କୋଲକାତା ର ସୋନାକାଛି ଦେଖନ୍ତୁ ତାର କାହାଣୀ ଓ କେମିତି ସେ ଜାଗା ର ନାମ ଦିଆଗଲା।

malisahi

ବନ୍ଧୁଗଣ ସୋନାକାଛି ଏହି ଶଦ୍ଧ କୁ ଆପଣ ମାନେ କେବେ ନା କେବେ ନିଶ୍ଚିତ ଭାବେ ସୁଣି ଥିବେ କଲିକତା ସହର ର ବହୁତ ଚର୍ଚ୍ଚିତ ସହର ହେଲା ସୋନାକାଛି ଏଠାରେ ପ୍ରତି ଘରୁ କାନ୍ଦିବାର ର ସ୍ୱର ସୁଣିବା ପାଇଁ ମିଳେ । କାହା ପାଇଁ ଏହି ସ୍ଥାନ ମୋନରଞନ ଏବଂ କାହା ପାଇଁ ଏହା କେବଳ କର୍ମ କ୍ଷେତ୍ର ହୋଇଥାଏ । ସେମିତି ରେ କଣ ଆପଣ ମାନେ ଜାଣନ୍ତି କି ସୋନାକାଛି ର ନାମ ଏମିତି କଣ ପାଇଁ ପଡିଲା ବୋଲି । ତେବେ ସେହି ରହସ୍ୟ ବିଷୟ ରୁ ବି ଆମେ ମାନେ ଆପଣ ମାନଙ୍କୁ ପରଦା ଉଠେଇ ଦେଉଛୁ ।

Kolkata

ସେମିତି ରେ କୋଲିକତା ର ଏହି ସୋନାକାଛି ଏକ ରେଡ୍ ଲାଇଟ୍ ଏରିଆ ଅଟେ । ଏହା ଏମିତି ଏକ ଏରିଆ ଅଟେ ଯେଉଁ ଠାରେ ମନ ନୁହେଁ ବରଂ ଟଙ୍କା ପାଇଁ ଦେହ ର ବେପାର ଚାଲେ । ସମାଜ ଆଖି ରେ ଏହା ଏମିତି ଏକ ସ୍ଥାନ ଅଟେ ଜାହାକୁ କୁ ନଜର ରେ ଦେଖିବା ପାଇଁ ମିଳେ । ସେମିତି ରେ ଏକ ଆକଳନ ଅନୁସାରେ ଏସିଆ ମହାଦେଶ ର ସବୁଠୁ ବଡ ଦେହ ବ୍ୟବସାୟ ସ୍ଥାନ ହେଲା ସୋନାକାଛି । ଏବଂ ଏଠାରେ 20 ହଜାର ରୁ ଅଧିକ ଦେହ ଜୀବି ରହିଥାନ୍ତି ।

 

ସେମିତି ରେ ଏହା ଏକ ରେଡ୍ ଲାଇଟ୍ ଏରିଆ ହୋଇ ଥିବା ରୁ ଏହି ସ୍ଥାନ କୁ ନେଇ ବହୁତ ଲୋକ ମାନେ ଭଲ କହନ୍ତି । ଏବଂ ଏହାକୁ ସରକାର ଙ୍କ ପକ୍ଷ୍ୟ ରୁ ଅନୁମତି ଦିଆ ଜାଇଛି ଏମାନଙ୍କୁ କେହି ବି ଏଠାରୁ ହଟେଇ ପାରିବେ ନାହିଁ । ତେଣୁ ଅନେକ ବର୍ଷ ଧରି ଏଠାରେ ଏହି ବସ୍ତି ସବୁ ରହି ଆସୁଛି କଲିକତା ର ସୋଭା ବଜାର ରେ ଥିବା ଚିତ୍ତତରଂଜନ ଏଭିନ୍ୟୁ ରେ ଥିବା ଏହି ଅଞ୍ଚଳ ପ୍ରାୟ ଏକ ଶହ ବର୍ଷ ଧରି ସୁନା କାଛି ନାମର ରେ ପ୍ରସିଦ୍ଧ ରହିଛି ।

malisahi

ତେବେ କିମ୍ବଦନ୍ତି ଅନୁସାରେ ଡି ନାୟଡୁ ଙ୍କ କହିବା କଥା କି 300 ବର୍ଷ ତଳେ ଏହି କୋଲିକତା ସହର ସ୍ଥାପନା ହୋଇଥିଲା । ସେହି ସମୟ ରେ ସର୍ଣ୍ଣଉଳା ନାମକ ଏକ ଡକାୟକ ତା ମାଆ ସହିତ ଏଠାରେ ରହୁଥିଲା ହେଲେ ତାର ମୃତ୍ୟୁ ହେଲା ଏବଂ କିଛି ଦିନ ପରେ ତାର ମାଆ କୁ ଏକ ସୁନ୍ୟ ବାଣି ଶୁଭିଲା ସେହି ସମୟ ରେ ତାଙ୍କର ପୁଅ ଜଣେ ସୁନାଗାଜି ନାମର ସାଧୁ ହୋଇ ଥିଲେ । ତେବେ ପରେ ସମୟ କର୍ମେ ଏହି ଅଞ୍ଚଳ ର ନାମ ସୁନାଗାଜି ରୁ ସୋନାକାଛି ଭାବେ ପରିଚିତ ହେଲା । ତେବେ ଆପଣ ମାନଙ୍କୁ ଆମର ତଥ୍ୟ କେମିତି ଲାଗଲା କମେଣ୍ଟ କରିବେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *