ଖାସ ପୁରୁଷ ଙ୍କ ଜାଣିବା କଥା ଘରେ ଏକୁଟିଆ ଥିଲେ ଦେଖନ୍ତୁ ।

ବନ୍ଧୁଗଣ ଖାସ ପୁରୁଷ ମାନଙ୍କ ର ଜାଣିବା କଥା ନିଜ ପତ୍ନୀ ରାଜସ୍ୱାଳା ଥିଲା ବେଳେ ତା ପାଖକୁ ଯିବ ନାହିଁ କିମ୍ବା ତାକୁ ଡାକିବ ନାହିଁ ବୁଦ୍ଧି ମାନ ପୁରୁଷ ନିଜର ପତ୍ନୀ ରାଜସ୍ୱଳା ରୁ ଚତୁର୍ଥୀ ଦିନ ସ୍ନାନ କରିବା ପରେ ତା ପାଖକୁ ଯାଇ ପାରେ ପୁରୁଷ ମାନେ ଉତ୍ତମ ଲକ୍ଷଣ ଯୁକ୍ତ ମନ ହାରିଣି ଏବଂ ଉପଯୁକ୍ତ ଲକ୍ଷ୍ମୀ ବନ୍ତ ସ୍ତ୍ରୀ ସଙ୍ଗେ ବିବାହ କରିବା ଉଚିତ । ପୁରଷ ମାନେ ସବୁ ଉପାୟ ରେ ନିଜ ସ୍ତ୍ରୀ ଙ୍କ ର ଇଚ୍ଛା ପୁରଣ କରିବା ଉଚିତ ସ୍ତ୍ରୀ ଲୋକ ଠାରୁ ଇର୍ସା କରିବ ନାହିଁ ।

ଏପରି କଲେ ପରମାୟୁ ହାନୀ ହୁଏ କଲ୍ୟାଣ କାରି ପୁରୁଷ ନିଜ ଠାରୁ ଉଚ୍ଚ ସମାନ କୂଳ ରେ ବିବାହ କରିବ ନିଜ ଜାତିର ତଥା ପତିତା କନ୍ୟା ର ସଙ୍ଗେ କଦାପି ପାଣି ଗ୍ରହଣ କରିବ ନାହିଁ । ଯେଉଁ କନ୍ୟା କୈଣସି ଅଙ୍ଗ ହୀନ ହେଇଥିବ ବା ନିଜ କୂଳ ରୁ ଉତ୍ପନ୍ନ ହୋଇଥିବ ସେହି ପରି କନ୍ୟା କୁ ବିବାହ କରିବ ନାହିଁଁ । ବୃଦ୍ଧା ସ୍ତ୍ରୀ ସ୍ୱାମୀ ପରିତକ୍ତା ପତିବ୍ରତା ସ୍ତ୍ରୀ ନିଚ୍ଚ ଜାତିର ସ୍ତ୍ରୀ ବା ଉଚ୍ଚ ଜାତିର ସ୍ତ୍ରୀ ମାନଙ୍କ ଠାରେ ଯଦି ପୁରୁଷ ମାନେ ସମ୍ପର୍କ ରଖନ୍ତି ସେମାନଙ୍କ ର ଆୟୁ ହୀନ ହୋଇଥାଏ ।

love

ପୁରଷ ମାନେ ପର ସ୍ତ୍ରୀ ସହିତ -ସମ୍ପର୍କ- ରଖିବା ଉଚିତ ନୁହେଁ । ପୁରୁଷ ମାନେ ଧନୀ ଲୋକ ର ପତ୍ନୀ ବା ତାଙ୍କର ସାଥୀ ମାନଙ୍କ ଠାରୁ ଯେତେ ଦୂର ରେ ରହିଲେ ସେତେ ଭଲ ପୁରୁଷ ମାନେ ସ୍ତ୍ରୀ ଓ କୁମାରୀ କନ୍ୟା ସଙ୍ଗେ ସଂ-ଙ୍ଗ-ମ କରିମା ସମ୍ପୁର୍ଣ ନିଷେଧ ନିଜର ବିବାହିତା ସ୍ତ୍ରୀ ମଧ୍ୟ ବିତୃସ୍ନତା ନ ହେବା ପର୍ଯ୍ୟନ୍ତ ତାଙ୍କ ସହ ସଙ୍ଗମ ନିଶେଧ ଏହା ପାଳନ କଲେ ପୁରୁଷ ମାନଙ୍କ ର ଆୟୁ ବୃଦ୍ଧି ହୋଇଥାଏ।

ପୁରୁଷ ମାନଙ୍କ ପାଇଁ ଦିବା ମଧ୍ୟାହ୍ନ ନିଶେଧ ଅଟେ ପୁରୁଷ ମାନେ ରାଜସ୍ୱଳା ସମୟ ରେ କରିବା ଅନ୍ନ ଭୋଜନ କରିବ ନାହିଁ ଓ ପୁରୁଷ ବଳ ପୁର୍ବକ ପର ଝିଅ କୁ ଧର୍ଷଣ କରି ହତ୍ୟା କରି ସେହି ପୁରୁଷ ନର୍କ ଭୋଗ କରେ । ନର୍କରେ କୀଟ ହୋଇ ଜନ୍ମ ହୋଇଥାଏ ଯେଉଁ ପୁରୁଷ ଅନ୍ୟକୁ ମେଣ୍ଢା ଭଳି ବ୍ୟବହାର କରେ ପର ଜନ୍ମ ରେ ସେ ମେଣ୍ଢା ହୋଇ ଜନ୍ମ ଗ୍ରହଣ କରେ । ଯେଉଁ ପୁରଷ ମାନେ ପର ନାରୀ ପର ଧନ ଅପର କରନ୍ତି ସେମାନେ କଙ୍କଡା ହୋଇ ଜନ୍ମ କରିଥାନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *