ଭଗବାନ ହନୁମାନଙ୍କ ର ଏପରି ଫଟୋ ଘରେ ଲଗାନ୍ତୁ ମାଲାମାଲ ହୋଇଯିବେ |

ବନ୍ଧୁଗଣ ଘରେ ଭଗବାନ ହନୁମାନ ଙ୍କ ଫୋଟ ଲଗେଇବା ବହୁତ ଶୁଭ ହୋଇଥାଏ ସେମିତି ରେ ଯେଉଁ ଲୋକ ମାନେ ସବୁ ଦିନ ହନୁମାନ ଙ୍କ ପୂଜା କରନ୍ତି ଯେଉଁ ମାନେ ସବୁ ବେଳେ ହନୁମାନ ଙ୍କ ନାମ ପାଟି ରେ ରଖନ୍ତି ସେମାନଙ୍କ ଉପରେ ହନୁମାନ ଙ୍କ କୃପା ସବୁ ବେଳେ ମିଳେ , ସେହି ବ୍ୟକ୍ତି ଙ୍କୁ କେହି ବି ହରେଇ ପାରିବେ ନାହିଁ । ମହାବଳୀ ହନୁମାନ ଏହି ପରି ବ୍ୟକ୍ତି ଙ୍କ ସହିତ ସବୁ ବେଳେ ରହିଥାନ୍ତି , ମଙ୍ଗଳବାର ଦିନ ହନୁମାନ ଙ୍କ ବ୍ରତ୍ତ ର ବହୁତ ମହତ୍ୱ ରହିଛି ବିଧି ପୂର୍ବକ ବ୍ରତ୍ତ କରିଲେ ହନୁମାନ ଭକ୍ତ ସବୁ ପ୍ରକାରର ଭକ୍ତ ଓ ଚିନ୍ତା ରୁ ମୁକ୍ତି ପାଇଥାନ୍ତି ।

hanuman ji

ତା ଉପରେ କୈଣସି ଦୋଷ ଲାଗେ ନାହିଁ ବା ରାହୁ କେତୁ ଆଦି ଙ୍କ ଦୋଷ ଲାଗେ ନାହିଁ ଶି ଦେବ ବି ହୋଇ ଥାନ୍ତି ପ୍ରଶନ୍ନ ଆପଣ ମାନେ କଣ ଏହା ଜାଣନ୍ତି ଭଗବାନ ହନୁମାନ ଙ୍କର ଏହି ଗୁପ୍ତ ଫୋଟ ଯିଏ ବି ଲଗେଇ ଥାଏ ଏମିତି ବ୍ୟକ୍ତି ମାନେ କେଉଁ ବି କାମ କରି ଦେଉ ନିଶ୍ଚିତ ସଫଳ ହୁଏ ଏହି ଫୋଟ ଘର ର ମୂଖ୍ୟ ଦ୍ୱାର ରେ ଲଗେଇବା ଉଚିତ୍ ,

ଆପଣ ମାନେ ବି ଏହି ଫୋଟ କୁ ଘରେ ନିଶ୍ଚିତ ଲଗାନ୍ତୁ ତେବେ ବନ୍ଧୁଗଣ ସେହି ଫୋଟ ହେଲା ପଞ୍ଚମୂଖୀ ହନୁମାନ ଙ୍କ ଫୋଟ ଅଟେ ହଁ ବନ୍ଧୁଗଣ ଘର ର ମୂଖ୍ୟ ଦ୍ୱାର ରେ ପଞ୍ଚମୂଖୀ ହନୁମାନ ଙ୍କ ଫୋଟ ଲଗେଇବା କିମ୍ବା ମୃତି ଲଗେଇବା ବହୁତ ଉତ୍ତମ ହୋଇଥାଏ,

hanuman ji

ପଞ୍ଚମୂଖୀ ହନୁମାନ ଙ୍କ ଏହି ଫୋଟ କୁ ଘର ର ସୁରକ୍ଷା କବଜ ଭାବେ ମନାଯାଏ ଏମିତି କରିଲେ ସାକ୍ଷ୍ୟାତ ବଜରଙ୍ଗବଳୀ ଆପଣ ମାନଙ୍କ ରକ୍ଷା କରନ୍ତି । ପ୍ରେତ ଆତ୍ମା ରାହୁ କେତୁ ଆଦି ବହୁତ ଖରାପ ଦୋଷ ରହିଛି ଜାହା ବ୍ୟକ୍ତି କୁ କେବେ ବି ଲାଗେ ନାହିଁ ଏବଂ ଘରେ ନାକାରାତ୍ମକ ଉର୍ଜା ପ୍ରେବଶ କରେ ନାହିଁ ,

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *