Kiss କଲା ବେଳେ ଏହି ୫ ଟି ଭୁଲ କେବେ କରିବେ ନାହିଁ ପ୍ରଥମ ଥର କେମିତି କିସ୍ କରିବେ

ପ୍ରଥମ ଥର କିସ୍ କରିବା ପାଇଁ ଗଲେ କେମିତି କରିବୁ ପ୍ରଥମ କାହିଁକି ଲାଇଫ୍ ରେ ଯେତେ ଥର ବି ଆପଣ ମାନେ କିସ୍ କରୁଛନ୍ତି ତେବେ କେମିତି କରିବେ । ସେହିଥି ପାଇଁ ଆମେ ଆପଣ ମାନଙ୍କ ପାଇଁ ସେହି ପ୍ରଥମ ଥର କେମିତି କିସ୍ କରିବେ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆପଣ ମାନଙ୍କ ପାଖକୁ ନେଇ କରି ଆସିଛୁ , ତେବେ ପ୍ରଥମେ ଜାହା ଆସୁଛି ଆପଣ ମାନେ କିସ୍ କରି ଯିବା ସମୟ ରେ ଆପଣ ମାନେ ନିଶ୍ଚିତ ଭାବେ ପାଟି ର ସ୍ମେଲ୍ କୁ ଭଲ ଭାବେ ଚେକ୍ କରି ଯିବେ । ଏହି କଥା ସମସ୍ତେ ଜାଣିଛନ୍ତି କି ପାଟି ର ସ୍ମେଲ୍ ଭଲ ହେବା ଦରକାର ଏମିତି ହେବ କି ପାଟି ଗ୍ୟାସ୍ କରିବ ତେବେ ତୁମେ ରୋମାନ୍ସ କରି ପାରିବ ନାହିଁ କି ତୁମେ କିସ୍ କରି ପାରିବ ନାହିଁ ସେହିଥି ପାଇଁ ଯେତେ ବେଳେ ବି କିସ୍ କରିବା ପାଇଁ ଯିବେ ଆପଣ ମାନେ 15 ମିନିଟ୍ ପୂର୍ବ ରୁ ବ୍ରସ୍ କରିବା ସହିତ ପାଟି ତିନି ଠପା ଲେମ୍ବୁ ରସ ପକେଇ କରି ଯିବେ ।

ଦେଲେ ଆପଣ ମାନଙ୍କ ପାଟି ସତେଜ ଲାଗିବ , ଆଉ ଜାହା କରିବ ଚୁଟି ର ସ୍ମେଲ୍ ମାନେ ଚୁଟି ରେ ଭଲ ତେଲ ଲଗେଇ କରି ଯିବ ଏମିତି କରିବାର କାରଣ ହେଲା କି ଯେତେ ବେଳେ ତୁମେ କିସ୍ କରିବା ପାଇଁ ଯାଅ ତେବେ ସେହି ସମୟ ରେ ପ୍ରଥମ ସ୍ମଲ୍ ଟି ଆସେ ଚୁଟି ର ଏବଂ ତାହା ହିଁ ପାର୍ଟନର ଙ୍କୁ ଇମ୍ପ୍ରେସ୍ କରି ଥାଏ । ସେହି ପରି ଏହା ପରେ ଜାହା ରହିଛି ହାତ ର ମୁମେଣ୍ଟ ବହୁତ ସମୟ ରେ ଦେଖିବା ପାଇଁ ମିଳେ କି କିସ୍ କରିବା ସମୟ ରେ ହାତ ର ମୁମେଣ୍ଟ ହୋଇ ନ ଥାଏ ।

କେବଳ ପାର୍ଟନର ଙ୍କ ଗାଲ କୁ ଛୁଇଁବା ଏବଂ ତାଙ୍କର ପିଠି କୁ ସ୍ପର୍ଶ କରିବା ଜରୁରୀ ହେଲେ କେବେ ବି ଅଲଗା ପ୍ରକାରର ହରକତ୍ କରିବେ ନାହିଁ ମୋଟେ ବି ଶଭା ଦେବ ନାହିଁ ।ସେହି ପରି ଆଉ ଗୋଟିଏ କଥା ର ଧ୍ୟନ ଦେବାକୁ ପଡିବ ନା ଭଲ ଡ୍ରେସିଂ କରିବା ଦରକାର, ଯଦି ପୁରୁଣା ଡ୍ରେସ୍ ରହିଛି ତେବେ ଡିଓ ବ୍ୟବହାର କରି ଯିବ । ବହୁତ ଲୋକ ମାନେ ସାଇଲେଣ୍ଟ ରହି ଜାଇ ଥାନ୍ତି ।

ଏବଂ ସେହି ପରି ଭାବେ ବହୁତ ଲୋକ ମାନେ ଏମିତି ରହି ଥାନ୍ତି ଯେଉଁ ମାନେ ହରକତ୍ ବି କରି ଥାନ୍ତି ତେବେ ସେମିତି ବି କିଛି କରିବା କଥା ନୁହେଁ , ଏମିତି ରେ ଆପଣ ମାନେ ବହୁତ ସମୟରେ କିସ୍ କରିବା ପୂର୍ବ ରୁ ଥତକି ଜାଇ ଥାନ୍ତି ମାନେ ଆପଣ ମାନଙ୍କ ମନ ରେ ଡର ବସା ବାନ୍ଧି ଦେଇ ଥାଏ ସେମିତି କ୍ଷେତ୍ର ରେ ଆପଣ ମାନେ ଯଦି ନିଜ ପାର୍ଟନର ଙ୍କୁ ଜୋର ରେ ଧରିବେ ତେବେ ଆପଣ ମାନଙ୍କ ଏହି ଡର କିଛି ସମୟ ମଧ୍ୟ ରେ ହିଁ ଦୂର ହୋଇ ଥାଏ ଜାହା ପରେ ଆପଣ ମାନଙ୍କୁ ସାହାସ ମିଳେ କି ଆପଣ ମାନେ ତାଙ୍କ ସହିତ ।

ସେମିତି କିଛି କାମ କରି ପାରିବେ ବୋଲି କିସ୍ କରିବା ସମୟ ରେ କେବେ ବି ଅନ୍ୟ ସ୍ଥାନ ମାନଙ୍କ ରେ ହାତ ମାଗିବା ପାଇଁ ଚେଷ୍ଟା କରନ୍ତୁ ନାହିଁ ଜାହା ଫଳ ରେ ପାର୍ଟନର ଆପଣଙ୍କ ଉପରେ ରାଗିବେ ଏବଂ ଆପଣ ମାନଙ୍କୁ ନଜର ଅନ୍ଦାଜ୍ କରିବେ ହେଲେ ଯଦି ସେ ରାଜି ରହିଛନ୍ତି ତେବେ ଆପଣ ମାନେ କୈଣସି ବି କାମ କରି ପାରିବେ , ତେବେ ଆମର ଏହି ପୋଷ୍ଟ କେମିଲି ଲାଗିଲା କମେଣ୍ଟ କରି ଜଣେଇ ଦେବେ ।

Love To Share

Leave a Reply

Your email address will not be published. Required fields are marked *