବିଶ୍ୱବିଦ୍ୟାଳୟ ଗୁଡିକୁ ଅନୁମତି ଦିଆଯାଇଛି । ବର୍ତ୍ତମାନ ଛାତ୍ର ଛାତ୍ରୀ ମାନଙ୍କୁ ଅନଲାଇନ ଶିକ୍ଷା ମିଳୁଛି julkhofhgfjgk

ହେଲେ ଅନଲାଇନ ଶିକ୍ଷା ଦ୍ୟାରା ସନ୍ଦେହ ଦୂର ହୋଇ ପାରୁ ନାହିଁ । ତେଣୁ ବୋର୍ଡ ପରୀକ୍ଷା ପୂର୍ବ ରୁ ଶିକ୍ଷା ର ଯଥେଷ୍ଟ ଅଭାବ ଥିବାର ଛାତ୍ର ଛାତ୍ରୀ ମାନେ ଅଭିଯୋଗ ଆଣିଛନ୍ତି । ଆଉ ଏହାକୁ ନଜର ରେ ରେଖି ସବୁ କିଛି କାର୍ଯ୍ୟ ଆରମ୍ଭ ହେବା ସହିତ ସବୁଜ ସଂକେତ ମିଳି ସାରିଛି । ଯାହାକି ସୂଚନା ମୁତାବକ ଜାନୁଆରୀ ମାସ ପ୍ରଥମ ସପ୍ତାହ ରେ ସ୍କୁଲ ବା କଲେଜ ଖୋଲିବା କୁ ନିର୍ଦ୍ଦେଶ ଦିଆ ଯାଇଛି । ଆଉ ଯାହା ପାଇଁ ନବମ ରୁ ଦ୍ୟାଦଶ ଶ୍ରେଣୀ ର ପିଲା ମାନେ ସ୍କୁଲ ଏବଂ କଲେଜ ଯାଇ ପାରିବେ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *