ଦୂର୍ଗା ପୂଜା ପାଇଁ ନୂଆ ହିଟ୍ ଫୋଟ ସୁଟ୍ କରିବାରେ ଲାଗିଛନ୍ତି ରାନୀ ପଣ୍ଡା ଦେଖନ୍ତୁ ଭିଡ଼ିଓ

ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଓଡ଼ିଶା ର ବିବାଦିୟ ଅଭିନେତ୍ରୀ ହେଲେ ରାନୀ ପଣ୍ଡା ସେ ସବୁ ସମୟ ରେ ବିବାଦିୟ ହେବାକୁ ହିଁ ପସନ୍ଦ କରି ଥାନ୍ତି । ଜାହା ଫଳ ରେ ଲୋକ ମାନଙ୍କୁ ତାଙ୍କୁ ଆହୁରୀ ବି ପାଖରୁ ଚିହ୍ନି ପାରିବେ ତଥା ସେ ବିଗତ ଦିନ ରେ ଏହି ସବୁ କରିବାର କାରଣ ହେଲା ଲୋକଲୋଚନ କୁ ଆସି ଲୋକ ମାନଙ୍କର ଅତି ପ୍ରିୟ ହେଲା ଜାହା ଫଳ ରେ ସେ ବି ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ କରିବାରେ କୈଣସି ବି ରୋକ୍ ଠୋକ୍ ନ ଲାଗୁ , ଏମିତି ରେ ଯାତ୍ରା ରୁ ନିଜର କରିଅର ଆରମ୍ଭ କରି ଥିବା ରାନୀ ପଣ୍ଡା ଆଜିର ଦିନ ରେ ବହୁତ ସିନେମା ଏବଂ ବହୁତ ଆଲବମ୍ ଆଦି ରେ କାମ କରି ସାରିଛନ୍ତି ଏବଂ ଏମିତି ରେ ଲୋକ ମାନେ ବର୍ତମାନ ସମୟ ରେ ବିବାଦିୟ ରେ ରଖି ଥିବା ବେଳେ ତାଙ୍କର ଲୋକ ମାନଙ୍କ ପ୍ରତି ସାହାଯ୍ୟ କରିବାର ତରିକା କୁ ବି ମଧ୍ୟ ପସନ୍ଦ କରୁଛନ୍ତି । ସେମିତି ରେ ଏହି ଦିନ ରେ ପୁଣି ଥରେ ରାନୀ ପଣ୍ଡା ଙ୍କର କିଛି ଫୋଟ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି , ଯେଉଁ ଥିରେ ଦେଖିବା ପାଇଁ ମିଳିଛି କି ରାନୀ ପଣ୍ଡା କାର୍ ଉପରେ ବସି ମଦ ଏବଂ ସିହାରେଟ୍ ଟାଣୁଛନ୍ତି । ଏହି ଫୋଟ ସୋସିଆଲ ମିଡିଆ ରେ ଆପଲୋର୍ଡ ହେବା ପରେ ବର୍ତମାନ ସମୟ ରେ ଏକ ନୂତନ କୋଣ୍ଟ୍ରଭର୍ସି ର ମୋଡ ନେଇ ନେଇଛି ଏବଂ ତାଙ୍କର ଫେନ୍ସ ମାନଙ୍କୁ ପୁଣି ଥରେ ଚିନ୍ତା ରେ ପକେଇଛି , ସେମିତି ରେ ଆପଣ ମାନେ ଜାଣି ଥିବେ ବିଗତ ଦିନ ମାନଙ୍କ ରେ ଯାତ୍ରା ଜଗତ ରେ ନିଜର କିଛି ଅଶିଳ୍ଲ ପଦର୍ଶନନ ପାଇଁ ସେ ସବୁ ବେଳେ ବର୍ତମାନ ସମୟ ରେ ଲାଇମ୍ ଲାଇଟ୍ ରେ ରହୁ ଥିବା ବେଳେ । ଏବେ ଏହି ଫୋଟ ଫେନ୍ସ ମାନଙ୍କୁ ଚିନ୍ତା କରିବା ପାଇଁ ବାଧ୍ୟ କରେଇଛି ସେହି ଫୋଟ କୁ ଏଠାରେ ବି ଦେଖି ପାରିବେ କି କିଭଲି ଭାବେ ସେ ପୋଷାକ ପରିଧାନ କରି ସେ ଏମିତି ସବୁ ଫୋଟ ଉଠେଇଛନ୍ତି ,କେବଳ ଏତିକି ନୁହେଁ ବରଂ ସେ ନିଜର ନୂଆ ଲୁକ୍ ପାଇଁ ବହୁତ ପରିମାଣ ରେ ସଜେଇ ହୋଇ ଛନ୍ତି ମଧ୍ୟ । ଆଗାମୀ ଦୂର୍ଗା ପୂଜା ପାଇଁ ବି ସେ ଏହି ଭଳି ବେସ ଧାରଣ କରି ଥିବାର ଜଣା ପଡିଛି , ଆଗାମୀ ସମୟ ରେ ମୋଡେଲିଂ କୁ ନେଇ ବହୁତ ବଡ ସ୍ୱପ୍ନ ଦେଖୁ ଥିବା ବେଳେ ରାନୀ ଏହି ଦିନ ରେ ଏମିତି ସବୁ ଫୋଟ ସୁଟିଂ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି , ସେମିତି ରେ ସେ ଜାହା ବି ହେଉ ଆପଣ ମାନଙ୍କୁ ରାନୀ ପଣ୍ଡା ଙ୍କ ଏହି ନୂଆ ଫୋଟ କେମିତି ଲାଗିଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ  କରିବେ ।

Love To Share

Leave a Reply

Your email address will not be published. Required fields are marked *