ମା ପୁଅ ଙ୍କ ଜଘନ୍ୟ କାଣ୍ଡ! ବିଦା ହେଲେ ବର୍ଷା ଜାଣନ୍ତୁ କଣ ରହିଛି ସଂମ୍ପର୍ଣ୍ଣ ଘଟଣା

ବର୍ତମାନ ସମୟ ରେ ଓଲିଉଡ ର ସୁପର ଷ୍ଟାର ଅନୁଭବ ମହାନ୍ତି ଏବଂ ବର୍ଷା ଙ୍କ ବିବାଦ ସମଧାନ ହୋଇ ନାହିଁ । ତେବେ କଣ ସତ ରେ ବର୍ଷା ଙ୍କୁ ଅନୁଭବ ମହାନ୍ତି ଘରୁ ବାହାର କରି ଦେବେ । ସେମିତି ରେ ବର୍ଷା ଏବଂ ଅନୁଭବ ଙ୍କ ମଧ୍ୟ ରେ ତିକ୍ତତା ଲାଗି ରହି ଥିଲେ ମଧ୍ୟ ସେମାନେ ଅଲଗା ଅଲଗା ରହୁ ଛନ୍ତି ହେଲେ ବର୍ଷା ନିଶ୍ଚିତ ଭାବେ ଅନୁଭବ ଙ୍କ ଘରେ ରହୁଛନ୍ତି ହେଲେ କଣ ଅନୁଭବ ମହାନ୍ତି ବର୍ଷା ଙ୍କୁ ଘରୁ ବାହାର କରି ଦେବେ କଣ ରହିଛି ବର୍ତମାନ ସମୟ ର ଖବର ସେହି ବିଷୟ ରେ ଜାଣି ନେବା ,ତେବେ ଆମେ ଆପଣ ମାନଙ୍କୁ ଏହି ଠାରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚେଷ୍ଟା କରିବୁ ।

ସେମିତି ରେ ବର୍ଷା ଙ୍କ ଅଭିଯୋଗ ବିଷୟ ରେ ଯଦି କହିବା ସେ କହିଛନ୍ତି କି ଅନୁଭବ ମହାନ୍ତି ପ୍ରତି ଦିନ ରାତି ରେ ମଦ ପିଇ କରି ଶାରୀରିକ ଏବଂ ମାନଶୀକ ନିର୍ଜାତନା ଦେଉ ଥିଲେ ବୋଲି । ହେଲେ ଯଦି ସେ ଏହାର ବିରୋଧ କରନ୍ତି ତେବେ ଅନୁଭବ ମହାନ୍ତି ତାଙ୍କୁ ଘରୁ ବାହାର କରି ଦେବେ ବୋଲି ଧମକ୍ ଦେଇ ଥିଲେ । ଏବଂ ପରେ ଅନୁଭବ କହିଛନ୍ତି କି ବର୍ଷା ତାଙ୍କ ପରିବାର କୁ ମାରି ଦେବା ପାଇଁ ଚେଷ୍ଟା କରି ଥିଲେ । ମୁଁ ତାଙ୍କୁ କେମିତି ଭରସା କରିଛି ଏ ଜନ୍ମରେ ନୁହେଁ କି ଆଉ କେହି ଜନ୍ମ ରେ ନୁହେଁ

ସେମିତିରେ ବର୍ଷା ଙ୍କ କଥା ଉପରେ ଅନୁଭବ କହିଛନ୍ତି ଯଦି ବର୍ଷା ଘରେ ରହିବେ ଏବଂ ସଂମ୍ପର୍କ ଭାଙ୍ଗିବା ପାଇଁ ଚାହାଁନ୍ତି ନାହିଁ ତେବେ ସେ କେଉଁ ପରି ଭାବେ ଡିଭର୍ସ କଥା କହୁଛନ୍ତି ଏବଂ ଏତେ ଟଙ୍କା ବି ଦାବି କରୁଛନ୍ତି । ସେମିତି ରେ ଏହି ଦିନରେ ସୋସିଆଲ ମିଡ଼ିଆ ରେ ଅନୁଭବ ମହାନ୍ତି ଭୋଜନ କରୁ ଥିବାର କିଛି ଫୋଟ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଯେଉଁ ଥିରେ ଅନୁଭବ ମହାନ୍ତି ଏବଂ ତାଙ୍କର ପରିବାର ଲୋକ ମାନେ ନଜର ଆସୁ ଥିବା ବେଳେ କିନ୍ତୁ।

ବର୍ଷା ପ୍ରିୟଦର୍ଶନୀ ନଜର ଆସୁ ନାହାଁନ୍ତି ସେହିଥି ପାଇଁ ଏହାକୁ ନେଇ ବର୍ତମାନ ସମୟ ରେ ବର୍ଷା ଙ୍କ ଫେନ୍ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି କଣ ସତ ରେ ଅନୁଭବ ମହାନ୍ତି ବର୍ଷା ଙ୍କୁ ଘରୁ ବାହାର କରି ଦେଲେ , ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏଠାରେ କଣ ଲାଗୁଛି ଆପଣ ମାନଙ୍କୁ କଣ ଲାଗୁଛି ଆପଣ ମାନେ କମେଣ୍ଟ ରେ ଜଣାନ୍ତୁ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *