ଆଉ ଏହି ଦୁନିଆଁ ରେ ନାହାଁନ୍ତି ସାଉଥ୍ ଇଣ୍ଡଷ୍ଟ୍ରୀ ର ଏହି ଅଭିନେତା ଜାଣି ଆଶ୍ଚର୍ଯ୍ୟ ହେବେ

ଟୋଲିଉଡ୍ ଅଭିନେତା ଜୟ ପ୍ରକାଶ ରେଡି ଙ୍କର ଆଜି ସକାଳେ ହୃଦଘାତ ପାଇଁ ହିଁ ମୃତ୍ୟୁ ହୋଇ ଜାଇଛି । ଜୟ ପ୍ରକାଶ ରେଡି ବର୍ତମାନ ସମୟ ରେ 73 ବର୍ଷ ର ରହି ଥିଲେ । ସେ ନିଜର ପରିଚୟ କମେଡି ଦୁନିଆଁ ରୁ କରି ଥିବା ବେଳେ ସେ ନିଜର କେରିଅର ର ଆରମ୍ଭ ଫିଲ୍ମ ବ୍ରହ୍ମା ପୁତ୍ର ରୁ ଆରମ୍ଭ କରି ଥିଲେ । ଏବଂ ଆପଣ ମାନଙ୍କୁ କହି ଦେବୁ କି ଜୟ ପ୍ରକାଶ ରେଡି ଙ୍କୁ ଇଣ୍ଡଷ୍ଚ୍ରୀ ରେ JP ନାମର ରେ ଡକା ଜାଉ ଥିଲା , ସେମିତି ରେ ସେ ବହୁତ ଏମିତି ଫିଲ୍ମ ଦେଇଛନ୍ତି ଯେଉଁ ଥିରେ ସେ ବହୁତ ଲୋକ ମାନଙ୍କୁ ହସେଇବା ସହିତ ସେ ବହୁତ ଲୋକ ମାନଙ୍କର ମନ ଜିତି ପାରିଛନ୍ତି ।

ହେଲେ ଏହି ଦିନ ରେ ମୃତ୍ୟୁ ହୋଇ ଜାଇଛି ପରିବାର ଲୋକ ମାନଙ୍କ କହିବା ଅନୁସାରେ  ସକାଳେ ଯେତେ ବେଳେ ସେ ବାଥରୁମ୍ କୁ ଜାଇ ଥିଲେ । ତାଙ୍କୁ ସେହି ସମୟ ରେ ହାର୍ଟ ଆର୍ଟାକ୍ ଆସି ଥିଲା ଏବଂ ସେ ବାଥ ରୁମ୍ ରେ ପଡି ଜାଇ ଥିଲେ , ଏବଂ ଯେତେ ବେଳ ପର୍ଯ୍ୟନ୍ତ ପରିବାର ଲୋକ ମାନେ ତାଙ୍କୁ ହସ୍ପିଟାଲ ନେଇ ଜାଇ ଥାନ୍ତେ ସେତେ ବେଳ ଙ୍କୁ ତାଙ୍କର ମୃତ୍ୟୁ ହୋଇ ଜାଇ ଥିଲା । ବର୍ତମାନ ସମୟ ରେ ଜୟ ପ୍ରକାଶ ରେଡି ଙ୍କ ମୃତ୍ୟୁ ହୋଇ ଥିବା ବେଳେ ଇଣ୍ଡଷ୍ଟ୍ରୀ ରେ ସଂମ୍ପର୍ଣ୍ଣ ଭାବେ ସୋକ ର ଛାୟା ଘେରି ରହିଛି ।

ପେନ୍ସ ଏବଂ ପ୍ରଶଂସକ ମାନେ ପୋଷ୍ଟ ଜରିଆରେ ତାଙ୍କୁ ଶ୍ରଧାଞଳୀ ଦେଉଛନ୍ତି । ସେମିତି ରେ କହି ଦେବୁ କି ଜୟ ପ୍ରକାଶ ରେଡି ପ୍ରେମୀ ଚୁକ୍ ଦାମ୍ରା , ସମର ସିହ୍ନା ରେଡି, ଜୟମ୍ ମନ୍ଦେରା , ଚେନ୍ନା କେଶବା ରେଡୀ , ସିତ୍ୟା ଛତ୍ରପତି , ଗବ୍ବର ସିହଂ , ରେସ୍ , ଗୁର୍ରମ୍ ଏବଂ ସରାଇ ନାୟୁଜ୍ ଯେମିତି ଫିଲ୍ମ ରେ କାମ କରି ଥିଲେ । ହେଲେ ତାଙ୍କୁ ଅସଲ ପରିଚୟ ବାଲ କୃଷ୍ଣ ଙ୍କ ଫିଲ୍ମ ସମର ସିହ୍ନା ରେଡି ରୁ ମିଳି ଥିଲା , ସେହି ପରି ବେଳେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି ପ୍ରକାଶ ରେଡି ନିଜର କେରିଅର ରେ ବହୁକ ଫିଲ୍ମ  କରି ନାମ କମେଇ ଥିବା ବେଳେ ବର୍ତମାନ ସମୟ ରେ ତାଙ୍କର ବିୟୋଗ ରେ ସାରା ସାଉଥ୍ ଇଣ୍ଡ।ଷ୍ଟ୍ରୀ

ରେ ସୋକ ରେ ଛାଇ ଜାଇ ଥିବା ବେଳେ ତାଙ୍କର ସେଷ ଦର୍ଶନ ପାଇଁ ବହୁତ ବଡ ବଡ ଅଭିନେତା ତଥା ସାଉଥ୍ ଏବଂ ବଲିଉଡ ର ଅଭିନେତା ମାନେ ଆସି ପହଁଚିଛନ୍ତି , ତେବେ ଆପଣ ମାନେ ପ୍ରକାଶ ରେଡି କେତେ ଭଲ ପାଉ ଥିଲେ ଏବଂ ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ତାଙ୍କ ଅଭିନୟ କେମିତି ଲାଗୁ ଥିଲା ଏବଂ ଆପଣ ମାନେ ତାଙ୍କୁ ଶ୍ରଦ୍ଧଞଳୀ ଦେଲେ ନାହିଁ ଆମକୁ କମେଣ୍ଡ କରନ୍ତୁ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *