ମହାଦେବଙ୍କ ଅଂଶ ହୋଇଥାନ୍ତି ଏହି ୬ଟି ନାମର ଲୋକ | ଭୋଳନାଥଙ୍କ ଆଶୀର୍ବାଦ ଥାଏ

6name

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଓଡିଆ ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଦେବା ଙ୍କ ର ଦେବ ମହାଦେବ ଯେତେ ଶିଘ୍ର ତାଙ୍କ ର ଭକ୍ତ ମାନଙ୍କ ଉୁପରେ ପ୍ରସନ ହୁଅନ୍ତି ସେତେ ଶିଘ୍ର ମଧ୍ୟ କ୍ରୋଧିତ ହୋଇଥାନ୍ତି , କିନ୍ତୁ ବନ୍ଧୁଗଣ ମହାଦେବ ତାଙ୍କର ଭକ୍ତ ମାନଙ୍କ ଉପରେ ସବୁବେଳେ ପ୍ରସନ ହୁଅନ୍ତି , ତେବେ ଯେଉଁ ଭକ୍ତ ପ୍ରଭୁ ଭୋଳାନାଥ ଙ୍କ ର ପୂଜା ଆରୋଧନା ଭକ୍ତି ର ସହକାର ରେ କରିଥାଏ , ସେମାନଙ୍କୁ ପ୍ରଭୁ ଭୋଳାନାଥ କେବେବି ନିରାଶ କରି ନଥାନ୍ତି , ତେବେ ବନ୍ଧୁଗଣ ଯଦି ମହାଦେବ ଙ୍କ ର କୃପା ଦୃଷ୍ଟି କୈଣସି ବ୍ୟକ୍ତି ଉପରେ ପଡେ ତେବେ ତାର ଜୀବନ ରେ ଆସିବାକୁ ରହିଥିବା ସମସ୍ତ ଅସୁବିଧା ଦୂର ହୋଇଥାଏ ।

ତେବେ ଆମେ ଆପଣ ଙ୍କୁ 6 ଟି ନାମ ର ବ୍ୟକ୍ତି ମାନଙ୍କ ବିଷୟ ରେ କହିବୁ ଯେଉଁ ମାନେ ସାକ୍ଷାତ ମହାଦେବ ଙ୍କ ର ଅଂଶ ରୂପ ହୋଇଥାନ୍ତି , ତେବେ ବନ୍ଧୁଗଣ ଆମର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହାଦେବ ସର୍ବଦା ଏହି 6ଟି ନାମର ଲୋକ ମାନଙ୍କ ଉପରେ କୃପା କରିଥାନ୍ତି , ଏମାନଙ୍କୁ ଭାଗ୍ୟ ର ପୁରା ସୋହଯୋଗ ରହିଥାଏ , ମହାଦେବ ଙ୍କ କୃପା ଦୃଷ୍ଟି ରୁ ଏମାନଙ୍କ ଜୀବନ ରେ ସଫଳତା ଇପରେ ସଫଳତା ଆସିଥାଏ ।

ଶିବ ଙ୍କ ର କୃପା ଦୃଷ୍ଟି ରୁ ଏମାନଙ୍କ ଭିତରେ ସବୁବେଳେ ବୁଦ୍ଧି ଏବଂ ଜ୍ଞାନ ଭରି ରହିଥାଏ , ତେଣୁ ଏହି 6ଟି ଲୋକ ମାନଙ୍କୁ ଭଗବାନ ଶିବ ଙ୍କ ର ଅଂଶ ବୋଲି କୁହାଯାଏ , ଏହି ଲୋକ ମାନଙ୍କ ର କାର୍ଯ୍ୟ କ୍ଷେତ୍ର ରେ ଏମାନେ ଉନ୍ନତି କରୁଥିବା ର ନରଜର ଆସିଥୀନ୍ତି । ସଫଳତାର ପାହାଚ ଏମାନେ ହାସଲ କରିଥାନ୍ତି , ଏମାନଙ୍କ ଭିତରେ ଗରିବ ଏବଂ ଅସହାୟ ଲୋକ ପ୍ରତି ପ୍ରେମ ଏବଂ ଦୟା ର ଭାବ ରହିଥାଏ , ତେଣୁ ଏମାନଙ୍କ ର ସମସ୍ତ କାର୍ଯ୍ୟ ସମୟ ରହିବା ଆଗରୁ ପୁରଣ ହୋଇଥାଏ , ଏବଂ ସାମାଜିକ କ୍ଷେତ୍ର ରେ ଏମାନଙ୍କୁ ଉଚିତ ସ୍ଥାନ ପ୍ରାପ୍ତ ସହ ମାନ ସମାନ ମିଳିଥାଏ ।

ଶିବ ଙ୍କ ର କୃପା ଦୃଷ୍ଟି ଯୋଗୁଁ ଏହି ଲୋକ ମାନେ ବହୁତ ନିର୍ଭିକ , ସାହାସୀ ଏବଂ ଲିଡର ହୋଇଥାନ୍ତି ଏବଂ ଏହି ଲୋକ ମାନେ ନିଜର ଜୀବନ ରେ କେବେ ହେଲେ ହାରିବା ଶିଖି ନାହାନ୍ତି ଏବଂ ନିରନ୍ତର ସଫଳତାର ଶିଢି ଚଢିଥାନ୍ତି ।

ଏହି ଲୋକ ମାନଙ୍କୁ ମଧ୍ୟ ବହୁତ ଅଧିକ କ୍ରୋଧ ଆସିଥାଏ ଏବଂ ଏମାନଙ୍କ ମଧ୍ୟ ରେ ଅଧିକ ସହନଶୀଳତା ରହିଥାଏ । ତେବେ ବନ୍ଧୁଗଣ A , D , R ,P , V ଏବଂ S ଅକ୍ଷର ରୁ ଆରମ୍ଭ ହୋଇଥିବା ଲୋକ ମାନେ ଏହି ସବୁ ଗୁଣ ର ଅଧିକାରୀ ହୋଇଥାନ୍ତି ।

Love To Share

Leave a Reply

Your email address will not be published. Required fields are marked *