ଓଡିଆ ହୋର ମାନେ ଯେଉଁ ମାନେ ଦ୍ୱତୀୟ ବିବାହ କରିଛନ୍ତି ଏବଂ ପ୍ରଥମ ଠାରୁ ନେଇଛନ୍ତି ଡିଭର୍ସ

ବନ୍ଧୁଗଣ ଆପଣ ମାନେ କେବେ ଓଲିଉଡ ର ସୁପର ଷ୍ଟାର ମାନଙ୍କ ସ୍ତ୍ରୀ ମାନଙ୍କୁ ଦେଖିଛନ୍ତି କି ଯଦି ଆପଣ ମାନେ ଦେଖି ଥିବେ ତେବେ କଣ ଆପଣ ମାନେ ଏହି ବିଷୟ ରେ କେବେ ଜାଣିବା ପାଇଁ ଚେଷ୍ଟା କରି ଛନ୍ତି କି ସେମାନଙ୍କ ସ୍ତ୍ରୀ ମାନେ ବର୍ତମାନ ସମୟ ରେ କେଉଁ ସବୁ କାମ କରୁଛନ୍ତି ବୋଲି । ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି ବିଷୟ ରେ ଜାଣି ନ ଥିବେ ତେବେ ଆମେ ଆଜି ଏହି ପୋଷ୍ଟ ରେ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜଣେଇ ଦେବାକୁ ଚାହିବୁ । ତେବେ ବନ୍ଧୁଗଣ ଏହି ଲିଷ୍ଟ ରେ ପ୍ରଥମେ ଆସୁଛନ୍ତି ଦିପକ୍ ଏବଂ ଆପଣ ମାନେ ଜାଣି ଥିବେ କି ଦିପକ୍ ବର୍ତମାନ ସମୟ ରେ ଓଲିଉଡ ରେ ବହୁତ ସାରା ଫିଲ୍ମ ରେ କାମ କରି ସାରିଛନ୍ତି ।

ତେବେ ଏଠାରେ ଆପଣ ମାନେ ତାଙ୍କର ସ୍ତ୍ରୀ ଙ୍କୁ ଦେଖି ପାରୁ ଥିବେ ସେ ଗୋଟିଏ ଫେସନ୍ ଡିଜାଇନ ଅଟନ୍ତି । ଏବଂ ଓଲିଉଡ ର ସୁପର ଷ୍ଟାର ବାବୁସାନ ଙ୍କୁ ଜାଣି ଥିବେ ତାଙ୍କର ସ୍ତ୍ରୀ ହେଲେ ବି ଜଣେ ହାଉସୱାଇଫ୍ ,ଏହା ପରେ ରହିଛନ୍ତି ଆକାଶ ଦାସ୍ ତାଙ୍କର ସ୍ତ୍ରୀ ହେଲେ ଜଣେ ସୋସିଆଲ ୱାର୍କର ସେ ବହୁତ ଅର୍ଗାନାଇଜେସନ୍ ଚଲାନ୍ତି । ଜାହାକି ଲୋକ ମାନଙ୍କୁ ସହାୟତା କରନ୍ତି ଏହା ପରେ ରହିଛନ୍ତି ଅମ୍ଲାନ୍ ତେବେ ବନ୍ଧୁଗଣ ଅମ୍ଲାନ୍ ବି ଏହି ଦିନ ରେ ବିବାହ କରି ଥିବା ବେଳେ ତାଙ୍କ ପତ୍ନୀ ଏବଂ ସେ ହେଲେ ଜଣେ ହାଉସୱାଇଫ୍ ।

ସେହି ପରି ବନ୍ଧୁଗଣ ଏହି ଲିଷ୍ଟ ରେ ଦୁଇ ନମ୍ବର ରେ ରହିଛନ୍ତି ସମ୍ବୀତ୍ ତାଙ୍କର ପତ୍ନୀ ଙ୍କ ନାମ ହେଲା ଶୈଳନା ଗତ ଦିନ ରେ ସେ ବିବାହ କରି ଥିବା ବେଳେ ତାଙ୍କ ସ୍ତ୍ରୀ ହେଲେ ଜଣେ ହାଉସୱାଇଫ୍ , ଏବଂ ଏହା ପରେ ରହିଛନ୍ତି ଅନୁଭବ ମହାନ୍ତି ଆପଣ ମାନେ ଏହି ଅଭିନେତା ଙ୍କୁ ଜାଣି ଥିବେ ତାଙ୍କର ପତ୍ନୀ ବର୍ଷା ପ୍ରିୟ ଦର୍ଶନୀ ଙ୍କୁ ମଧ୍ୟ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ସେ ହେଲେ ଜଣେ ଅଭିନେତ୍ରୀ ଏବଂ

ଏହା ପରେ ସିଦ୍ଧାନ୍ତ ମହାପାତ୍ର ରହିଛନ୍ତି ତାଙ୍କ ର ପତ୍ନୀ ହେଲେ ମାମା ମିଶ୍ର ସେ ଦିନେ ଅଭିନେତ୍ରରୀ ଥିବା ବେଳେ ଏବେ ସେ ଜଣେ ହାଉସୱାଇଫ୍ ଏବଂ ସେଷ ରେ ରହିଛନ୍ତି ଅରବିନ୍ଦମ୍ ଗତ ଦିନ ମାନଙ୍କ ରେ ଅରବିନ୍ଦମ୍ ଗୋଟିଏ ରାଜନେତା ଙ୍କ ଝିଅ ଙ୍କୁ ବିବାହ କରିଛନ୍ତି । ଏବଂ ତାଙ୍କର ସ୍ତ୍ରୀ ମଧ୍ୟ ହେଲେ ଜଣେ ହାଉସୱାଇପ୍ , ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଆମର ଓଲିଉଡ ର ସବୁ ଅଭିନେତା ମାନଙ୍କ ବିଷୟ ରେ

ସେମାନଙ୍କ ପତ୍ନୀ ଙ୍କ ବିଷୟ ରେ ଆପଣ ମାନେ ଜାଣି ପାରିଲେ ତଥା ଏହି ହିରୋ ଯେଉଁ ମାନେ କି ବର୍ତମାନ ସମୟ ରେ କେଉଁ କେଉଁ ମାନଙ୍କୁ ଠାରୁ ଡିଭର୍ସ ନେଇଛନ୍ତି ଏବଂ ବର୍ତମାନ ସମୟ ରେ ସେମାନଙ୍କ ପତ୍ନୀ କିଏ ରହିଛନ୍ତି ସେହି ସଂମ୍ପର୍କ ରେ ଆପଣ ମାନେ ଉପରୁ ଜାଣି ପାରିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *