ସେଷ ରେ ଜେଲ୍ ଯିବେ ବର୍ଷା ପ୍ରିୟଦର୍ଶନୀ ! ଅନୁଭବ ଙ୍କୁ ମାରିବା ପାଇଁ କରୁ ଥିଲେ ଏମିତି ସଢଯନ୍ତ୍ର

jaks drg ka

ଆପଣ ମାନେ ସମସ୍ତେ ଜାଣି ଥିବେ ଏହି ଦିନ ରେ ଓଲିଉଡ ର ସୁପର ଷ୍ଟାର ଅନୁଭବ ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ ମଧ୍ୟ ରେ ବିବାଦ ଲାଗି ରହି ଥିଲା ତେବେ ଏହି ଦିନ ରେ ବର୍ଷା ଙ୍କ ଏହି ଭଳି ସଢଯନ୍ତ୍ର ପାଇଁ ଏବେ ଦଶା ଭୋଗ କରିଲେ ବର୍ଷା ସେମିତିରେ ଆପଣ ମାନେ ଏହି ଦିନ ରେ ଭାଇରଲ ହେଉ ଥିବା ବର୍ଷା ଙ୍କ କଲ୍ ରେକୋର୍ଡିଂ କୁ ନିଶ୍ଚିତ ଭାବେ ସୁଣି ଥିବେ ଏହା ପଛରେ ସତରେ କଣ ବର୍ଷା ଙ୍କ ର ସଢଯନ୍ତ୍ର ରହିଛି , ସେମିତି ରେ ଆପଣ ମାନେ ଭାଇରଲ ହେଉ ଥିବା ଏହି କଲ ରେକଡିଂ କୁ ନିଶ୍ଟୁିତ ଭାବେ ସୁଣି ସାରି ଥିବେ ଯଦି ସୁଣି ନାହାଁନ୍ତି ତେବେ ଆପଣ ମାନେ ତଳେ ସୁଣି ପାରିବେ ।jkasfdrw

ଗତ ଦୁଇ ମାସ ହେବ ଲାଗି ଥିବା ଏହି ବିବାଦ ରେ କୈଣସି ବର୍ତମାନ ସମୟ ରେ ସ୍ପଷ୍ଟତା ଆସି ନ ଥିବା ବେଳେ ବର୍ତମାନ ସମୟ ରେ ଏହି କେସ୍ ଜାଇ କୋର୍ଟ ରେ ରହିଛି , ଏବେ ବି ବର୍ଷା ଅନୁଭବ ଙ୍କ ଘରେ ରହୁଛନ୍ତି , ହେଲେ ବର୍ତମାନ ସମୟ ରେ ବର୍ଷା ଏବଂ ତାଙ୍କର ସାଙ୍ଗ ସହିତ କଥା ହେଉ ଥିବା ଏକ ଫୋନ୍ ରେକୋର୍ଡ ସାମ୍ନା କୁ ସେହି ଥିରେ ଜଣା ପଡୁଛି କି ବର୍ଷା ଅନୁଭବ ଙ୍କ ବିପକ୍ଷ୍ୟ ସଂମ୍ପର୍ଣ୍ଣ ଭାବେ ସଢଯନ୍ତ୍ର କରୁଛନ୍ତି ବୋଲି ଜଣା ପଡୁଛି , ଏହି ରେକୋର୍ଡିଂ ଅନୁସାରେ ବର୍ଷା ଙ୍କର ଅନ୍ୟ ଏକ ରୂପ ମଧ୍ୟ ରହିଛି ବୋଲି ସେହି ଥିରୁ ଜଣା ପଡିଛିshyiieaser

ଏବଂ ଜାହା ସେ ବର୍ତମାନ ସମୟ ରେ ନିଜର ଶାଶୁ ଘର ର ଲୋକ ମାନଙ୍କ ଉପରେ ଦେଖାଉଛନ୍ତି , ନିଜ ସ୍ୱାମୀ ଙ୍କୁ ନିଜର ଗୋଡ ତଳେ ରଖିବା ପାଇଁ ଏମିତି ସବୁ ସଢଯନ୍ତ୍ର କରି ଥିବାର ସେ ନିଜେ ଫୋନ୍ ରେ ନିଜର ସାଙ୍ଗ କୁ କହିବା ଏବଂ ଆଗାମୀ ସମୟ ରେ କଣ ସେମାନଙ୍କ ବିପକ୍ଷ୍ୟ ରେ ସଢଯନ୍ତ୍ର ରହିବ ସେହି ବିଷୟ ରେ ସେ ସେହି ରେକୋର୍ଡି ରେ କହି ଥିବାର ଦେଖିବା ପାଇଁ ମିଳିଛି ,

ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବା ଦେବା କୁ ଚାହିଁବୁ କି ଏହି ରେକୋର୍ଡିଂ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉ ଥିବା ବେଳେ କିଛି ଲୋକ ମାନେ ବର୍ଷା ସପକ୍ଷ୍ୟ ରହି ତାଙ୍କୁ ସୋପର୍ଟ ରେ ରହି ଥିବାର ଜଣା ପଡିଛି ଏବଂ ଏମିତି ମଧ୍ୟ ରେ ଆଉ କିଛି ଲୋକ ମାନେ  ଅନୁଭବ ଙ୍କ ସପୋର୍ଟ ଦେଖେଇ କରି ବର୍ଷା ଙ୍କ ଉପରେ ଦୋଷ ଦେଉଛନ୍ତି ତେବେlhiawsdar

ଏହି ସବୁ ମଧ୍ୟ ରେ ଆରଣ ମାନଙ୍କୁ କଣ ଲାଗୁଛି ଏଠାରେ କାହାକୁ ସୋପର୍ଟ କରିବା ଦରକାର ଏବଂ କଣ ସତ ରେ ବର୍ଷା ଙ୍କର ଏହା ଗୋଟିଏ ସଢଯନ୍ତ୍ର ନା ଏହା ତାଙ୍କୁ ଫସେଇବା ପାଇଁ କୈଣସି ଏକ ଟ୍ରାପ୍ ଅଟେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

 

 

 

Love To Share

Leave a Reply

Your email address will not be published. Required fields are marked *