ଓଡିଆ ଅଭିନେତ୍ରୀ ମାନେ ବିବାହ ପରେ କିଛି ଏମିତି ଦେଖା ଜାଉଛନ୍ତି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କ ସହିତ ଏମିତି କିଛି କଳାକାର ମାନଙ୍କ ବିଷୟ ରେ କଥା ହେବା ଯେଉଁ ମାନେ ଏହି ଦିନ ରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ କରୁ ଥିବା ବେଳେ ସେମାନେ ଏହି ଇଣ୍ଡଷ୍ଟ୍ରୀ କୁ ଏବେ ସଂମ୍ପର୍ଣ୍ଣ ଭାବେ ଛାଡି ଚାଲି ଜାଇ ଛନ୍ତି , ବା ସେମାନେ ବିବାହ କରିବା ପରେ ଆଉ ସେମାନଙ୍କର ଦେଖା ନାହିଁ ତେବେ ସେମାନେ ଏବେ କଣ କରୁଛନ୍ତି ସେମାନେ କେଉଁଠୀ ରହୁଛନ୍ତି ସେହି ବିଷୟ ରେ ଆମେ କହିବୁ । ପ୍ରଥମେ ହେଲେ ଶୈଲଜା ଆପଣ ମାନେ ଶୈଲଜା ଙ୍କୁ ଆମ ଘର ଲକ୍ଷ୍ମୀ ରେ ଦେଖି ଥିବେ ଏମିତି ରେ ସେ ବିଗତ ଦିନ ରେ ବିବାହ କରି ଥିଲେ ଏବଂ ଏହି ମଧ୍ୟ ରେ ସେ ତାଙ୍କ ସ୍ୱାମୀ ଙ୍କ ସହିତ ଗୋଟିଏ ରେଷ୍ଟରୁଆଣ୍ଟ କୁ ଚଳାଉଛନ୍ତି । ଦୁଇ ରେ ରହିଛନ୍ତି ଜାଜ୍ଞ୍ୟସିନୀ , ଆପଣ ମାନେ ତାଙ୍କୁ ଅନେକ ଧାରାବାହୀକ ରେ କାମ କରୁ ଥିବାର ଦେଖି ଥିବେ । ଏବଂ ତାଙ୍କର ସେଷ ସିରିଏଲ ଥିଲା ତୋ ପାଇଁ ମୁଁ ଏହା ପରେ ସେ ସନ୍ତନୁ ଙ୍କୁ ବିବାହ କରି ଥିଲେ ଏବଂ ଏବେ ସେ ବେଙ୍ଗାଲୋର ରେ ରହୁଛନ୍ତି , ତାଙ୍କ ସ୍ୱାମୀ ଜଣେ ସୋଫ୍ଟୱୁଇାର କମ୍ପାନୀ ର ମେନେଜର ଅଟନ୍ତି । ସେହି ପରି ସୁଭସ୍ମିତା ଙ୍କୁ ଆପଣ ମାନେ ତୋ ଆଖି ମୋ ଆଇନା ରେ ସୁଭସ୍ମିତା ଙ୍କୁ ଦେଖି ଥିବେ ସେ ବିଗତ ଦିନ ରେ ଦେବ୍ରସତ ଙ୍କୁ ବିବାହ କରି ଥିଲେ , ଏବଂ ଏବେ ସେ ବେଙ୍ଗାଲୋର ରେ ରୁହନ୍ତି କାରଣ ତାଙ୍କ ସ୍ୱାମୀ ଜଣେ ବିଜନେସ ମ୍ୟନ ଅଟନ୍ତି । ଏହା ପରେ ରହିଛନ୍ତି ପ୍ରିୟଙ୍କା ତାଙ୍କୁ ଆପଣ ମାନେ ତେଜଶ୍ୱନୀ ଧାରାବାହୀକ ରେ ଦେଖି ଥିବେ ତେବେ ସେ ଏହି ଦିନ ରେ ସାମରେନ ଙ୍କୁ ବିବାହ କରି ଥିଲେ ତା ପର ଠାରୁ ସେ ଦେଖା ଦେଉ ନାହାଁନ୍ତି ଏମିତି ରେ ସାମରେନ ଜଣେ ବିଜନେସ ମ୍ୟନ ଅଟନ୍ତି ତେବେ ସେ ଏହା ପର ଠାରୁ ଶାଶୁ ଘର ସମ୍ଭାଳୁଛନ୍ତି । ଆଉ ଦେଖା ଦେଉ ନାହାଁନ୍ତି ,ଏହା ପରେ ରହିଛନ୍ତି ମାହୀ ମିଶ୍ର ଯେକି ଏହି ଦିନ ରେ ଚନ୍ଦନ ଙ୍କୁ ବିବାହ କରି ଥିଲେ ଏବଂ ସେ ବିବାହ କରିବା ପରେ କୈଣସି ବି ସିରିଏଲ ଏବଂ ଫିଲ୍ମ ରେ ନଜର ଆସୁ ନାହାଁନ୍ତି । ତେବେ ଏହି ଦିନ ରେ ସେ ଘରେ ହାଉସୱାଇଫ୍ ଭାବେ ରହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *