ଶୁକ୍ରବାର ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଏହି ତିନୋଟି ଜିନିଷ ଦୂର ହେବ ଆର୍ଥିକ ସମସ୍ୟା !

Lakshmi

ବନ୍ଧୁଗଣ ଶୁକ୍ରବାର ଦିନ ମାଆ ଲକ୍ଷ୍ମୀ ଙ୍କ ଅର୍ପଣ କରିଲେ ଏହି ତିନୋଟି ଜିନିଷ ଦୂର ହେବ ଆର୍ଥିକ ସମସ୍ୟା ଧନ ଦେବୀ ମାତା ଲକ୍ଷ୍ମୀ ଙ୍କୁ ଆରଧନା କରାଯାଏ ସବୁ ବ୍ୟକ୍ତି ମାନେ କରନ୍ତି ଏବଂ ଯେଉଁ ବ୍ୟକ୍ତି ମାନେ ଶୁକ୍ରବାର ଦିନ ବ୍ରତ୍ତ କରନ୍ତି ସେମାନଙ୍କୁ ସୁଖ ସମୃଦ୍ଧି ବୈଭବ ପ୍ରାପ୍ତ ହୋଇଥାଏ , ସେହି ପରି ଶୁକ୍ରବାର ଦିନ ମାତା ଲକ୍ଷ୍ମୀ ଙ୍କୁ ତାଙ୍କର ପ୍ରିୟ ବସ୍ତୁ ଅର୍ପଣ କରିବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୁଏ ତାଙ୍କର ଆର୍ଥିକ ସମସ୍ୟା ଦେଖା ଦିଏ ନାହିଁ ।

Lakshmi matha

ତେବେ ଆସନ୍ତୁ ଜାଣିନେବା ଶୁକ୍ରବାର ଦିନ ମାତା ଲକ୍ଷ୍ମୀ ଙ୍କୁ କେଉଁ ଜିନିଷ ଅର୍ପଣ କରିଲେ ମାତା ଲକ୍ଷ୍ମୀ ପ୍ରଶନ୍ନ ହୋଇଥାନ୍ତି ଜାଣିବା , ତେବେ ପ୍ରଥମେ ରହିଛି କେଶର ର ଭାତ ମାତା ଲକ୍ଷ୍ମୀ ଙ୍କର ପ୍ରିୟ ହେଲା କେଶର ର ଭାତ , ଶୁକ୍ରବାର ସଂନ୍ଧ୍ୟା ସମୟ ରେ ମାଆ ଙ୍କୁ କେଶର ଭାତ ଅର୍ପଣ କରିଲେ ତାଙ୍କର କୃପା ପ୍ରାପ୍ତି ହୋଇଥାଏ , ଏହା ସହିତ ଆପଣ ମାନେ ତାଙ୍କୁ ହଳଦିଆ ରଙ୍ଗ ର ମିଠା ଅର୍ପଣ କରି ପାରିବେ ।

ଦ୍ୱତୀୟ ରେ ହେଲା ପଦ୍ମ ଫୁଲ ଆପଣ ମାନେ ମାତା ଲକ୍ଷ୍ମୀ ଙ୍କୁ ପଦ୍ମ ଫୁଲ ଉପରେ ବିରାଜ ମାନ ହୋଇ ଥିବା ଦେଖି ଥିବେ ସେହିଥି ପାଇଁ ଆପଣ ମାନେ ସଂନ୍ଧ୍ୟା ସମୟ ରେ ମାଆ ଙ୍କୁ ପଦ୍ମ ଫୁଲ କୁ ଅର୍ପଣ କରିବା ଉଚିତ୍ ଏମିତି କରିଲେ ମାତା ଲକ୍ଷ୍ମୀ ପ୍ରଶନ୍ନ ହୋଇଥାନ୍ତି ।

Lakshmi

ସେହି ପରି ଲାଲି ରଙ୍ଗ ର ଗୋଲାପ ବି ମାଆ ଙ୍କର ପ୍ରିୟ ଅଟେ ତେଣୁ ଆପଣ ମାନେ ମାଆ ଙ୍କୁ ଲାଲି ଗୋଲାପ ର ଅର୍ପଣ କରି ପାରିବେ, ତୃତୀୟ ରେ ହେଲା ଶ୍ରୀ ଫଳ ତେବେ ଏହି ଶ୍ରୀ ଫଳ ଶୁଭତା , ସମୃଦ୍ଧି ଏବଂ ଉନ୍ନତି ର ପ୍ରତିକ ଅଟେ ଏହା ମାତା ଲକ୍ଷ୍ମୀ ଙ୍କର ଅତି ପ୍ରିୟ ଅଟେ ସେହିଥି ପାଇଁ ଶୁକ୍ରବାର ସଂନ୍ଧ୍ୟା ରେ ମାତା ଲକ୍ଷ୍ମୀ ଙ୍କୁ ଶ୍ରୀଫଳ ଅର୍ପଣ କରିଲେ ମାତା ପ୍ରଶନ୍ନ ହୁଅନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *