ଓଡିଆ ଗାୟିକା ଦିପ୍ତି ରେଖା ବିବାହ ପରେ ସ୍ୱାମୀ ସହିତ ଫେରିଲେ ସୁଟିଂ ପାଇଂ ଦେଖନ୍ତୁ ଭିଡ଼ିଓ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଡିଆ ର ଜଣା ଶୁଣା ସୁନାମ ଧନ୍ୟ ଗାଇକା ଦିପ୍ତୀରେଖା ଙ୍କ ର ନାମ ଆପଣ ମାନେ ଶୁଣିଥିବେ ଯିଏକି ଆପଣ ମାନଙ୍କର ଅତି ପ୍ରିୟ ଅତି ନିଜର ମହିଳା ଗାଇକା ଦିପ୍ତୀରେଖା ଙ୍କୁ ତ ଆପଣ ମାନେ ସମସ୍ତେ ଜାଣିଥିବେ ଯାହା ଙ୍କୁ ସାରା ଓଡିଶା ର ଲୋକେ ପ୍ରତି ଘରେ ଘରେ ଜାଣିଛନ୍ତି ଲୋକ ମାନେ । ଦିପ୍ତୀରେଖା ତାଙ୍କର ଜୀବନ ଓଡିଆ ଜଗତ ର ଏକ ଛୋଟ ପରଦା ରୁ ଆରମ୍ଭ କରି ଆଜି ତାଙ୍କର ଏହି ବଡ ସ୍ଥାନ ଅଧିକାର କରି ପାରିଛନ୍ତି ସେ ପ୍ରଥମେ ଓଡିଆ ଜଗତ ର ଏକ ସିରିଏଲ ରୁ ଅଭିନୟ କରି ତାଙ୍କର ଜୀବନ ପଥର ଚଲା ପଥ ଆରମ୍ଭ କରିଥିଲେ ।fdsgfhasdsedf

ବନ୍ଧୁଗଣ ମହିଳା ଗାଇକା ଦିପ୍ତୀରେଖା ଙ୍କ ର ଆଜି ବିବାହ ହୋଇଯାଇଛି ବନ୍ଧୁଗଣ ଦିପ୍ତୀରେଖା ହେଉଛନ୍ତି ଏକ ମଲ୍ଟିଟେଲେଣ୍ଟେଡ ମହିଳା ଯିଏକି ଓଡିଆ ଜଗତ ରେ ଅଭିନୟ କରିବା ସହ ବହୁତ ଭଲ ଗୀତ ମଧ୍ୟ ଗାଇ ପାରନ୍ତି ଆଉ ଦିପ୍ତୀରେଖା ମଧ୍ୟ ଗୀତ ରେ ସେ ସାରା ଓଡିଶା ବାସୀଙ୍କ ହୃଦୟ ରେ ଜାଗା ପାଇ ପାରିଛନ୍ତି ଆଉ ତାହା ବି ପୁଣି ବହୁତ କମ ସମୟ ରେ । ବନ୍ଧୁଗଣ ସେ ଓଡିଆ ପିଲ୍ମ କିମ୍ବା ଆଲବମ ରେ ଆପଣ ତାଙ୍କୁ ଗୀତ ଗାଉଥିବାର ଦେଖିଥିବେ ଏବଂ ଶୁଣିଥିବେ ଯାହା ଙ୍କର ଗୀତ ଶୁଣିବାକୁ ବହୁତ ଭଲ ଲାଗିଥାଏ ଏବଂ ସାରା ଓଡିଶା ବାସୀ ତାଙ୍କ ଗୀତ ର ଦିୱାନା ହୋଇଥାନ୍ତି ।asfdhfgjhgjkh

ସେ ପ୍ରଥମେ ତାଙ୍କ ର କେରିୟର ଓଡିଆ ସିରିଏଲ ରାଜକନ୍ୟା ରୁ ଦିପ୍ତୀରେଖା ଆରମ୍ଭ କରିଥିଲେ । ଦିପ୍ତୀରେଖା ଯିଏକି ଏବେ ବହୁତ ଭଲ ମହିଳା ଗାୟୀକା ଭାବେ ବହୁତ ପରିଚିତ । ସେ ଏଇ ଗତ କିଛି ଦିନ ହେବ ବିବାହ ବନ୍ଧନ ରେ ବାନ୍ଧିହୋଇଛନ୍ତି ତେବେ ବନ୍ଧୁଗଣ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଦିପ୍ତିରେଖା ପୁଣିଥରେ ତାଙ୍କର ପ୍ରଚିଭା କୁ ଦେଖାଇବା ପାଇଁ ଏବଂ ସାରା ଓଡିଶା ବାସି ଙ୍କ ହୃଦୟ ରେ ଘର କରି ବସିବା ପାଇଁ ସେ ପୁଣି ଥରେ ତାଙ୍କର ପାଦ କଳା ଜଗତ ରେ ପକାଇବାକୁ ଯାଉଛନ୍ତି

ତେବେ ଆପଣ ମାନଙ୍କ ମନରେ ସନ୍ଦେହ ଥିବ କି ଦିପ୍ତିରେଖା ବିବାହ ପରେ ସେ ତାଙ୍କର ପାଦ କଳା ଜଗତ ରେ ପକାଇବେ କି ନାହିଁ ତେବା ଆୁଣ ଜାଣି ରଖନ୍ତି ଦିପ୍ତିରେଖା ପୁଣିଥରେ ତାଙ୍କର ପାଦ ପକାଇବେ କଳା ଜଗତ ରେ ଏବଂ ସାରା ଓଡିଶା ବାସୀ ତାଙ୍କର ସୁମଧିର ସ୍ୱର ରେ ପୁଣି ଗୀତ ଶୁଣିବାକୁ ପାଇଁ ସେମାନେ ଝୁମି ଉଠିବେ ଆଜ୍ଞା ହଁ ବନ୍ଧୁଗଣ ଏଇ କିଛି ଦିନ ହେବ ଦିପ୍ତିରେଖା ତାଙ୍କର କିଛି ଗାଇକା ସାଙ୍ଗ ମାନଙ୍କ ସହ ଫୋଟ ଉଠାଇ ତାଙ୍କର ସୋସିଆଲ ମିଡିଆ ରେ ଥିବା ଆକାଉଣ୍ଟ ରେ ଫୋଟ ପୋଷ୍ଟ କରିଛନ୍ତି ଏବଂdsgfjsdfsdfd

ସେ ସେଥିରେ ଲେଖିଛନ୍ତି କି ଆପଣ ବହୁତ ଶିଘ୍ର ମୋର ସଙ୍ଗୀତ ଶୁୃଣିବାକୁ ଯାଉଛନ୍ତି ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଦିପ୍ତିରେଖା ଙ୍କ ର ବିବାହ ବନ୍ଧନ ରେ ବାନ୍ଧି ହୋଇଥିବା ଜୀବନ ସାଥୀ ଙ୍କ ସହ ତାଙ୍କର ଯୋଡି କେମିତି ଲାଗୁଛୁ ଆମକୁ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାନ୍ତୁ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *