କୋଟିଏ ରେ ଗୋଟିଏ ହୋଇଥାନ୍ତି ଏହି ୬ ଟି ନାମ ର ଝିଅ । ଦେଖିବା ମାତ୍ରେ ବିବାହ କରନ୍ତୁ

dfhjgkhlikj;

ଆମେ ଆଜି ଜାଣିବା କେଉଁ ପରି ଝିଅ ମିଳିଲେ କାଳ ବିଳମ୍ବ ନ କରି ସାଙ୍ଗେ ସାଙ୍ଗେ ବିବାହ କରି ନେବା ଆବଶ୍ୟକ ଅଟେ , ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ୱାରା ଦର୍ଶିତ ଏକ ନୀତି ଗ୍ରନ୍ଥ ଅଟେ ,ଯେଉଁ ଥିରେ ଜିବନ କୁ ଉପଯୁକ୍ତ କରିବାର ସବୁ ବିଷୟ ବସ୍ତୁ କୁ ଜାଣିବାର ଉପାୟ ବିଷୟ ରେ କୁହା ଜାଇଛି । ସେମିତି ରେ ଆମେ ଆଜି ସେହି ଥିରେ ଦର୍ଶା ଜାଇ ଥିବା କିଛି ଝିଅ ମାନଙ୍କ ବିଷୟ ରେ ଜାଣିବା ଯେଉଁ ଝିଅ ମାନେ ଭଲ ହୋଇ ଥାନ୍ତି ଯେ ଆପଣ ମାନଙ୍କୁ ଏମିତି ଝିଅ ମିଳି ଗଲେ ଆପଣ ମାନେ ତୁରନ୍ତ ଏହି ପରି ଝିଅ ମାନଙ୍କୁ ସାଙ୍ଗେ ସାଙ୍ଗେ ବିବାହ କରି ନେବା ଉଚିତ୍ ,bffgnmhgjm

ବହୁତ ସମୟ ରେ ପୁଅ ମାନଙ୍କ କ୍ଷେତ୍ର ରେ ଏହି ପ୍ରଶ୍ନ ସବୁ ବେଳେ ରହି ଥାଏ ଜାହା ସହିତ ଆମର ବିବାହ ହେବ ସେହି ଝିଅ କିପରି ହୋଇ ଥିବ । ସେହି ଝିଅ ର ସ୍ୱଭାବ ଏବଂ ତା ସହିତ ଭବିଷ୍ୟତ ରେ ଭଲ ରେ ରହି ହେବ କି ନାହିଁ ଏମିତି ବହୁତ କଥା ଭାବନ୍ତି , ତେବେ ବନ୍ଧୁଗଣ ପ୍ରଥମେ ରହି ଥିବା ନାରୀ ହେଲେ ଯେଉଁ ନାରୀ ମାନେ କିଛି କାମ ନ ଜାଣି ବି ସବୁ କାମ ତୁଲେଇବାର କ୍ଷେମତା ରହି ଥାଏ । ସେହି ପରି ଝିଅ ଙ୍କୁ ବିବାହ କରି ନେବା ଉଚିତ୍ , ସେହି ପରି ଯେଉଁ ମହିଳା ମାନେ ବଡ ଏବଂ ସାନ ମାନଙ୍କୁ ସମାନ ପରିମାଣ ରେ ଆଦର ଦିଅନ୍ତି ,ddvdcgnbgvhgm

ଏବଂ ସେମାନେ ଘର କୁ ସବୁ ବେଳେ ଶୃଙ୍ଖଳିତ ରଖଇ ଥାନ୍ତି , ସେହି ପରି ମହିଳା ମାନଙ୍କୁ ପୁରୁଷ ଦେଖିବା କ୍ଷେଣି ହିଁ ବିବାହ କରି ନେବା ଉଚିିତ୍ ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି । ଯେଉଁ ନାରୀ ମାନେ ସଂଂକୃତି ଏବଂ ପରମ୍ପରୀ କୁ ପାଳନ କରନ୍ତି ସେମାନେ ନିଜର ସ୍ୱାମୀ ପାଇଁ ଅତ୍ୟନ୍ତ ଶୁଭ ହୋଇ ଥାନ୍ତି,  ଯେଉଁ ନାରୀ ମାନଙ୍କ ପାଖରେ ସଞ୍ଚୟ କରିବାର କ୍ଷେମତା ରହି ଥାଏ , ସେହି ପରି ନାରୀ ମାନେvfdxbhnc

କେବେ ବି ଆର୍ଥିକ ସମସ୍ୟା ରେ ପଡନ୍ତି କି ନାହଁ କି ସେମାନେ କେବେ ବି ନିଜର ପରିବାର ଲୋକ ମାନଙ୍କୁ ଆର୍ଥିକ ସମସ୍ୟା ରେ ପଡିବା ପାଇଁ ଦିଅନ୍ତି ନାହିଁ , ଏମିତି ମହିଳା ବା ଝିଅ ମାନଙ୍କୁ ପୁରୁଷ ସବୁ ବେଳେ ଆଗ ପସନ୍ଦ କରନ୍ତି ଏବଂ ଏମିତି ମହିଳା ଙ୍କୁ ବିବାହ କରିଲେ ପୁରୁଷ ଶାନ୍ତି ରେ ରହେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *