7 ନଭେମ୍ୱର 2020 ରାଶିଫଳ – କଣ ରହିଛି ଆଜି ଆପଣଙ୍କ ଭାଗ୍ୟରେ

rashi

ମେଷ :-ଏହି ରାଶି ର ବ୍ୟକ୍ତି ମାନେ ଚାକିରି କ୍ଷେତ୍ର ରେ ଆପଣ ସଫଳ ହୋଇପାରନ୍ତି , ଯଦି କେହି ପ୍ରେମ ସଂମ୍ପର୍କ ରେ ଲିପ୍ତ ଥାଆନ୍ତି ତେବେ ଆପଣ ସଫଳ ହୋଇପାରନ୍ତି , ନିଜର ଶତୃ ଉପରେ ଆପଣ ବିଜୟ ହାସଲ କରିପାରିବେ , ନିଜର ବୁଦ୍ଧିମତା କାରଣ ରୁ ସବୁବେଳେ ଆଗରେ ରହିବେ । ବିବାଦ କ୍ଷେତ୍ର ରେ ସୁଫଳ ଓ ଚର୍ତୁପାର୍ଶ୍ବ ରୁ ବହୁତ ଭଲ ଖବର ଆସିବାର ସମ୍ଭାବନା ରହିଛି ଆପଣଙ୍କ ପାଇଁ ପ୍ରତିକାର- ଶିବଙ୍କ ପାଖରେ ବେଲ ପତ୍ର ଚଢାନ୍ତୁ ।

ବୃଷ:-ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନ ପାଇବାର ଯୋଗ ରହିଛି , ନିଜର ଯୋଜନା ମୁତାବକ କାର୍ଯ୍ୟ କରି ଚାଲନ୍ତିୁ ନିଶ୍ଚିତ ସୁଫଳ ମିଳି ପାରିବ , ସ୍ବାସ୍ଥ କ୍ଷେତ୍ର ରେ ସୁଧାର ଆସିବ । ଗୃହ ବିବାଦର ସମାଧାନ ବାହାରିବ। ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ ପ୍ରେମ ସଂମ୍ପର୍କ ସୁଦୃଢ ରହିବ , କୈଣସି ଦିଗ ରୁ ସାହାଯ୍ଯ ଓ ସହଯୋଗ ପ୍ରାପ୍ତି ନଘଟିଲେ ବି ବାଟ ଚାଲିବାର ତୃପ୍ତି ଆଶ୍ବାଦନ କରିବା ନିଶ୍ଚିତ ଆପଣଙ୍କ ପାଇଁ ପ୍ରତିକାର ପ୍ରତିକାର-ମାତା ଲକ୍ଷ୍ମୀ ଙ୍କୁ ଧ୍ୟନ କରନ୍ତୁ ଶୁଭ ଫଳ ମିଳିବ ।brusha

ମିଥୁନ:-ମିଥୁନ ରାଶି ର ବ୍ୟକ୍ତି ବିଶେଷ ମାନେ କର୍ମ କ୍ଷେତ୍ର ରେ ଦୈଡ ବୃଦ୍ଧି ମଧ୍ୟରେ ଲକ୍ଷ ସ୍ଥଳ ଆଡକୁ ପାଖେଇଯିବେ ଉଚ୍ଚ ଶିକ୍ଷା ଯୋଜନା ରେ ଆଗୁସାର ହେବାର ସୁଯୋଗ ପାଇବେ । ସାମହିକ କ୍ଳାନ୍ତି ଓ ଶୀରୋପୀଡା ଲାଗି ରହିପାରେ , ପରିବାରରେ ଶୁଭ କାର୍ଯ୍ଯ ଅନୁଷ୍ଠିତ ହେବ , ଅଧ୍ୟୟନ ଅଭିବୃଦ୍ଧି ଯୋଗ ରହିଛି , ଅନେକ ସମସ୍ୟା ର ସମାଧାନ ଦିଗ ଖୋଲିଯିବ , ଉଚ୍ଛଶାଯୁକ୍ତ ହେବେ ଓ ଗୁରୁଜନ ଙ୍କ ଆଶ୍ରୀବଦ ମିଳିବ ଆପଣଙ୍କ ପାଇଁ ପ୍ରତିକାର- ବୃଦ୍ଧଙ୍କ ସେବା କରନ୍ତୁ ।

କର୍କଟ:-ଏହି ରାଶି ର ବ୍ୟକ୍ତି ବିଷେଶ ମାନେ କର୍ମ ପ୍ରରଣା ରେ ଉଦ୍ ବୃଦ୍ଧି ହେବ , ଅନେକ ଅସୁବିଧା କ୍ରମଶଃ ହ୍ରାସ ପାଇବାକୁ ନେଇ ଦୃଢ ଆସାବାଦୀ ଓ ମୋନବଳ ଯୁକ୍ତ ହେବେ । ଉଚ୍ଛବର୍ଗ ର ଲୋକ ମାନଙ୍କ ସେହ୍ନ ଶ୍ରଦ୍ଧା ଭାଜନ କରିବେ , ଛାତ୍ର ଛାତ୍ରୀ ମାନେ ପରିଶ୍ରମ ଅନୁରୁପ ଫଳ ଲାଭ କରିବେ , କର୍ମ କ୍ଷେତ୍ର ରେ ସମସ୍ଯା ଲାଗି ରହିବ ଆପଣଙ୍କ ପାଇଁ ପ୍ରତିକାର- ଗ୍ରାମ ଦେବତା ଙ୍କୁ ଜାଇ ଦର୍ଶନ କରନ୍ତୁ ।

ସିଂହ:-ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ରାଜନୀତି ଓ ସମାଜ ସେବା କ୍ଷେତ୍ର ରେ ଆପଣ ବହୁତ ଭଲ ସୁଫଳ ପାଇବେ । ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ ଓ କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ମହିଳାମାନଙ୍କ ଚାକିରିରେ ପଦୋନ୍ନତିସହ  ଆର୍ଥଲାଭ ହେବ , ପରିଶ୍ରମ ର ଫଳ ଭୋଗ କରିପାରିବେ ଓ ସଂତୁଷ୍ଟିତ ହେବେ ଆପଣଙ୍କ ପାଇଁ ପ୍ରତିକାର- କୈଣସି ଧାର୍ମିକ କାର୍ଯ୍ଯ ରେ ଯୋଗ ଦିଅନ୍ତୁ ।leo

କନ୍ୟା:-ଏହି ରାଶି ର ବ୍ୟକ୍ତି ବିଶେଷ ମାନେ କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଏକାଧିକ ପର୍ଯ୍ୟଟନର ମଧ୍ୟ ଆୟୋଜନ ହେବାର ସମ୍ଭାବନା ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ । ମାନସିକ ଏବଂ ଶାରୀରିକ ଆଳସ୍ୟ ହୋଇପାରେ ଆପଣଙ୍କ ପାଇଁ ପ୍ରତିକାର:-ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ତୁଳା:-ତୁଳା ରାଶି ର ବ୍ୟକ୍ତି ବିଶେଷ ଅଚାନକ ଯାତ୍ରା କରିବାର ସଂଯୋଗ ହେବ , ତାଙ୍କର ପଛରେ ଖର୍ଚ୍ଚ କରିବାକୁ ପଡ଼ିବ। ଦୂରେଇ ଯାଇଥିବା ସମ୍ପର୍କକୁ ନିଜର କରିବା ପାଇଁ ଆପଣଙ୍କ ଚ଼େଷ୍ଟା ସଫଳ ହେବ ଏବଂ ଏହି ସମ୍ପର୍କ ମଜବୁତ ହେବ । ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ , ଆବଶ୍ୟକ କାମ ପଛରେ ଧନ ଖର୍ଚ୍ଚ ହେବ। ଆପଣଙ୍କ ପାଇଁ ପ୍ରତିକାର:-ଦିନ ଦୁଃଖୀଙ୍କୁ ଅନ୍ନ ଦାନ ଦିଅନ୍ତୁ।

ବିଛା:-ଏହି ରାଶି ର ବ୍ୟକ୍ତି ମାନେ ନିଜର ଯୋଜନା ମୁତାବକ କାର୍ଯ୍ୟ କରି ଚାଲନ୍ତିୁ ନିଶ୍ଚିତ ସୁଫଳ ମିଳି ପାରିବ , ସ୍ବାସ୍ଥ କ୍ଷେତ୍ର ରେ ସୁଧାର ଆସିବ । କୈଣସି ଜାଗା ମନଙ୍କରେ କରିଥିବା ନିବେଷ ରୁ ଟଙ୍କା ଅସୁରକ୍ଷିତ ରହିପାରେ , ଗୃହ ବିବାଦର ସମାଧାନ ବାହାରିବ , ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ ପ୍ରେମ ସଂମ୍ପର୍କ ସୁଦୃଢ ରହିବ ଆପଣଙ୍କ ପାଇଁ ପ୍ରତିକାର– ଗାଈକୁ କିଛିଖାଦ୍ୟ ଖାଇବାକୁ ଦିଅନ୍ତୁ।

ଧନୁ:-ଏହି ରାଶି ର ବ୍ୟକ୍ତି ବିଶେଷ ଶିକ୍ଷା କ୍ଷେତ୍ରରେ ଆଦୃତି ମମ୍ମାନ ପ୍ରତିଷ୍ଠା ଲାଭ ଭଳି ପ୍ରେରଣା ଦାୟୀ ସୁଯୋଗ ଆସି ପାରେ , ସାମହିକ କ୍ଳାନ୍ତି ଓ ଶୀରୋପୀଡା ଲାଗି ରହିପାରେ , ପରିବାରରେ ଶୁଭ କାର୍ଯ୍ଯ ଅନୁଷ୍ଠିତ ହେବ । ଅଧ୍ୟୟନ ଅଭିବୃଦ୍ଧି ଯୋଗ ରହିଛି , ଅନେକ ସମସ୍ୟା ର ସମାଧାନ ଦିଗ ଖୋଲିଯିବ , ଉଚ୍ଛଶାଯୁକ୍ତ ହେବେ ଓ ଗୁରୁଜନ ଙ୍କ ଆଶ୍ରୀବଦ ମିଳିବ ଆପଣଙ୍କ ପାଇଁ ପ୍ରତିକାର- ଶନିଦେବ ଙ୍କ ପାଖରେ ତେଲ ଢାଳନ୍ତୁ ।libra

ମକର:-ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଅନେକ ଅସୁବିଧା କ୍ରମଶଃ ହ୍ରାସ ପାଇବାକୁ ନେଇ ଦୃଢ ଆସାବାଦୀ ଓ ମୋନବଳ ଯୁକ୍ତ ହେବେ , ଉଚ୍ଛବର୍ଗ ର ଲୋକ ମାନଙ୍କ ସେହ୍ନ ଶ୍ରଦ୍ଧା ଭାଜନ କରିବେ । ଛାତ୍ର ଛାତ୍ରୀ ମାନେ ପରିଶ୍ରମ ଅନୁରୁପ ଫଳ ଲାଭ କରିବେ , କର୍ମ କ୍ଷେତ୍ର ରେ ସମସ୍ଯା ଲାଗି ରହିବ ଆପଣଙ୍କ ପାଇଁ ପ୍ରତିକାର- କଳା ବସ୍ତ୍ରୀ ଭିକାରି ଙ୍କୁ ଦାନ କରନ୍ତୁ ।

କୁମ୍ଭ:-କୁମ୍ଭ ରାଶି ର ବ୍ୟକ୍ତି ବିଷେଶ ମାନେ ସ୍ବାମୀ ଓ ସ୍ତ୍ରୀ ଙ୍କ ସାରିରିକ ପ୍ରିଡା ର ଯୋଗ ରହିଛି , ଅନେକ ଅସୁବିଧା କ୍ରମଶଃ ହ୍ରାସ ପାଇବାକୁ ନେଇ ଦୃଢ ଆସାବାଦୀ ଓ ମୋନବଳ ଯୁକ୍ତ ହେବେ । ଉଚ୍ଛବର୍ଗ ର ଲୋକ ମାନଙ୍କ ସେହ୍ନ ଶ୍ରଦ୍ଧା ଭାଜନ କରିବେ , ଛାତ୍ର ଛାତ୍ରୀ ମାନେ ପରିଶ୍ରମ ଅନୁରୁପ ଫଳ ଲାଭ କରିବେ , କର୍ମ କ୍ଷେତ୍ର ରେ ସମସ୍ଯା ଲାଗି ରହିବ ଆପଣଙ୍କ ପାଇଁ ପ୍ରତିକାର- ଅରୁଆ ଚାଉଳ କାଉ ମାନଙ୍କୁ ଦିଅନ୍ତୁ ।

ମୀନ:-ମୀନ ରାଶି ର ବ୍ୟକ୍ତି ବିଶେଷ ମାନେମାଙ୍ଗଳିକ କାର୍ଯ୍ଯ ରେ ଆୟୋଜନ ଆଖି ଦୃଶିଆ ହୋଇପାରେ , ବେଳେ କିନ୍ତୁ ଦେହ ପ୍ରିଡା ସ୍ପୁତିହାନିକ ର କାରଣ ହେବ , ବଚନ କୁ କୁସଳତା ଯୋଗ ନିଜକୁ ଉଚ୍ଛସ୍ଥିତି ରେ ସୁରକ୍ଷିତ ରଖିପାରିବା ସମ୍ଭବପର ଅଟେ । ସମୟ ବହୁ ଦିଗ ରୁ ଅନୁକୂଳ ହେବ , ନିଜ ସ୍ଥି୍ତି ଗତି ଅସ୍ତିତ୍ବ ପ୍ରତି ଦୃଢ ବିଶ୍ବାସ ରହିବା ଓ ପ୍ରଗତି ର ପଥ ପାଇବାରେ ସମର୍ଥ ହେବେ ଆପଣଙ୍କ ପାଇଁ ପ୍ରତିକାର – ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

Love To Share

Leave a Reply

Your email address will not be published. Required fields are marked *