ମା ଲକ୍ଷ୍ମୀ ଟାଣି ହୋଇ ଆସନ୍ତି ଏବଂ ହୋଇଥାଏ ଧନର ବର୍ଷା ଯେଉଁ ଘରେ ସବୁଦିନ ଶୁଭେ ଶଙ୍ଖର ଧ୍ଵନି

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଶ୍ରୀକୃଷ୍ଣ ଙ୍କ ଅଅତି ପ୍ରିୟ ବସ୍ତୁ ହେଉଛି ବଇଁଶୀ ଏବଂ ଏହି ବଇଁଶୀ ର ଧ୍ୱନୀ ର ଅଥି ପ୍ରିୟ ହେଉଛି ରାଧା ଙ୍କର ତେବେ ଏହି ବଇଁଶୀ ସ୍ୱର କାନ ରେ ପଡିବା ମାତ୍ରେ ରାଧା ଟାଣୀ ହୋଇ ଆସନ୍ତି ଠିକ୍ ସେହି ପରି ବେଳେ ଶ୍ରୀ ବିଷ୍ଣ ଙ୍କର ପ୍ରିୟ ବସ୍ତୁ ହେଉଛି ସଂଙ୍ଖ ।ଏହା ମାଁ ଲକ୍ଷ୍ମୀ ଙ୍କ ର ଅତି ପ୍ରି୍ୟ ହୋଇ ଥାଏ ଯେଉଁ ଘରେ ସଂଙ୍ଖ ର ଧ୍ୱନୀ ସୁଣା ଜାଇ ଥାଏ ସେହି ଘର କୁ ମାଆ ଲକ୍ଷ୍ମୀ ଟାଣୀ ହୋଇ ଆସନ୍ତି । ସେହି ଘର ଧନ ଧାନ୍ୟ ରେ ପରିପୂର୍ଣ୍ଣ ହୋଇ ଥାଏ ।ଯେଉଁ ପରି କି ଭୂତ ପ୍ରେତ ପିସାଚ ମଧ୍ୟ ପଳାୟନ କରି ଥାନ୍ତି ଏବଂ ସମସ୍ତ ପ୍ରକାରର ରୋଗ ଜିବାଣୁ ନଷ୍ଟ ହୋଇ ଥାଏ

ଯେଉଁ ମାନେ ପ୍ରତ୍ଯେକ ଦିନ ଶଙ୍ଖ ବଜେଇ ଥାନ୍ତି ସେମାନଙ୍କର ଖନ୍ନା ଦୋଷ ଦୂର ହୋଇ ଥାଏ ଏବଂ ମୂଖ ର ଲାଳିମା ଉଜ୍ୱଳିତ ହୋଇ ଥାଏ ପ୍ରତି ଦିନ ଘରେ ସଂଙ୍ଖ ବଜେଇବା ଦ୍ୱାରା ଘରେ ଉଜ୍ୱଳତା ଏବଂ ନାକାରାତ୍ମକ ଶକ୍ତି ଦୂରେଇ ଯାଏ । ସେହି ଘରେ କେବେ ବି ଅଭାବ ଅନାଟନ ଦେଖା ଦିଏ ନାହିଁ କେବଳ ସେତିକି ନୁହେଁ ଯେଉଁ ଘରେ ପ୍ରତିଦିନ ସଂଙ୍ଖ ଧ୍ୱନୀ ସୁଣା ଯାଏ ସେହି ଘରେ ସମସ୍ତ ପ୍ରକାରର ନାକାରାତ୍ମକ ଶକ୍ତି ଦୂରେଇ ଜାଇ ଥାଏ । ସେହି ପରି ବେଳେ ସେହି ପରିବାର ସମସ୍ତ ଙ୍କର ଶାସ୍ୱୀକ ଭାବନା ଜାଗ୍ରତ ହୋଇ ଥାଏ ।

ଏହି ମାନେ ସବୁ ବେଳେ ଯେଉଁ ସ୍ଥାନ କୁ ଜାଆନ୍ତି ସେମାନଙ୍କୁ ସମ୍ମାନ ପ୍ରାପ୍ତି ହୋଇ ଥାଏ ଏମାନେ ସବୁ ସମୟ ରେ ଅନ୍ୟ ର ପ୍ରିୟ ହୋଇ ଥାନ୍ତି ତଥା ମାତା ଲକ୍ଷ୍ମୀ ଙ୍କର ଅତି ପ୍ରିୟ ହୋଇ ଥାନ୍ତି କହିବା ପାଇଁ ଗଲେ ସେହି ପରିବାର ରେ ସଦା ସର୍ବଦା ସୁଖ ଶାନ୍ତି ର ପ୍ରଭାବ ଦେଖିବା ପାଇଁ ମିଳେ ,ତେବେ ଆପଣ ମାନେ ବି ଯଦି ଘରେ ଏହି ଶଂଙ୍ଖ କୁ ରଖି ନାହାଁନ୍ତି ତେବେ ଆଜି ଠାରୁ ହିଁ ରଖନ୍ତୁ ଏବଂ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ କି ଘରେ ଶଙ୍କ ରହିବା ।

ଏହାକୁ ବଜେଇବା ଦ୍ୱାରା କେଉଁ ସବୁ ଫାଇଦା ଆମ ମାନଙ୍କୁ ହୋଇ ଥାଏ ସେହି ବନ୍ଧୁଗଣ ଆପଣ ମାନଙ୍କୁ ସୂଚନା ପ୍ରଦାନ କରିବା ପାଇଁ ଚାହିଁବୁ କି ବହୁତ ବଡ ବଡ ଡାକ୍ତର ମାନଙ୍କ କହିବା ଅନୁସାରେ ଶଙ୍ଖ ବଜେଇବା ଏବଂ ଏହାର ପ୍ରତ୍ୟୋକ ଦିନ ପ୍ରୋୟଗ କରିବା ଦ୍ୱାରା ମନ ରେ ଶାନ୍ତି ପବିତ୍ରା ତଥା ବହୁତ ଗୁଡିଏ ରୋଗ ରୁ ଆମକୁ ରକ୍ଷା ମିଳେ ଯଦି ପୋଷ୍ଟ ପସନ୍ଦ ଆସୁଛି ତେବେ ନିଶ୍ଚିତ ଭାବେ ସେୟାର କରିବେ ।

 

Love To Share

Leave a Reply

Your email address will not be published. Required fields are marked *