ନିଭାର ପରେ ଫୁଣି ମାଡି ଆସୁଛି ଭୟଙ୍କର ବାତ୍ୟା ଏଥର ଓଡିଶା ରହିଛି ଟାର୍ଗେଟ୍ ରେ

DFghdfj

ସେମିତି ରେ ଆପଣ ମାନେ ଜାଣି ଥିବେ ଏହି ଦିନ ରେ ଗୋଟିଏ ବାତ୍ୟା ନିଭାର୍ କେମିତି ତାମିଲ୍ ନାଡୁ ଅଞ୍ଚ ରେ କ୍ଷେତି କରେଇଛି ଏବଂ ଏହାର ପ୍ରଭାବ ରେ ଗତ କାଲି ରାଜ୍ୟ ରେ କିଛି ସ୍ଥାନ ରେ ବର୍ଷା ହେବା ସହିତ ଆଜି ବି କିଛି ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ 24 ଘଣ୍ଟା ମଧ୍ୟ ରେ ଏହା କେନ୍ଦ୍ର ବଙ୍ଗପସାଗର ରେ ଘନି ଭୂତ ହୋଇ ଆଗକୁ ବଢିବା ସହିତ ପରବର୍ତି ସମୟ ରେ ଏହା ଗଭୀର ଅବପାତ ର ରୂପ ନେବ ବୋଲି ଭୁବନେଶ୍ୱର ର ଆଞ୍ଚଳିକ ପାଣି ପାଗ ବିଭାଗ ସୂଚନା ଦେଇଛି । ଏହା ପରେ ଏହା ପଶ୍ଚିମ ଉତ୍ତର ଦିଗ ରେ ଗତି କରିବ ଡିସେମ୍ବର 1 ଏବଂ 2 ତାରିଖ  ସକାଳ ସୁଧା ଉତ୍ତର ଆନ୍ଧ୍ର ଉପକୂଳ କୁ ଲାଗି ପାରେfgzdtht

ଏହାର ପ୍ରଭାବ ର ଓଡ଼ିଶା ର ଅଧିକାଶଂ ଜିଲ୍ଲା ମାନଙ୍କ ରେ 11 ରୁ 13 ସ୍ୱଲ୍ପ ରୁ ମଧ୍ୟମ  ବର୍ଷା ହେବାର ସମ୍ଭାବନା ରହିଛି । ସେମିତି ରେ ବର୍ତମାନ ସମୟରେ ରାଜ୍ୟ ରେ ଶୀତ ର ଲହରୀ ରହି ଥିବା ବେଳେ  ଏହାର ପ୍ରଭାବ ରେ ଏହି ଦୁଇ ଦିନ ରାଜ୍ୟ ରେ ଶୀତ କମିବାର ରହିଛି ହେଲେ ପରେ ପୁଣି 3 ତାରିଖ ଠାରୁ ଶୀତ ର ଲହରୀ ଦେଖିବା ପାଇଁ ମିଳିବ . ତେବେ ଆସୁ ଥିବା ଏହି ବାତ୍ୟା ର ନାମ ବୁରେଭି ବୋଲି ଜଣା ପଡିଛି ଏହା ଦ୍ୱାରା ରାଜ୍ୟରେ  ବର୍ଷା ହେବାର ସମ୍ଭାବନା ରହୁଛି , ସେହି ପରି ଆଜି ଠାରୁ ସମୁଦ୍ର ମଧ୍ୟ କୁ ନ ଯିବା ପାଇଁ ମତ୍ସ୍ୟ ଜିବୀ ମାନଙ୍କୁ ପରାମର୍ଶ ଦିଆ ଜାଇଛି , ଆସନ୍ତା କାଲି ପାଇଁ ପୁରୀ ଏବଂ ଗଞାମ୍ ଜିଲ୍ଲା କୁ ରେଡ୍ ୱାର୍ଣ୍ଣଂ ଜାରି ହୋଇଛି ,vfxtfdjyg

ସେହି ପରି ଭାବେ 12 ତାରିଖ ରେ ଗତପତି ଏବଂ ଗଞାମ୍ , ପୁରୀ , ରାୟଗଡା , ଜଗତସିହଂ ପୁର , ମାଲକାନା ଗିରି , ଏବଂ କୋରାପୁଟ୍ ର ଅଧିକାଶଂ ଅଞ୍ଚଳ ରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣି ପାଗ ବିଭାଗ ସୂଚନା ଦେଇଛି । ସେହି ପରି ବେଳେ ଢେଙ୍କାନାଲ , ରାୟଗଡା ,ଅନୁଗୁଳ , ଏବଂ ବରଗଡ ଆଜି ଜିଲ୍ଲା ମାନଙ୍କୁ 14 ତାରିଖ ପାଇଁ ୱୋଲ ୱାର୍ଣ୍ଣଂ ଜାରି କରା ଜାଇ ଥିବା ବେଳେ ଏଠାରେ ବି ମଧ୍ୟ କିଛି କିଛି ସ୍ଥାନ ମାନଙ୍କ ରେ ଅତିରିକ୍ତ ବର୍ଷା ର ସମ୍ଭାବନା ରହିଛି ବୋଲି ସୂଚନା ରହିଛି ।vbftxjnygu

ତେବେ ଏହି ମାନଙ୍କ ମଧ୍ୟ ରେ ବିଷେଷ କରି ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ର କିଛି ଜିଲ୍ଲା ମାନଙ୍କୁ ପ୍ରଭାବିତ କରୁ ଥିବା ବେଳେ ଉତ୍ତର ଓଡିଶା ପାଇଁ କୈଣସି ବି ଅସବୁଧା ନାହିଁ । ତେବେ ଆପଣ ମାନଙ୍କ ଜିଲ୍ଲା ଏହି ମଧ୍ୟ ରେ ରହିଛି ତେବେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *