( ମାଛ ) ଖାଉଥିବା ଲୋକମାନେ ନିଶ୍ଚୟ ଦେଖନ୍ତୁ

hjmkgfjghkyf

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆପଣ ମାନଙ୍କୁ ଆଜି ଏମିତି କିଛି ଜିନିଷ କହିବାକୁ ଯାଇଛୁ ଯାହା କି ଆପଣ ହୁଏତ ଜାଣି ନ ଥିବେ ତେବେ ବନ୍ଧୁଗଣ ଯଦି ଆପଣ ମାଛ ଖାଇଥିବେ ତେବେ ଏହା ଆପଣ ଙ୍କ ପାଇଁ ନିହାତି ଜାଣିବା ଦରକାର ତେବେ ବନ୍ଧୁଗଣ ଆପଣ ମାଛ ଖାଇଲା ବେଳେ ଆପଣ ମାଛର କେବଳ ମଝି ଅଶଂ ଖାଇବାକୁ ପସନ୍ଦ କରୁଥିବେ ଆଉ ମାଛ ର ମୁଣ୍ଡ ଅଂଶ କୁ ଆପଣ ଖାଇବାକୁ ପସନ୍ଦ କରୁ ନଥିବେ କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଆଜି ଏହି ମାଛ ମାନଙ୍କ ବିଷୟ ରେ କହିବୁ ଯାହା କି ଆପଣ ପସନ୍ଦ ରୁ ନଥିବା ମାଛ ମୁଣ୍ଡ ବିଷୟ ରେ ଯାହା କୁ ଆପଣ ମାନେ ଖାଇବା ଦ୍ୱାରା ଆପଣ ମାନଙ୍କୁ କଣ କଣ ସବୁ ଲାଭ ମିଳିଥାଏ ।dgfdjngghhk

ଆଉ ଏହା କୁ ଥରେ ଆପଣ ଜାଣିବା ପରେ ଆପଣ ଏହାକୁ ଖାଇବା ଆରମ୍ଭ କରି ଦେବେ ଆଉ ଆଜି ଠାରୁ ହିଁ ଆପଣ ମୀାନେ ଖାଇବା ଆରମ୍ଭ କରି ଦେବେ ତେବେ ଆସନ୍ତୁ ଜାଣି ନେବା ମାଛ ମାନଙ୍କ ର ମୁଣ୍ଡ କୁ ଖାବା ଦ୍ୱାରା କଣ କଣ ସବୁ ଲାଭ ମିଳି ଥାଏ। ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ମଧ୍ୟ ରୁ ଏମିତିକି କିଛି ଲୋକ ଅଛନ୍ତି ଯେଉଁ ମାନେ କି ମାଛ ର ମୁଣ୍ଡ ଖାଇବା କୁ ପସନ୍ଦ କରି ନଥାନ୍ତି ଏବଂ ଆଉ କିଛି ଲୋକ ମାଛ ର ମୁଣ୍ଡ ଖାଇବା ପାଇଁ ବେଶ ପସନ୍ଦ କରିଥାଆନ୍ତି ତେଣୁ ଆଜି ଆମେ ଆପଣ ମାନଙ୍କୁ କହିବୁ ଏହି ମାଛ ମୁଣ୍ଡ କୁ ଖାଇବା ବିଷୟ ରେ ତେବେ ବନ୍ଧୁଗଣ ଯଦି ଆପଣ ଙ୍କୁ ଭୁଲିବାର ବିମାର ଥାଏ ।cdbffgnmgj,m

ଅର୍ଥାତ୍ ଆପଣ କୈଣସି ଜିନିଷ ମନେ ରଖି ପାରୁ ନାହାନ୍ତି କିମ୍ବା ଛୋଟ ପିଲା ମାନେ ପାଠ ପଢିଲା ବେଳେ ପାଠ ମନେ ରଖି ପାରୁ ନାହାନ୍ତି ତେବେ ଆପଣ ସେହି ଛୋଟ ପିଲା ମନଙ୍କୁ ମାଛ ର ମୁଣ୍ଡ ଖାଇବାକୁ ଦିଅନ୍ତୁ ଏହା ଖାଇବା ଦ୍ୱାରା ଆପଣ ଙ୍କ ର ସ୍ମରଣ ଶକ୍ତି ବଢି ଥାଏ ତେଣୁ ଆପଣ ସପ୍ତାହ ରେ 2 ଥର ଏହାକୁ ଖାଇବା ଦରକାର କାରଣ ମାଛ ର ମୁଣ୍ଡ ରେ ଓମେଗା 3 ଭଳି ଜିନିଷ ରହିଥାଏ । ଯଦି ଆପଣ ଙ୍କ ର ଦୃଷ୍ଟି ଶକ୍ତି କମିଯାଇଥାଏ ଅଥବା ଆପଣ ଙ୍କ ର ଆଖି କୁ କମ ଦେଖା ଯାଉଥାଏ ତେବେ ଆପଣ ଏହାକୁ ଖାଇବା ଦ୍ୱାରା ।sagdfjghkjg

ଆପଣ ଙ୍କ ର ଆଖିର ଦୃଷ୍ଟି ଶକ୍ତି ବଢିଥାଏ କାରଣ ଏଥିରେ ପ୍ରଚୁର ପରିମାଣ ରେ ପ୍ରୋଟିନ ଏବଂ ଭିଟାମିନ A ପ୍ରଚୁର ପରିମାଣ ରେ ଭରି ହୋଇ ରହିଥାଏ । ତେଣୁ ବନ୍ଧୁଗମ ଆପଣ ଯଦି ମାଛ ମୁଣ୍ଡ ନ ଖାଉ ଥାଆନ୍ତି ତେବେ ଆପମ ଏହି ସବୁ ଜିନିଷ ପାଇ ପାରିବେ ନାହିଁ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *