କାର୍ତିକ ମାସରେ ପାଳନ କରନ୍ତୁ ଏହି ନିୟମ ମିଳିବ ଲକ୍ଷ୍ମୀ ଙ୍କ କୃପା

hykjiulhsth

ହିନ୍ଧୁ ଧର୍ମ ରେ କାର୍ତ୍ତିକ ମାସ କୁ ବହୁତ ମହତ୍ୱ ପୂର୍ଣ୍ଣ ମାସ ଭାବେ ପରିଗଣିତ କରା ଜାଇଛି ତେବେ ଏମିତି କୁହା ଯାଏ ଏହି କାର୍ତ୍ତିକ ମାସ ର ମହାନତା ବିଷୟରେ ଭଗବାନ ବିଷ୍ଣୁ ନାରଦ ଏବଂ ବୁଧ ଙ୍କୁ କହି ଥିଲେ ତଥା ଏହି ମାସ ରେ କିଛି ନିୟମ ମାନ ରହିଛି ଜାହାକୁ ପାଳନ କରିବା ଦ୍ୱାରା ଆମର ମନସ୍କାମନା ସଂମ୍ପର୍ଣ୍ଣ ଭାବେ ପୂରଣ ହୋଇ ଥାଏ ତେବେ ଆମେ ଆଜି ସେହି ନିୟମ ବିଷୟ ରେ କହିବୁ ବାସ୍ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ତେବେ ଏଠାରେ ପ୍ରଥମ ଉପାୟ ଟି ହେଲା ଆପଣ ମାନେ ତୁଳସୀ ଙ୍କୁ ଏହି ମାସରେ ପୂଜା କରନ୍ତୁ କାରଣ ଶ୍ରୀ ହରି ଙ୍କର ତୁଳସୀ ଅତି ପ୍ରିୟ ଅଟେ ଏବଂ ଏହି ମାସ ରେ ଆପଣ ମାନେhttyjky

ତୁଳସୀ ଗଛ କୁ ପୂଜା କରିଲେ ଆପଣ ମାନଙ୍କ ମନସ୍କମନା ପୂର୍ଣ୍ଣ ହେବା ସହିତ ଆପଣ ମାନଙ୍କ ଉପରେ ଭଗବାନ ବିଷ୍ଣୁ ଙ୍କର କୃପା ପ୍ରାପ୍ତି ହୋଇ ଥାଏ , ସେହି ପରି ଆପଣ ମାନେ ଏହି ମାସ ରେ ଦୀପ ଦାନ କରି ମଧ୍ୟ ଅଧିକ ପୂର୍ଣ୍ଣ୍ୟ କରି ପାରିବେ ଏହି ମାସ ରେ ଆପଣ ମାନେ କୈଣସି ବି ପୋଖରୀ ରେ ଦୀପ ଦାନ କରନ୍ତି ତେବେ ଆପଣ ମାନଙ୍କ ପାଇଁ ଏହା ବହୁତ ଶୁଭ ହୋଇ ଥାଏ । ଏବଂ ଏହି ଦୀପ ଦାନ କରିବା ଦ୍ୱାରା ଘରୁ ସବୁ ପ୍ରକାରର ନାକାରାତ୍ମକ ଉର୍ଜା ର ପ୍ରଭାବ ନଷ୍ଟ ହୋଇ ଥାଏ ସେହି ପରି ବନ୍ଧୁଗଣ ଏହି ମାସ ରେ ଆପଣ ମାନେ ବିଛଣାDbhdfmt

ଅପେକ୍ଷା ଭୂମି ରେ ଶୋଇବା ବହୁତ ଶୁଭ ହୋଇ ଥାଏ ଏବଂ ଏମିତି କରିଲେ ଆପଣ ମାନଙ୍କ ଶରୀର ରୁ ରୋଗ ବ୍ୟଦ୍ଧି ଭଲ ହୋଇ ଥାଏ । ସେହି ପରି ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ମାସ ରେ ଶରୀର ରେ ତେଲ ଲଗେଇବା ଅନୁଚୀତ ଅଟେ ଏବଂ ଆପଣ ମାନେ ତେଲ ଶରୀର ରେ କେବଳ ଚତୁର୍ତି ଦିନ ହିଁ ଲଗେଇ ପାରିବେ , ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ମାସ ରେ ମୁଗ ଚଣା ଏବଂ ମଟର ଆଦି ର ସେବନ କରିବା ବି ଅନୁଚୀତ ହୋଇ ଥାଏ ,dsgdsfhj

ଏହି ନିୟମ କୁ ପାଳନ କରିଲେ ଆପଣ ମାନଙ୍କ ସବୁ ଇଚ୍ଛା ପୂରଣ ହେବ , ବନ୍ଧୁଗଣ ଆପଣ ମାନେ ଏହି ମାସ ରେ ଯେଉଁ ସବୁ ନିୟମ ମାନ ଙ୍କୁ ଏ ପର୍ଯ୍ୟନ୍ତ କହି ଆସିଲୁ ସେହି ସବୁ କୁ ଆପଣ ମାନେ ପାଳନ କରି ପାରିଲେ ନିଶ୍ଚିତ ଭାବେ ଆପଣ ମାନଙ୍କର ସବୁ ମନସ୍କାମନା କୁ ମାଆ ଲକ୍ଷ୍ମୀ ନିଶ୍ଚିତ ଭାବେ ପୂରଣ ହୋଇ ପାରିବ ଏବଂ ଆପଣ ମାନଙ୍କ ଏହି ଧର୍ମ ମାସ ଟି ଭଲ ରେ ବିତିବ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *