ଏବେ ଆସିଲା ବଡ଼ ଖବର-କେବେ ଖୋଲିବ ସ୍କୁଲ ଆସିଲା ସ୍କୁଲ ଖୋଲିବା ତାରିଖ ସମସ୍ତ ଛାତ୍ରଛାତ୍ରୀ ଭିଡ଼ିଓ ଦେଖନ୍ତୁ।

ghkdfhrjttyt

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଆସିଲା ବଡ଼ ଖବର-କେବେ ଖୋଲିବ ସ୍କୁଲ ଦେଖନ୍ତୁ ପୁରା ସମ୍ପୁର୍ଣ୍ଣ ସୁଚନା ମେ ମାସ ରେ ସିବିଏସି ଦଶମ ଓଦ୍ୱାଦଶ ଶ୍ରେଣୀ ର ପରୀକ୍ଷା କରିବାକି ନିଶ୍ପତ୍ତି ନିଆଯାଇଛି ଏବେ ଓଡିଶା ର ଦୁଇ ବୋରଡ ଯଥା ମାଧ୍ୟମିକ ଏବଂ ବିଏସଇ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚଏସଇ ଛାତ୍ର ଛାତ୍ରୀ ଙ୍କ ଉପରେ ନଜର ଶ୍ରେଣୀ କକ୍ଷ ରେ ପାଠ ପଢା ହେଇ ନଥିବା କାରଣ ରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କ ର ବୋର୍ଡ ପରୀକ୍ଷା କିପରି ହେବ ତାହାକୁ ନେଇ ଏବେ ସମସ୍ତେ ଚିନ୍ତା ରେ ଏପ୍ରିଲ କିମ୍ବା ମେ ମାସ ରେ ବୋର୍ଡ ପରୀକ୍ଷା କରାଯିବା ନେଇ ବିଦ୍ୟାଳୟhghjghjhghg

ର ଗଣଶିକ୍ଷ ମନ୍ତ୍ରୀ ସମ୍ୟ ରଞ୍ଜନ ଦାସ ନଭେମ୍ବର ମାସ ରେ ସୁଚନା ଦେଇଥିଲେ ଛାତ୍ର ଛାତ୍ରୀ ଙ୍କ 3 ମାସ ପର୍ଯ୍ୟନ୍ତ କ୍ଲାସ ରୁମ ପାଠ ପଢା ବେହା ପରେ ଯାଇ ପରୀକ୍ଷା କରା ଯିବାକୁ ସ୍ଥିର ହଇଛି ତେବେ ଏ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଙ୍କ ତରଫ ରୁ କୈଣସି ସୂଚନା ଦିଆ ଯାଇନାହିଁ ଏମିତି କି ଜାନୁଆରୀ ମାସ ସ୍କୁଲ ଖୋଲିବା ନେଇ ରାଡ୍ୟ ସରକାର ହ୍କ ତରଫରୁ ଜାରୀ ହୋଇଥିବା ନିର୍ଦେଶ ରେ ସ୍କୁଲ କଲେଜ ଓ ବିଶ୍ୱ ବିଦ୍ୟାଳୟ ଖୋଲିବା ନେଇ କିଛି ସୁଚନା ଦିଆ ଯାଇ ନାହିଁ କେବଳ ଜାନିଆରୀ 31 ପର୍ଯ୍ୟନ୍ତ ଅଙ୍ଗନବାଡୀ ବନ୍ଦ ରହିବ ବୋଲି କିହାଯାଇଛିh,jkhjl,jkhkjh

ଏଭଳି ସମୟ ରେ ଓଡିଆ ମାଧ୍ୟମିକ ବିଦ୍ୟାଳୟ ରେ ପଢୁଥିବା ଛାତ୍ର ଛାତ୍ରୀ ଦ୍ୱନ୍ଦ ରେ ପଡିଛନ୍ତି କେବେ ସ୍କୁଲ ଖୋଲିବ କେମିତି ପାଠ ପଢା ହେହ କେବେ ପରୀକ୍ଷା ହେବ ଏହାକୁ ନେଇ ପ୍ରାୟ ସାଢେ 5 ଲକ୍ଷ ଛାତ୍ର ଛାତ୍ରୀ ଦଶମ ପରୀକ୍ଷା ଦେବାକୁ ଥିବାବେଳେ ସାଢେ 3 ଲକ୍ଷ ଛାତ୍ର ଛାତ୍ରୀ ଦ୍ୱାଦଶ ଶ୍ରେଣୀ ର ପରୀକ୍ଷା ରେ ଭାଗ ନେବେ ମୋଟ ଉପରେ 9 ଲକ୍ଷ ଛାତ୍ର ଛାତ୍ରୀ ଏଥର ଉକ୍ତ ଶ୍ରେଣୀ ର ବୋର୍ଡ ପରୀକ୍ଷା ଦେବେ କ୍ଲାସ ରୁମ ର ପାଠ ପଢା ହୋଇ ପାରୁ ନଥିବା ରୁ ରାଜ୍ୟ ସରକାରghjghjghgh

ଙ୍କ ପକ୍ଷ ରୁ ଅନଲାଇନ ମାଧ୍ୟମ ରେ ଶିକ୍ଷା ଦିଆ ଯାଉଛି ଟିଭି ରେଡିଓ ଓ ହ୍ୱାଟ୍ସଆପ ମାଧ୍ୟମରେ ପିଲା ମାନଙ୍କୁ ଶିକ୍ଷା ଦିଆ ଯାଉଛି ତା ପରେ ବି 50 ପ୍ରତିଶତ ରୁ ଛାତ୍ର ଛାତ୍ରୀ ଅନସାଉନ ଶିକ୍ଷା ପାଇବା ରି ବଞ୍ଛିତ ହେଉଛନ୍ତି ତେଣୁ ସେମାନ ଙ୍କ ଲାଗି ଶ୍ରେଣୀ ଗୃହ ର ଶିକ୍ଷା ଆବଶ୍ୟକ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *