ଏହି ସମୟରେ ଶୋଇବା ଲୋକ କେବେବି ଧନୀ ହୋଇପାରନ୍ତି ନାହିଁ ପୁରା ଜୀବନ ଦରିଦ୍ର ହୋଇଯାଆନ୍ତି

ଆମେ ମାନେ ଜିବନ ରେ ଟଙ୍କା ଆୟ କରିବା ପାଇଁ ବହୁତ କିଛି ପରିଶ୍ରମ କରି ଥାନ୍ତି । ହେଲେ ଆମ ଜିବନ ରେ କିଛି ଲୋକ ମାାନେ ସଫଳ ହୋଇ ପାରନ୍ତି ହେଲେ କିଛି ଲୋକ ମାନେ କେବେ ବି ଚେଷ୍ଟା କରିଲେ ମଧ୍ୟ ସେମାନେ ସଫଳ ହୋଇ ପାରନ୍ତି ନାହଁ । ତେବେ ସେମିତି ବେଳେ ସେମାନେ ନିଜର କିଛି ନିତି ଦିନ କାର୍ଯ୍ୟ ଯୋଗଉଁ ଏମିତି ହୋଇ ଥାନ୍ତି  ଏମିତି ରେ ଆପଣ ମାନଙ୍କ ଶୋଇବା ସମୟ ବି ଆପଣ ମାନଙ୍କ ପାଇଁ ବହୁତ ଇମ୍ପୋଟାନ୍ସ ଦେଇ ଥାଏ । ତେବେ ଆପଣ ମାନେ କଣ ଏହି ସବୁ ସମୟ ରେ ଘରେ ଶୋଉଛନ୍ତି  ତେବେ ଏବେଠାରୁ ସତର୍କ ହୋଇ ଜାଆନ୍ତୁ ।

ଏମିତି ରେ ଆପଣ ମାନଙ୍କ ଘରେ କେବେ ବି ଲକ୍ଷ୍ମୀ ଙ୍କ ପ୍ରେବଶ ହେବ ନାହିଁ , ଏମିତି ରେ ଶୋଇବା ସହିତ ଆପଣ ମାନଙ୍କୁ ଆଜି କିଛି ଅଭ୍ୟସ ବିଷୟ ରେ କହିବୁ  ଆସନ୍ତୁ ଜାଣି ନେବା ।ପ୍ରଥମେ ରହିଛି ଯଦି ଆପଣ ମାନେ ପ୍ରତ୍ୟେକ ଦିନ ସୂର୍ଯ୍ୟ ଉଦୟ ପରେ ବି ଶୋଇ ରହୁ ଛନ୍ତି ତେବେ ଏହାକୁ ଆଜି ହିଁ ବନ୍ଧ କରନ୍ତୁ ଏବଂ ସୂର୍ଯ୍ୟ ଉଦୟ ପୂର୍ବ ରୁ ହିଁ ଉଠିବା ପାଇଁ ଚେଷ୍ଟା କରନ୍ତିୁ ଆପଣ ମାନଙ୍କ ପାଇଁ ବହୁତ ଭଲ ହେବ । ଏହା ଧଦ୍ୱାରା ଆପଣଙ୍କ ଉପରେ ସାକାରାତ୍ମକ ଉର୍ଜା ପଡିବ ସେମିତି ରେ ଦୁଇ ରେ ଯେଉଁ ଲୋକ ମାନେ ସକାଳା ହେଉ ବା ସଂନ୍ଧ୍ୟା ସମୟ ରେ ନିଜର ଘର କୁ ଅନ୍ଧାର ବା ଦିପ ଠାକୁର ଙ୍କ ପାଖରେ ଜାଳନ୍ତି ନାହିଁ

ସେମାନଙ୍କ ଭବିଶ୍ୟତ ବି ବହୁତ ଅନ୍ଧାର ହୋଇ ପଡେ ତିନି ରେ ରହିଛି  ଅନେକ ଥର ମଇଳା ଏବଂ ଫଟା କପଡା କୁ ପିନ୍ଧିବା । ସେହି ପରି ବେଳେ ଯେଉଁ ବ୍ୟକ୍ତି ମାନେ ମଇଳା ଏବଂ ଫଟା କପଡା କୁ ପିନ୍ଧି ଥାନ୍ତି । ଏବଂ ସେମାନେ କେବେ ଏହା ଉପରେ ଧ୍ୟନ ଦିଅନ୍ତି ନାହିଁ । ତେବେ ସେମାନଙ୍କ କ୍ଷେତ୍ର ରେ ବି ଏମିତି ହେବାର ବହୁତ ସମ୍ଭାବନା ରହିଥାଏ । ସେହି ପରି ଭାବେ ଚାରି ନମ୍ବର ରେ ରହିଛି ଯେଉଁ ମାନେ ସାଧୁ ଗୁରୁଜନ ଏବଂ ବୟସ୍କ ଲୋକ ମାନଙ୍କୁ କେବେ ବି ମାନନ୍ତି ନାହିଁ । ସେମାନଙ୍କୁ ବି କେବେ ଲକ୍ଷ୍ମୀ ଙ୍କ ଆଶିଷ ମିଳେ ନାହିଁ ।

ସେହି ପରି ଭାବେ ଯଦି ଆପଣ ମାନେ ଛୋଟ ଛୋଟ କଥା ରେ ଚିଡଚିଡା ହେବା ନିଜର ପତ୍ନୀ ଙ୍କୁ ମାଡ ମାରିବା ଭଳି କାମ କରୁଛନ୍ତି ତେବେ ଆପଣ ମାନଙ୍କ ପାଇଁ ବି କହୁଛି କି ଆପଣ ମାନେ କେବେ ବି ଧନ ସଂଞ୍ଚୟ କରି ପାରିବେ ନାହିଁ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *