ଓଡ଼ିଆ ଫିଲ୍ମ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ କଣ ଯୋଗ ଦେବେ BJP ରେ ଅନୁଭବ କହିଲେ

ବନ୍ଧୁଗଣ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକ ପ୍ପରିୟ ଅଭିନେତ୍ରୀ ଏହି ଦିନ ରେ BJP ରେ ଯୋଗ ଦେଇଛନ୍ତି । ସେମିତି ରେ ଆପଣ ମାନେ ଜାଣି ଥିବେ କିଛି ଦିନ ହେବ ବର୍ଷା ଏବଂ ଅନୁଭବ ମହାନ୍ତି ଙ୍କ ମଧ୍ୟ ରେ କେଉଁ ଭଳି ଭାବେ ତିକ୍ତତା ଚାଲି ରହିଛି । ଅନୁଭବ ମବାନ୍ତି ବର୍ଷା ଙ୍କୁ ଶାରୀରିକ ଏବଂ ମାନଶୀକ ଭାବେ ଆଘାତ ଦେଇ ଥିଲା ବର୍ଷା ନିଜର ଅଭିଯୋଗ ରେ ଲେଖି ଥିଲେ । ଏବଂ କଟକ ସ୍ଥିତ ଫେମିଲି କୋର୍ଟ ରେ ବି ଅଭିଯୋଗ କରି ଥିଲେ ,ଏବଂ ସେ ଏହି କଥା ବି କହି ଥିବାର ଅଭିଯୋଗ ରହିଛି ଅନୁଭବ ମହାନ୍ତି ପ୍ରତି ଦିନ ରାତି ରେ ମଦ ପିଇ ଘର କୁ ଫେରନ୍ତି ବୋଲି , ଏବଂ ତାଙ୍କୁ ଶାରୀରିକ ଏବଂ ମାନଶୀକ ଭାବେ ନିର୍ଜାତିତ କରି ଥାନ୍ତି । ଯଦି ସେ ଏହାର ବିରୋଧ କରନ୍ତି ତେବେ ଅନୁଭବ ମହାନ୍ତି ତାଙ୍କୁ ମାଡ ମାରିବା ସହିତ ଘରୁ ବାହାର କରି ଦେବାର ଧମକ୍ ଦେଇ ଥିଲେ । ଅନୁଭବ ଲେଖିଛନ୍ତି କି ତାଙ୍କୁ ଏବଂ ତାଙ୍କ ପରିବାର କୁ ମାରିବା ପାଇଁ କରା ଜାଇଛି ଚେଷ୍ଟା । ପୂର୍ବ ରୁ ସେହି ପରି ଭାବେ ଜାତୀୟ ମାନବ ଅଧିକାରୀ ମାନେ ଭେଟିବା ପରେ ସେମାନେ କହିଛନ୍ତି କି ବର୍ଷା ବିବାହ ବିଚ୍ଛେଦ ନ କରିବା ପାଇଁ ଚାହୁଁଁ ଥିବା ବେଳେ ଅନୁଭବ କିନ୍ତି ଏହି ବିବାହ କୁ ବିଚ୍ଚେଦ କରିବା ପାଇଁ ଚାହାଁନ୍ତି । ସେହି ପରି ଭାବେ ଏହି କର୍ମି ମାନେ ପଚରା ଉଚୁରା କରି ଫେରିବା ପରେ ଅନଭବ ଟୁଇଟ୍ କରି କହି ଥିଲେ କି ମୁଁ କାହାକୁ ବିଶ୍ୱାସ କରିବି । ମୋ ବାପା ମାଆ ଙ୍କୁ ନା ମାନବ ଅଧିକାରୀ କର୍ମି ମାନଙ୍କୁ । ସେମିତି ରେ ଏହି ଦିନ ରେ ଅନୁଭବ ନିଜର ଅଭିଯୋଗ କୁ ଦିଲ୍ଲୀ ର ପଟିଆଲ୍ଲା କୋର୍ଟ ରେ ଦେଇଛନ୍ତି , ଏପରି ମଧ୍ୟ ରେ ବର୍ଷା ଦିଲ୍ଲୀ ଜାଇ ପାରିବେ ନାହିଁ ଏବଂ ତାଙ୍କର କମ୍ପଲେନ୍ କୁ କଟକ ଫେମିଲି କୋର୍ଟ କୁ ଆଣିବା ପାଇଁ ଏହି ଦିନ ରେ ବି ବର୍ଷା କୋର୍ଟ ର ଦ୍ୱାରସ୍ଥ ହୋଇ ଥିଲେ ପୋଷ୍ଟ ରେ ମାନବ ଅଧିକାର କର୍ମି ଗୀତା ଶ୍ରୀ ଦାସ୍ ଙ୍କ ସହିତ ବର୍ଷା ଙ୍କ ଭଲ ସଂମ୍ପର୍କ ରହି ଥିବା ବେଳେ ସେ ଏମିତି କିଛି ଫୋଟ କୁ ବି ଦେଖାଇଛନ୍ତି ଯେଉଁ ଥି୍ରେ ଗୀତା ଶ୍ରୀ ଦାସ୍ ଏବଂ ବର୍ଷା ଏକା ସହିତ ଦେଖିବା ପାଇଁ ମିଳୁଛନ୍ତି , ତେବେ ଏହି ବିଷୟ ରେ ବସ୍ତୁ ଉପରେ ଆପଣ ମାନଙ୍କର କଣଣ ରାୟୟ ରହିଛିି ଆପଣ ମାନେ ନିଶ୍ଚିତତ ଭାବେ କମେଣ୍ଟ କରି ଜଣେଇ ଦେବେ ଏବଂ ସେୟାର କରିବା ପାଇଁ ଭୁଲିବେ ନାହିଁ ।

Love To Share

Leave a Reply

Your email address will not be published. Required fields are marked *