ବିବାହ ବନ୍ଧନ ରେ ବାନ୍ଧି ହେଲେ ଓଲିଉଡ ଷ୍ଟାର ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ର ପ୍ରିୟ ଯୋଡି ଏବେ ବିବାହ ହନ୍ଧନ ରେ ବାନ୍ଧିହେବା କୁ ଯାଉଛନ୍ତି ଆପଣ ମାନଙ୍କ ର ପ୍ରିୟ ର ଯୋଡି ସବ୍ୟସାଚୀ ମିଶ୍ର ଏବଂ ଅର୍ଚିତା ସାହୁ ତେବେ କେବେ କେଉଁଠି ଏବଂ କଣ ପାଇଁ ଆପଣ ମନ ରେ ଏମିତି ଯାହା ସବୁ ପ୍ରଶ୍ନ ରହିଚି ସବ୍ୟସାଚୀ ମିଶ୍ର ଏବଂ ଅର୍ଚିତା ସାହୁ ଙ୍କ ର ବିବାହ କୁ ନେଇ ସବୁ କିଛି ର ଉତ୍ତର ଆପଣ ନିଶ୍ଚିତ ଭାବରେ ଜାଣିବାକୁ ପାଇଯିବେ ତେବେ ବନ୍ଧୁଗଣ ଆପଣ ମାନେ ସବ୍ୟସାଚୀ ମିଶ୍ର ଏବଂ ଅର୍ଚିତା ସାହୁ ଙ୍କ ର ବିବାହ ସମ୍ପର୍କ ରେ ଜାଣିୀବା ପୁର୍ବ ରୁ ପ୍ରଥମେ ସବ୍ୟସାଚୀ ଙ୍କ ବିଷୟ ରେ କିଛି ସଂକ୍ଷିପ୍ତ ଭାବରେ ଜାଣି ରଖନ୍ତୁfdhfhjfdghdfg

ଓ ପରସନାଲ ଲାଇଫ ବିଷୟ ରେ କିଛି ଜାଣି ରଖନ୍ତୁ ଆପଣ ମାନେ ସମସ୍ତେ ନିଶ୍ଚିତ ଭାବରେ ଜାଣି ଥିବେ ଯେ ଏହି କୋରନା ମହାମାରୀ ସମୟ ରେ ଅସହାୟ ଲୋକ ମାନଙ୍କ ପାଇଁ ଭଗବାନ ପାଲଟିଥିବା ସବ୍ୟସାଚୀ ମିଶ୍ର ଏବଂ ତାଙ୍କର ଏମିତି ସାହାର୍ଯ୍ୟ ସମସ୍ତ ଙ୍କ ପାଇଁ ପ୍ରେରଣା ଯୋଗାଇ ଥିଲା ଏମିତି କି ଏହି କୋରନା ମହା ମାରୀ ସମୟ ରେ ତାଙ୍କର କାର୍ଯ୍ୟ କଳାପ ପାଇଁ ତାଙ୍କୁ ଜଣେ ରିଏଲ ହିରୋ କହିଲେ ବି ଅତୃପ୍ତି ହେବ ନାହିଁ 1985 ମସିହାhjjhgkhggh

ଅକ୍ଟବର ମାସ 6 ତାରିଖ ରେ ଜନ୍ମ ଲାଭ କରିଥିବା ସବ୍ୟସାଚୀ ମିଶ୍ର ଙ୍କ ର ବର୍ତ୍ତମାନ ର ବୟସ ଯାଇ ପହଞ୍ଚିଛି ମାତ୍ର 35 ବର୍ଷ ଏହା ସହିତ ତାଙ୍କ ପିତା ଙ୍କ ନାମ ସୁରେନ୍ଦ୍ର ପ୍ରସାଦ ମିଶ୍ର ଏବଂ ମାତା ଙ୍କ ନାମ ସୁଶମା ମିଶ୍ର ଏପଟେ ବନ୍ଧୁଗଣ ଆପଣ ମାନେ ଯଦି ତାଙ୍କର କଳା ଜଗତ ଉପରେ ନଜର ପକାଇବେ ତ ସେ ତାଙ୍କର କେରିୟର ମଧ୍ୟ ରେ ବହୁତ ସାରା ବେଙ୍ଗଲୀ ଏବଂ ଓଡିଆ ସିନେମା ଚଳଚିତ୍ର ରେ କାମ କରିସାରିଛନ୍ତି ଏହା ସହ ତେଲୁଗୁ ଚଳ ଚିତ୍ର ରେ ମଧ୍ୟ ସବ୍ୟସାଚୀ କାମ କରି ସାରିଛନ୍ତିfdbhgjghjgh

ତେବେ ଆପଣ ମାନେ ସବ୍ୟସାଚୀ ମିଶ୍ର ଏବଂ ଅର୍ଚିତା ସାହୁ ଙ୍କ ର ଯୋଡି ବେଶ ପସନ୍ଦ କରିଥାନ୍ତି ଯଦି ଜେଖିବେ ସବ୍ୟସାଚୀ ମିଶ୍ର ପ୍ରଥମ କରି ମୋତେ ଆଣିଦେଲ ଲକ୍ଷେ ଫଗୁଣ ଚଳଚିତ୍ର ରେ ଅର୍ଚ୍ଚୀତା ସାହୁ ଙ୍କ ସହ ଏକାଠି ପ୍ରଥମ କରି କାମ କରିଥିଲେ ଏହା ପରେ ସପନ ର ସୈଦାଗର ଏମିତି ଅନେକ ଗୋଡିଏ ଚଳଚିତ୍ର ର ଫେନ ମାନେ ମଧ୍ୟ ବେଶ ପସନ୍ଦ କରି ଥିଲେ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *