ନିଜକୁ ହନୁମାନ ଙ୍କ ଅବତାର କହି ମହିଳା ଙ୍କ ସହିତ କରୁ ଥିଲେ ରାସଲୀଳା ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ

tgyrtyuyi

ବାବା ହିଁ ବାବା ଆଜିର ଦିନ ରେ ସବୁ ଆଡେ କେବଳ ବାବା ହିଁ ବାବା ଦେଖା ଜାଉଛନ୍ତି ସେମିତି ରେ ଆପଣ ମାନଙ୍କୁ ଆସ୍ତା ଙ୍କ ନାମ ରେ ଠାକା ଜାଉଛି ତେବେ ଟିକିଏ ସାବଧାନ ରୁହନ୍ତୁ କାରଣ ଆସ୍ତା ନାମରେ ଖେଳିବା ଆଜିର ଦିନ ରେ ସାଧାରଣ ହୋଇ ସାରିଛି ଆଜିର ଦିନରେ ସବୁ ଆଡେ ଆସ୍ତା କୁ ଟଙ୍କା ଦେଇ କିଣି ନିଆ ଜାଉଛି ଏବଂ ସବୁ ଲୋକ ମାନେ ଏମାନଙ୍କ କାଠ ପୁରୁଳା ବନି ଜାଉଛନ୍ତି ଏମାନଙ୍କ ଠକାମୀ ର ଶୀକାର ହୋଇ ଜାଉଛନ୍ତି ଠକ ମାନେ ଏମିତି ଠକ ଯେଉଁ ମାନଙ୍କ ଖେଳ ବିଷୟ ରେ ଆପଣ ମାନେ ଜାଣିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ ତେବେ ଆମେ ଆଜି ଆପଣ ମାନଙ୍କୁ ସେମିତି ଜଣେ ବାବା ଙ୍କ ବିଷୟ ରେ କହିବା ପାଇଁ ଆସିଛୁ ଯିଏFDGYJ

ରାସଲୀଳା କରୁ ଥିବା ସମୟ ରେ ଧରା ପଡିଛନ୍ତି । ଏହି ଘଟଣା ମଧ୍ୟ ପ୍ରଦେଶ ର ନରସିହଂ ଜିଲ୍ଲା ର ଛୋଟ ଗ୍ରାମ ରେ ନାଦିଆ ବିଲ ହରା ରେ ବାବା ଧର୍ମ ଦେବ ତଥା ଧର୍ମେନ୍ଦ୍ର ଦୁବେ ନାମକ ଏକ ବାବା ଙ୍କର ସଂମ୍ପର୍କ ରଖୁ ଥିବାର ଭିଡ଼ିଓ ସାମ୍ନା କୁ ଆସିଛି । ସେମିତି ରେ ବନ୍ଧୁଗଣ ବାବା ଧର୍ମ ଦେବ ଙ୍କ କଥା କହିବା ତେବେ ସେ ନିଜର କୁ ହନୁମାନ ଙ୍କ ଅବତାର ବୋଲି କହୁ ଥିଲା ଏବଂ ପ୍ରତ୍ୟେକ ମଙ୍ଗଳ ବାର ଏବଂ ଶନି ବାର କୁ ନିଜର ଦରବାର ସଜେଇ ସେ ଲୋକ ମାନଙ୍କୁ କେବଳ ଭଣ୍ଡୁ ଥିଲେhygfutyQS

ସୂତ୍ର ଅନୁସାରେ ଏହି ବାବା ବସି କରଣ କରିବା ମାମଲା ରେ ବେଶୀ ଇଣ୍ଟରେଷ୍ଟ ଦେଖାଉ ଥିଲେ ସ୍ୱାମୀ ମାନଙ୍କୁ ତାବିଜ୍ ଏବଂ ପ୍ରସାଦ ଦେଇ ସେମାନଙ୍କୁ ଭ୍ରମିତ କରୁ ଥିଲା । ବହୁତ ଏମିତି ଖବର ମିଳିଛି କି ସେ ବହୁତ ପରିବାର କୁ ଏମିତି ଭ୍ରମିତ କରିଛି ଏବଂ ଘର ପରିବାର ର ସମସ୍ୟା ରେ ରରହୁ ଥିବା ଲୋକ ମାନେ 10 ଟି ମଙ୍ଗଳବାର ଏବଂ ଶନିବାର କୁ ଡକାଉ ଥିଲା ଏବଂ ସେହି ଠାରେ ଗୋଟିଏ

ଖାସ୍ ପ୍ରକାରର ପ୍ରଶାଦ ଦିଆ ଜାଉ ଥିଲା ଜାହା ଭାବିବା କ୍ଷେମତା କୁ ସଂମ୍ପର୍ଣ୍ଣ ଭାବେ କମେଇ ଦେଇ ଥାଏ । ଏବଂ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହାର ଅସଲ ଚେହେରା ସେତେ ବେଳେ ସାମ୍ନା କୁ ଆସିଲା ଯେତେ ବେଳେ ସେ ନିଜର ହିଁ ଅଶିଳ୍ଲ ଭିଡ଼ିଓ ବନଇେ ନିଜର ମୋବାଇଲ ରଖି ଥିଲା ଏମିତି ରେ କିଛି ଦିନ ତଳେ ପୋଲିସ କୁ ସୂଚନା ମିଳି ଥିଲା କି ଏହି ବାବା ଗାଞା

ର ବ୍ୟପାର କରି ଥାଏ ତେବେ ପୋଲିସ୍ ଛାନ ବିନ୍ କରିବା ପରେ ସେହି ଆଶ୍ରମ ରୁ ଦୁଇ କିଲୋ ଗଞାା ମିଶି ଥିଲା ଏବଂ ପରେ ପୋଲିସ୍ ମୋବାଇଲ ଚେକ୍ କରିବାରୁ ବହୁତ ମହିଳା ଙ୍କ ସହିତ ନିଜର ଅଶିଳ୍ଲ ଭିଡ଼ିଓ ସେହି ଥିରେ ରଖି ଥିବାର ଦେଖିବା ପାଇଁ ମିଳି ଥିଲା ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *