ଏବେ ଆସିଲା ବଡ଼ ଖବର-ମାଟ୍ରିକ୍ ପରୀକ୍ଷା ତାରିଖ

ldfgfjghkhj

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଏହି କୋରନା ମହାମାରୀ ସମୟ ରେ କେମିତି ସମସ୍ତ ଙ୍କ ର କ୍ଷତି ଘଟିଛି ଏପଟେ ପିଲା ମାନଙ୍କ ପାଠ ପଢା କୁ ଏ ନେଇ ସମସ୍ୟା ଚାଲି ଥିବା ବେଳେ ଏବେ ଗୋଟିଏ ବଡ ଖବର ଏବେ ସାମ୍ନା କୁ ଆସିଛି ଏହି କୋରନା ମହାମାରୀ ସମୟ ରେ ପିଲା ମାନଙ୍କ ପାଠପଢା ହେଇ ପାରି ନଥିବା ରୁ ଏବେ ରାଜ୍ୟ ସରକାର ସ୍କୁଲ ଖୋଲିବା କୁ ନିଷ୍ପତ୍ତି ନେଇଛନ୍ତି ସବୁ ସ୍କୁଲ ରେ ଅନଲାଇନ କ୍ଲାସ ଚାଲିଥିବା ବେଳେ ଏହା ସବୁ ଜାଗା ମାନଙ୍କ ରେ ଏହା ସମ୍ଭବ ହୋଇ ପାରି ନାହିଁ ତେଣୁ ଜାନୁଆରୀ 8 ତାରିଖ ରୁ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏବେ ରାଜ୍ୟ ସରକାର 100 ଦିନିଆ କ୍ଲାସ ର ଘୋଷଣା କରିଛନ୍ତିdsghfkjmhjjfd

ଏହା ପରେ ତାଙ୍କର ପରୀକ୍ଷା କରା ଯିବା ନେଇ ସେ ସୁଚନା ଦେଇଛନ୍ତି । ମାଟ୍ରିକ୍ ପିଲା ଙ୍କ ପାଇଂ ବଡ ଖବର ଜାନୁଆରୀ 8 ତାରିଖ ରୁ ଖୋଲିବ ସ୍କୁଲ ଏବଂ ମେ 3 ରେ ହେବ ମାଟ୍ରିକ୍ ପରୀକ୍ଷା ଦେଖନ୍ତୁ ପୁରା ଖବର ମାଟ୍ରିକ୍ ପରୀକ୍ଷା ନେଇ ବଡ ଖବର ମେ 3 ତାରିଖ ରେ ମାଟ୍ରିକ୍ ପରୀକ୍ଷା ଦଶମ ବୋର୍ଡ ପରୀକ୍ଷା ମେ 3 ରୁ 15 ତାରିଖ ପର୍ଯ୍ୟନ୍ତ ହେବ ଦଶମ ଶ୍ରେଣୀ ପ୍ରକଟିକାଲ ପରୀକ୍ଷା ଏପ୍ରିଲ 27 ରୁ ମେ 2 ତାରିଖ ଯାଏଁ ହେବ ପରୀକ୍ଷା ନେଇ ମାରଗଦର୍ଶିକା ଯାରି କଲେdesghfgjgfgg

ସରକାର ତେବେ ଜାନୁଆରୀ 8 ରୁ ଖୋଲିବ ସ୍କୁଲ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ ମୋଟ 100 ଦିନ ପାଇଁ ହେବ ପାଠ ପଢା ଶନିବାର ରବିବାର ବି ପାଠ ପଢା ହେବ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲା ଙ୍କ ପାଇଁ ଶନିବାର ଏବଂ ରବିବାର ଦିନ ବି ପାଠ ପଢା ହେବ , ଶନିବାର ଏବଂ ରବିବାର ଦିନ କୁ ମିଶାଇ ମୋଟ ଏହି ଦିନ ପାଠ ପଢା ହେବ ତେବେ ସ୍କୁଲ ଖୋଲିବା ନେଇ ବଡ ପ୍ରଶ୍ନ କରିଛନ୍ତି ରାଜ୍ୟ ସରକାର କୋରନା କଟକଣା ପାଇଁ ଗତ ମାର୍ଚ୍ଚ ମାସ ରୁ ବନ୍ଦ ରହିଥିଲା ସ୍କୁଲ ।

ଏବେ ଆସିଲା ବଡ଼ ଖବର-କେବେ ଖୋଲିବ ସ୍କୁଲ ଦେଖନ୍ତୁ ପୁରା ସମ୍ପୁର୍ଣ୍ଣ ସୁଚନା ମେ ମାସ ରେ ସିବିଏସି ଦଶମ ଓଦ୍ୱାଦଶ ଶ୍ରେଣୀ ର ପରୀକ୍ଷା କରିବାକି ନିଶ୍ପତ୍ତି ନିଆଯାଇଛି ଏବେ ଓଡିଶା ର ଦୁଇ ବୋରଡ ଯଥା ମାଧ୍ୟମିକ ଏବଂ ବିଏସଇ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚଏସଇ ଛାତ୍ର ଛାତ୍ରୀ ଙ୍କ ଉପରେ ନଜର ଶ୍ରେଣୀ କକ୍ଷ ରେ ପାଠ ପଢା ହେଇ ନଥିବା କାରଣ ରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କ ର ବୋର୍ଡ ପରୀକ୍ଷା କିପରି ହେବsdgfjhkhgdfgb

ତାହାକୁ ନେଇ ଏବେ ସମସ୍ତେ ଚିନ୍ତା ରେ ଏପ୍ରିଲ କିମ୍ବା ମେ ମାସ ରେ ବୋର୍ଡ ପରୀକ୍ଷା କରାଯିବା ନେଇ ବିଦ୍ୟାଳୟ ର ଗଣଶିକ୍ଷ ମନ୍ତ୍ରୀ ସମ୍ୟ ରଞ୍ଜନ ଦାସ ନଭେମ୍ବର ମାସ ରେ ସୁଚନା ଦେଇଥିଲେ ଛାତ୍ର ଛାତ୍ରୀ ଙ୍କ 3 ମାସ ପର୍ଯ୍ୟନ୍ତ କ୍ଲାସ ରୁମ ପାଠ ପଢା ବେହା ପରେ ଯାଇ ପରୀକ୍ଷା କରା ଯିବାକୁ ସ୍ଥିର ହୋଇଛି ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *