ବୃଷ ରାଶିରେ ଗ୍ରହ ପରିବର୍ତ୍ତନ ପ୍ରଭାବିତ ହେବେ ସବୁ ରାଶି, ପ୍ରେମ ସମ୍ପର୍କରେ ସୃଷ୍ଟି ହୋଇପାରେ ବିବାଦ !

ବନ୍ଧୁଗଣ ବୃଷ ରାଶି ରେ ଗ୍ରହ ପରିବର୍ତନ ପ୍ରଭାବିତ ହେବ ସବୁ ରାଶି ପ୍ରେମ ସଂମ୍ପର୍କ ରେ ସୃଷ୍ଟି ହୋଇ ପାରେ ବିବାଦ ବୃଷ ରାଶି ର ଲୋକ ମାନଙ୍କ ପାଇଁ ମେ ମାସ ବହୁତ ମହତ୍ୱ ପୂର୍ଣ୍ଣ ମେ ମାସ ରେ ବୃଷ ରାଶି ରେ ହେଉ ଥିବା ରାଶି ପରିବର୍ତନ ସବୁ ରାଶି ର ଲୋକ ମାନଙ୍କ ଉପରେ ପଡିବ ହେଲେ ସବୁଠୁ ଅଧିକ ପ୍ରଭାବିତ ହେବ ବୃଷ ରାଶି । କାରଣ ବୃଷ ରାଶି ରେ ବୁଧ ଶୁକ୍ର ରାଶି ର ପରିବବର୍ତନ ହେବାକୁ ଜାଉଛି ,

brusha

ଜ୍ୟୋତିଷ ଶାସ୍ତ୍ର ରେ ଶୁକ୍ର ଗ୍ରହ କୁ ପ୍ରେମ ଦାମ୍ପତ୍ୟ ଜିବନ ମନରଂଞନ ଲଗ୍ନ ,ବୟ ସ ବିଦେଶ ଯାତ୍ରା ଆଦି କାରକ କୁହାଯାଏ ବୃଷ ରାଶି ରେ ଶୁକ୍ର ଗ୍ରହ ର ରାଶି ପରିବର୍ତନ । ବୃଷ ରାଶି ର ସ୍ୱାମୀ ଶୁକ୍ର ଗ୍ରହ ଫଳ ରେ ଶୁକ୍ର ଗ୍ରହ ବୃଷ ରାଶି ରେ ବିଶେଷ ବୋଲି କୁହା ଜାଇଛି । ଶୁକ୍ର ପୂର୍ବ ରୁ ବୃଷ ରାଶି ରେ ରାହୁ ବୁଧ ଗ୍ରହ ମନଧ୍ୟ ବିରାଜ ମାନ ଶୁକ୍ର ଆସିବା ପୂର୍ବ ରୁ ଅର୍ଥାତ୍ ଶୁକ୍ର ଆସିବା ପରେ ଏହି ବୃଷ ରାଶି ରେ ତିନି ଗ୍ରହ ମାନଙ୍କ ସଂଯୋଗ ହେବାକୁ ଜାଉଛି ,

ଜାହା ଫଳ ରେ ସବୁ ରାଶି ପ୍ରଭାବିତ ହେବ ବୃଷ ରାଶି ପରିବର୍ତନ ପାଞୀ ବା ଜ୍ୟୋତିଷ ଗଣନା ଅନୁସାରେ ବୃଷ ରାଶି ରେ ଶୁକ୍ର ର ପରିବର୍ତନ ଅଗଷ୍ଟ 1 ତାରିଖ ଅପରାହ୍ନ 1.09 ମିନିଟ୍ ରୁ ଶୁକ୍ର ଅଗଷ୍ଟ 28 ତାରିଖ ଯାଏ ବୃଷ ରାଶି ରେ ରହିବେ । ଏହା ପରେ ଶୁକ୍ର ମିଥୁନ ରାଶି ରେ ପ୍ରବେଶ କରିବେ ।

ବୃଷ ରାଶି ର ଫଳ ରେ ଶୁକ୍ର ପ୍ରଥମ ଘରେ ଗୋଚର ହେବାକୁ ଜାଉଛନ୍ତି , ସେହିଥି ପାଇଁ ବୃଷ ରାଶି ର ବ୍ୟକ୍ତି ବିଷେଶ ମାଙ୍କୁ ସମାଜରେ ଲୋକ ପ୍ରିୟତା ହାସଲ କରେଇ ପାରିବ । ବିଦେଶ ସହିତ ଯୋଗାଯୋଗ ହୋଇ ପାରିବ ଧନ ମମାମଲା ରେ ଶୁକ୍ର ଶୁଭ ଫଳ ପ୍ରଦାନ କରିବ । ଚାକିରୀ କ୍ଷେତ୍ର ରେ ଆପଣ ମାନେ ସଫଳତା ପାଇବେ ,

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *