ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ର ବହୁତ ଜଲ୍ଦି ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏକ ଫେମସ୍ ଅଭିନେତ୍ରୀ ଙ୍କ ବିବାହ ଖବର ନେଇ କରି ଆସିଛୁ ଜାହାକୁ ଆପଣ ମାନେ ବି ବହୁତ ଦିନ ରୁ ଅପେକ୍ଷା କରି ଥିଲେ ଏବଂ ସେମିତି ଭାବେ ଆପଣ ମାନେ ବି ଏହି କଥା କୁ ଅପେକ୍ଷା କରି ଥିଲେ କି ଏହି ଅଭିନେତ୍ରୀ ଙ୍କ ସ୍ୱାମୀ କିଏ ହେବ । ତେବେ ଆପଣ ମାନଙ୍କ ଅପେକ୍ଷା ର ଅନ୍ତ ହୋଇ ସାରିଛି । ଆପଣ ମାନଙ୍କୁ ଜଣେଇବୁ କି ଏହି ଦିନ ରେ ଓଲିଉଡ ଏବଂ ଓଡ଼ିଆ ସିରିଏଲ ଜଗତ ର ଫେମସ୍ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ କରିବା ପାଇଁ ଯାଉଛନ୍ତି । ଏହି ନେଇ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଜଣେଇ ଥିବାର ଦେଖିବା ପାଇଁ ମିଳିଛି ।

ଏବଂ ତା ସହିତ ସହିତ ନିଜର ଇନଷ୍ଟା ଗ୍ରାମ୍ ରେ ସେମିତି ହିଁ ଗୋଟିଏ ଫୋଟ ସେୟାର କରିଛନ୍ତି ଏବଂ ଲେଖିଛନ୍ତି କି ସେ ଖୁବ୍ ଶିଘ୍ର ବିବାହ କରିବା ପାଇଁ ଯାଉଛନ୍ତି । ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କୁ ବର୍ତମାନ ସମୟ ରେ ବି ଲିପ୍ସା ମିଶ୍ର ଅଭିନୟ ଦୁନିଆଁ ରେ ଆକ୍ଟିଭ୍ ରହିଛନ୍ତି । ତୋ ଅଗଣା ର ତୁଳସୀ ମୁଁ ସିରିଏଲ ସରିବା ପରେ ସେ କୈଣସି ବି ନୂଆ ଓଡ଼ିଆ ସିରିଏଲ ରେ ଅଭିନୟ କରି ନାହାଁନ୍ତି ।

ସେ ଅନେକ ଗୁଡିଏ ଫିଲ୍ମ ରେ ଅଭିନୟ କରି ଥିବା ବେଳେ ତେବେ ଲିପ୍ସା ଙ୍କ ଅଭିନିତ ଓଡ଼ିଆ ସିରିଏଲ ତୋ ଅଗଣା ର ତୁଳସୀ ମୁଁ ରେ ସେ ବହୁତ ଲୋକ ପ୍ରିୟତା ହାସଲ କରି ଥିଲେ ,ହେଲେ ଏବେ ସେ ଜି ସାର୍ଥକ ରେ ପ୍ରଶାରିତ ହେଉ ଥିବା ମେଗା ସିରିଏଲ ଅଞଳୀ ରେ ଅଭିନୟ କରିବା ପାଇଁ ଯାଉଛନ୍ତି  ମିଳି ଥିବା ସୂଚନା ଅନୁସାରେ ବର୍ତମାନ ସମୟ ରେ ଲିପ୍ସା ମିଶ୍ର ନିଜର ଏକ ଫିଲ୍ମ ର ସୁଟିଂ ରେ ବହୁତ ମାତ୍ରା ରେ ବ୍ୟସ୍ତ ରହୁ ଥିବା ବେଳେ ଆଗାମୀ ସମୟ ରେ ଦୁଇଟି ସିରିଏଲ ରେ ବି ନଜର ଆସିବା ପାଇଁ ଯାଉଛନ୍ତି ଆଗାମୀ ଦିନ ରେ ତରଙ୍ଗ ଟିଭି ରେ ପ୍ରଶାରିତ ହେବାକୁ ଥିବା ଖାଡେଙ୍ଗା ଫେମିଲି ମେଗା ସିରିଏଲ ରେ ବି ଲିପ୍ସା ମିଶ୍ର ନଜର ଆସିବା ପାଇଁ ଯାଉଛନ୍ତି ।

ଆପଣ ମାନେ ଲିପ୍ସା ଙ୍କର ଏହି ସିରିଏଲ କୁ କେବେ ମିଶ୍ କରିବା ପାଇଁ ଚାହିଁବେ ନାହିଁ ଯେମିତି ଭାବେ ସେ ଅଭିନୟ କରନ୍ତି ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ ମଧ୍ୟ କରନ୍ତି ଏବଂ ଆପଣ ମାନେ ବି ଏହି ଭଲ ପାଇବା ତାଙ୍କ ପାଇଁ ରଖନ୍ତୁ ,ତେବେ ଦର୍ଶକ ବନ୍ଧୁ ଆପଣ ମାନେ ଲିପ୍ସା ଙ୍କୁ ପୁଣି ଥରେ ନୂଆ ସିରିଏଲ ରେ ଅଭିନୟ କରିବା ତଥା ଆପଣ ମାନଙ୍କୁ ବିଶେଶ କରି ତାଙ୍କର ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ତଥା ଏମିତି ଖବର ପାଇଁ ଉପରେ ଫୋଲ କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *