ଏମିତି ରାଶି ର ଝିଅ ମାନଙ୍କୁ ଏହି ଗୁପ୍ତ କଥା କେବେ ବି କୁହନ୍ତୁ ନାହିଁ ନହେଲେ ଧୋକା ପାଇବେ

ଆଜି ଆପଣ ମାନଙ୍କୁ ଏମିତି କିଛି ରାଶି ର ଝିଅ ମାନଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ ଯେଉଁ ମାନେ ବହୁତ ଧକ୍କା ବଜ୍ଜ୍ ହୋଇ ଥାନ୍ତି , ଏମାନଙ୍କୁ ଠାରୁ ସବୁ ବେଳେ ବଞ୍ଚି କରି ରହିବା ଉଚିତ୍ , ବନ୍ଧୁଗଣ ଝିଅ ହେଉ ବା ପୁଅ ନିଜର ଭଲ ପାର୍ଟନର ଟିଏ ସବୁ ସମସ୍ତେ ନିଜ ନଜର ରେ ଖୋଜନ୍ତି , ହେଲେ ବହୁତ ସମୟ ରେ ଏହି ଖୋଜିବା ସଠିଖ୍ ସ୍ଥାନ ରେ ଲାଗେ ନାହିଁ ବରଂ ଭୁଲ ସ୍ଥାନ ରେ ଲାଗି ଯାଏ । ଏମିତି ରେ ପ୍ରମେ କରିବା ପୂର୍ବ ରୁ ଥରେ ନିଜର ପାର୍ଟନର ଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ଉଚିତ୍ , ସେହିଥି ପାଇଁ ଆମେ ଆଜି ଆପଣ ମାନଙ୍କୁ ଏହି ଅସୁବିଧା କୁ ଦୂର କରିବା ପାଇଁ ଆସିଛୁ ଏବଂଏମିତି କିଛି ରାଶି ର ଝିଅ ମାନଙ୍କ ବିଷୟ ରେ କହିବା ପାଇଁ ଯାଉଛୁ ଯେଉଁ ମାନେ କେବେ ବି ବିଶ୍ୱାସ ର ଯୋଗ୍ୟ ହୋଇ ନ ଥାନ୍ତି ।

ଏହି ମଧ୍ୟ ରେ ପ୍ରଥମେ ରହିଛନ୍ତି ମିଥୁନ ରାଶି ର ଝିଅ ମାନେ ଏହି ରାଶି ର ଝିଅ ମାନେ ସବୁ ସମୟ ରେ କିଛି ନୂୂଆ କରି ଦେଖେଇବା ପାଇଁ ଚେଷ୍ଟା କରନ୍ତି , ଏମାନେ ବହୁତ ଜଲ୍ଦି ସବୁ ଜିନିଷ ରୁ ବୋରଂ ହୋଇ ଜାଆନ୍ତି ସେହି କାରଣ ରୁ ପାଇଁ ଏମାନେ ନିଜ ପାର୍ଟନର ଙ୍କ ଠାରୁ ମଧ୍ୟ ଏମାନେ ଦୂରେଇ ଜାଇ ଥାନ୍ତି । ରେ ଧନୁ ରାଶି ର ଝିଅ ମାନେ ବି କିଛି ସେମିତି ହିଁ ପ୍ରକାରର ହୋଇ ଥାନ୍ତି , ଏମାନେ ସବୁ ସମୟ ରେ ଏଡଭେଣ୍ଚର ମାଇଡ୍ ର ହୋଇ ଥାନ୍ତି ।

ଏମାନଙ୍କୁ ବାଉନ ଡେନ୍ସନନ୍ ମୋଟେ ବି ପସନ୍ଦ ନୁହେଁ , ସେହିଥି ପାଇଁ ଯେତେ ବେଳେ ଏମାନଙ୍କ ପାର୍ଟନର ଏମାନଙ୍କୁ କୈଣସି କାମ ରେ ରୋକି ଥାନ୍ତି ବା ଟୋକି ଥାନ୍ତି ସେମିତି କ୍ଷେତ୍ର ରେ ସେମାନଙ୍କୁ ଧୋକା ଦେଇ ସେମାନଙ୍କ ଠାରୁ ଦୂରେଇ ଯିବାରେ ହିଁ ଭଲ ଭାବନ୍ତି ଏମାନେ । ସେହି ପରି ତିନି ରେ ବୃଷ ରାଶି ର ଝିଅ ମାନେ ବି ସେମିତି ପ୍ରକାରର ହୋଇ ଥାନ୍ତି , ଏମାନେ କମିଟ୍ ମ୍ୟଣ୍ଟ କରିବାର ଲାଗନ୍ତି , ଏବଂ ପାର୍ଟନର ଯେତେ ବେଳେ କମିଣ୍ଟିମେଣ୍ଟ କରି ବାରେ ଲାଗନ୍ତି ତେବେ ସେହି ପରି କ୍ଷେତ୍ର ରେ ସେମାନେ ନିଜର ପାର୍ଟନର ଙ୍କୁ ଧୋକା ଦେଇ ଦିଅନ୍ତି ।

ଏମିତି ରେ ବନ୍ଧୁଗଣ ଏହି ଝିଅ ମାନଙ୍କ ମଧ୍ୟରେ କୈଣସିି ଇଗୋ ଭଲି ଜିନିଷ ରହି ନ ଥାଏ ହେଲେ ଆପଣ ମାନଙ୍କୁ କହି ଦେବୁ କି ଏହି ପରି ଝିଅ ମାନେ ସବୁ ସମୟ ରେ ନିଜର ପାର୍ଟନର ଙ୍କ ଠାରୁ ବହୁତ କିଛି ଆଶା ରଖି ଥାନ୍ତି ହେଲେ ସେହି ସବୁ ଯେତେ ବେଳେ ସେମାନଙ୍କ ଠାରୁ ସେମାନଙ୍କୁ ହାସଲ ହୋଇ ନ ଥାଏ ତେବେ ସେହି ସମୟ ରେ ସେମାନେ ନିଜର ଅସଲ ରୂପ ବାହାର କରି ଦେଇ ଥାନ୍ତି ଏବଂ ସେମାନେ ନିଜର ପାର୍ଟନର ଙ୍କୁ ଧୋକା ଦେବା ପରି କାର୍ଯ୍ୟ କରିବାରେ ଲାଗନ୍ତି ।

Love To Share

Leave a Reply

Your email address will not be published. Required fields are marked *