ସ୍କୁଲ ଖୋଲିବ ଏବଂ ନୂଆ ଯୋଜନା ଆରମ୍ଭ ବଡ଼ ଘୋଷଣା

hkSDgfgjuhg

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ କିଛି ନୁଆ ଖବର ଆସି ଯାଇଛି ଛାତ୍ର ଛତ୍ରୀ ମାନଙ୍କ ପାଇଁ ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଏହି କେରନା ମହାମାରି ପାଇଁ ସାରା ଓଡିଶା ର ପିଲା ମାନଙ୍କର ଏବେ ପାଠ ପଢା ପାଇଁ ଅସୁବିଧା ର ସମିଖିନ କରିବାକୁ ପଡୁଛି ଆଇ ଏହାକୁ ନଜର ରଖି ବିଦ୍ୟାଳୟ ର ଗଣଶିକ୍ଷା ମନ୍ତ୍ରୀ ସୈମ୍ୟ ରଞ୍ଜନ ଦାସ କିଛି ନୁଆ ଅପଡେଟ କରିଛନ୍ତି ତେବେ ଆସନ୍ତୁ ଜାଣିନେବା ସେହି ଲୁଆ ଅପଡେଟ ବିଷୟ ରେ ତା ପୁର୍ବ ରୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରି ସୈମ୍ୟ ରଞ୍ଜନ ଦାସ ଗିରିବାର ପୁର୍ବାହ୍ନ ରେ ଛାତ୍ର ଛାତ୍ରା ମାନଙ୍କ ପାଇଁ ଓଡିଶା କେରିୟର ପୋର୍ଟାଲ ରେ ଶୁଭାରମ୍ଭ କରିଛ୍ନ୍ତି ଏହି ନୁତନ କେରିୟର ପୋର୍ଟାଲ ଏକ ଆଦିତ୍ୟ ଏବଂ ସମୟିକ ହୋଇପାରିବେ ବୋଲି ମନ୍ତ୍ରି ମଧ୍ୟ କହିଥିଲେasdgdfjgj

ଯନ୍ସେଫ ଙ୍କ ସହଯୋଗ ରେ ଓଡିଶା ସରକାର ଭ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କେରିୟର ପୋର୍ଟାଲ ର ଶୁଭାରମ୍ଭ ହୋଇଛି ଜଦ୍ୱାରା ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ସ୍ତର ଛାତ୍ର ଛାତ୍ରା ମାନେ ନିଜର ଭବିଶ୍ୟତ ର ବୃତ୍ତି ବିଷୟ ରେ ଜାଣିପାରିବେ ଏବଂ ତା ସହିତ ବିଶେଷ୍ୟଜ୍ଞ ମାନଙ୍ର ପାରାମର୍ଶ ନେଇ ପାରିବେ ନିଜର ଲଗ୍ ଅନ ଆଇଡି ଏବଂ ପାସୱାର୍ଡ ମାଧ୍ୟମରେ WWW. ODISHA CAREER PORTAL .COM କୁ ଲଗ୍ ଇନ କରି ସେମାନେ ଏହି ସହାୟତା ମଧ୍ୟ ପାଇ ପାରିବେ ଏବି ପୋର୍ଚାଲ ଦ୍ୱାରା ବିଦ୍ୟାର୍ଥି ମାନେ ବିଭିନ୍ନ ବୃତ୍ତି ଏ ଶିକ୍ଷାନୁଷ୍ଠାନ ମାନଙ୍କ ବିଷୟ ରେ ଜାଣି ପାରିବେ ଏବଂ ଶିକ୍ଷକsfdfjhlj

ମାନଙ୍କ ସହିତ ସିଧା ସଳଖ କଥା ବାର୍ତ୍ତା ମଧ୍ୟ ହୋଇ ପାରିବେ ଏହି ପୋର୍ଚାଲ କୁ ବ୍ୟବହାର କରିବା ପାଇଁ ବ୍ୟୂବହାର ଉପଯୋଗି ମୋବାଇଲ ଫୋନ ର ଆବଶ୍ୟକ ଅନୁଯାଏ ଏକ ଆପ କୁ ବ୍ୟବାହାର କରି 17 ଲକ୍ଷ ପର୍ଯ୍ୟନ୍ତ ଛାତ୍ର ଛାତ୍ରା ମାନେ ଏଛିରୁ ଉପକୃତ ହୋଇପାରିବେ ଆଉ ଏହି ପୋର୍ଟାଲ ଟି ଓଡିଆ ଭାଷା ରେ ପ୍ରସ୍ତୁତ କରାଯାଇଛି ବିଭିନ୍ନ ବୃତ୍ତି ଏବଂ ସେଗୁଡିକ ସହିତ ଯୋଡିତ ହୋଇ ରହିଥିବା ଧନ୍ଦା ମୁଳକ ଶିକ୍ଷନୁଷ୍ଠାନ ଏବଂ ସେଥିରେ ଥିବା ପ୍ରବେଶିକା ପରୀକ୍ଷା ତଥା ବୃତ୍ତି ଗୁଡିକ ମାନଙ୍କ ସମ୍ବନ୍ଧରେ ସଂପୁର୍ଣ୍ଣ ଭାବେ ସେହି ବିଷୟ ରେ ମଧ୍ୟ ଜାଣି ପାରିବେ ତେବେ ଯାହାକି ଏହି କିଛି ନୁଆsdhgfjkghlk

ଏପଡେଟ ଜାରି କରିଛନ୍ତି କାରଣ ଆପଣ ମାନେ ଜାଣିଛନ୍ତି ଲକ୍ ଡାଇନ ଏବଂ କୋରନା ମହାମାରୀ ସମୟ ରେ ଏବେ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରହିଛି ଆଉ ଏହାରି ଭିତରେ କେରିୟର ପୋର୍ଟାଲ ଲଞ୍ଚ କରି ଦିଆଯାଇଛି ଯାହାକି ଏଡିଶା ରେ ଯାହାକୁ ଆୁଣ ମାନେ ଏବଂ ଛାତ୍ର ଛାତ୍ରା ମାନେ ଏହାକୁ ଇପଯୋଗିି ପାଇବା ସହ ଲାଭବାନ ନଧ୍ୟ ହେଇ ପାରିବେ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *