ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆଉ କିଛି ବଡ ଅପଡେଟ ଆସିଯାଇଛି ପ୍ରତିଦିନ ସ୍କୁଲ ଛାତ୍ରୀ ଙ୍କୁ 100 ଟଙ୍କା ଲେଖା ଦେବେ ସରକାର ସବୁ ଛାତ୍ର ଛାତ୍ରୀ ଙ୍କ ଆକାଉଣ୍ଟ ରେ ବହି ପାଇଁ ଜମା ହେବ ଅର୍ଥ ଶିକ୍ଷୟତ୍ରୀ ଙ୍କ ପାଇଁ ବଡ ପ୍ରଶ୍ନ ସେମାନେ ଯେପରି ନିୟମିତ ସ୍କୁଲ ଆସିବେ ଏବଂ କଲେଜ ଆଦି ଶିକ୍ଷାନୁଷ୍ଠାନ ଉପରେ ବିଦ୍ୟାର୍ଥି ଙ୍କ ର କେମିତି ଠିକ ଉପସ୍ଥାନ ରହିବ ପାଠ ପୁସ୍ତକ କିଣିବା ରେ ଅର୍ଥ ବାଧକ ନ ହେବା ଲାଗି ସେଥି ପାଇଁ ଯୋଜନା ଆରମ୍ଭ କରିଛନ୍ତି ସରକାର ପ୍ରତ୍ୟେକ ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ଦିନ କୁ 100 ଟଙ୍କା ଲେଖାଏ ଦେବେ ସରକାର ତେବେ ସମ୍ପୁର୍ଣ୍ଣ ଅପଡେଟ ଜାଣିବା କଣ ରହିଛି କେଉଁ ଭଳି ଭାବରେ ପଇସା ମିଳିବ ଶିକ୍ଷା ମନ୍ତ୍ରୀ ହିମଦ ବିଶ୍ୱସ ଶର୍ମା ଏପରି ସୁଚନା ଦେଇଛନ୍ତି ଆଉ ସେ କହିଛନ୍ତି
ଯେ ପ୍ରତ୍ୟେକ ଦିନ ସ୍କୁଲ ରେ ଉପସ୍ଥିତ ରେହୁଥିବା ଛାତ୍ର ଛାତ୍ରୀ ଙ୍କୁ 100 ଟଙ୍କା ଲେଖାଏ ଦିଆ ଯିବ ଏହା ସହ ସ୍ନାତକ ରେ ନାମ ଲେଖା ଥିବା ବା ପଢୁଥିବା ଛାତ୍ର ଛାତ୍ରୀ ଙ୍କୁ ବହି କିଣିବା ପାଇଁ ଯଥା କ୍ରମେ 1500 ଏବଂ 200 ଟଙ୍କା ଲେଖାଁଏ ଦିଆ ଯିବ ଏହି ଟଙ୍କା ସେମାନଙ୍କ ର ବ୍ୟାଙ୍କ ଆକାଉଣ୍ଟ ରେ ଜାନୁଆରୀ ମାସ ର ଶେଷ ସୁଦ୍ଧା କରି ଦିଆଯିବ ଶିକ୍ଷା ମନ୍ତ୍ରୀ ଆହୁକୀ ମଧ୍ୟ ଏହା ବି କହିଛନ୍ତି ଗତ ବର୍ଷ ଠାରୁ ଏହି ଯୋଜନା କରା ଯାଇଥିଲା କିନ୍ତୁ କୋରନା କାରଣ ରୁ ଏହି ସ୍କିମ ର ଆରମ୍ଭ କରା ଯାଇ ପାରୁ ନଥିଲା ସରକାର ଉଭୟ ସ୍କୁଲ ଏବଂ କଲେଜ ରେ କ୍ଲାସ କରିବା ପାଇଂ କେବଳ ଛାତ୍ରୀ
ଙ୍କୁ ଏହି ଆର୍ଥିକ ସହାୟତା ଦେବେ ବୋଲି ନିଷ୍ପତ୍ତି ନିଆ ଯାଇଥିବା ହିମ ମଧ୍ୟ ଏହା କହିଛନ୍ତି ଏହା ଛଡା ଗତ ବର୍ଷ ରାଜ୍ୟ ର ଦ୍ୱାଦଶ ବୋର୍ଡ ପରୀକ୍ଷା ରେ ପ୍ରଥମ ଶ୍ରେଣୀ ରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ଆସାମ ସରକାର ଦୁଇ ଚକିଆ ଯାନ ପ୍ରଦାନ ଯୋଜନା ଆରମ୍ଭ କରିଛନ୍ତି ତେବେ ଏହି ସମସ୍ତ ଯୋଜନା ଯାହାକି ଆସାମ ସରକାର ଲାଗୁ କରିଛନ୍ତି ତେବେ ଏମିତି ବି ଯଦି ଆମ ଓଡିଶା ସରକାର ଲାଗୁ କରନ୍ତେ ଆଉ ଓଡିଶା ର ଛାତ୍ର ଛାତ୍ରୀ ଙ୍କୁ ଯଦି ଏମିତି ସୁବିଧା ମିଳନ୍ତା ତାହାଲେ ବହୁତ ଭଲ ହୁଅନ୍ତା । ତେବେ ଏହି କିଛି ଯାହାକି ଆସାମ ସରକାର ଲାଗୁ କରିଛନ୍ତି ତେବେ ଆପଣ ମାନଙ୍କ ମତାମତ ଜଣାଇବେ ଏମିତି ବି ଯୋଜନା ଆମ ଓଡିଶା ରେ ଲାଗୁ ହେଲେ ଭଲ ହେବ କି ନାହିଁ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।