ବିବାହିତା ମହିଳାମାନେ ଏହିଦିନ ଧୁଅନ୍ତୁ ନାହିଁ ( ବାଳ ) – ଭୟଙ୍କର କଥା |

gdfhygjyfj

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାବଧାନ ହୋଇଯାନ୍ତୁ ଭୁଲ ରେ ବି ବିବାହିତା ମହିଳା ମାନେ ଏହି ସବୁ ଦିନ ରେ ନିଜର କେଶ ଧୁଅନ୍ତୁ ନାହିଁ । ଖାସ କରି କୁଆଁରି ଝିଅ କିମ୍ବା ବିବାହିତା ମହିଳା ମାନେ ଏହି ସବୁ ଦିନ ମାନଙ୍କ ରେ କେଶ ଦୋଉଥାନ୍ତି , ତେବେ ପରିବାର ରେ ଅଶାନ୍ତି ବଢିବା ସହିତ ସନ୍ତାନ ମାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଏହା ସହିତ ଆପମ ଙ୍କର ସ୍ୱାମୀ ଙ୍କୁ ମଧ୍ୟ ଅନେକ ସମସ୍ୟା ର ସାମ୍ନା କରିବା କୁ ପଡିଥାଏ । ହିନ୍ଦୁ ଶାସ୍ତ୍ରରେ ଆଜି ମଧ୍ୟ ବିଭିନ୍ନ ପରମ୍ପରା କୁ ଆଜି ମଧ୍ୟ ବିଶେଷ ଧ୍ୟାନ ଦିଆ ଯାଇଥାଏ । ବାହାଘର ଅନ୍ତିମ ସଂସ୍କାର ବ୍ୟତିତ ଅନେକ ପରମ୍ପରା ରହିଛି ଯାହା ଆଜି ମଧ୍ୟ ବିଦ୍ୟମାନ ହୋଇ ରହିଛିbfgn gjhm

ଏବଂ ଯାହାର ଅନୁ ସରଣ ଆଜିର ସମସ୍ତ ଭାରତୀୟ ପୁରୁଷ ଓ ମହିଳା ମାନେ ଏହାର ପାଳନ ମଧ୍ୟ କରିଥାନ୍ତି । ଏହି କର୍ମ ଅନୁସାରେ ବିବାହିତା ମହିଳା ମାନେ ମଧ୍ୟ କୈଣସି କାମ କରିବା ପୂର୍ବ ରୁ ଶୁଭ ଏବଂ ଅଶୁବ ବିଷୟ ରେ ଧ୍ୟାନ ଦେବା ଉଚିତ ଅଟେ ଏହା ମଧ୍ୟରୁ ମୁଣ୍ଡ ର କେଶ ସଫା କରିବା ର ଏକ ନିୟମ ରହିଅଛି । ଏହି ନିୟମ ନ ଜାଣି ଯଦି ମହିଳା ମାନେ ଏହି ସବୁ ଦିନ ମାନଙ୍କ ରେ ନିଜର କେଶ ସଫା କରୁଛନ୍ତି , ତେବେ ତାଙ୍କର ସ୍ୱାମୀ ଙ୍କ ଉପରେ ବିପଦ ଆସିବା ସହ ନିଜର ସନ୍ତାନ ମାନଙ୍କର ମଧ୍ୟ କ୍ଷତି ଘଟିପାରେ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଦିନ ମାନଙ୍କରେ ବିବାହିତା ମହିଳା ମାନେ ନିଜର କେଶ ଧୋଇବା ଉଚିତ ।ghghjmhgjkh

1. ବୁଧବାର ଦିନ ମାନଙ୍କ ରେ କୁଆଁରି ନାରୀ ମାନେ ଭୁଲ ରେ ବି ନିଜର କେଶ ଧୋଇବା ଅନୁଚିତ ୱ। କାରଣ ଆମର ଶାସ୍ତ୍ର ଅନୁସାରେ ଏହିସବୁ ଦିନ ମାନଙ୍କ ରେ ନାରୀ ମାନେ କେଶ ଧୋଇବା ଦ୍ୟାରା ତାଙ୍କର ଭାତୃ ମାନଙ୍କୁ ଅନେକ ଛୋଟ ବଡ ସମସ୍ୟାର ସମୁଖୀନ କରିବାକୁ ପଡିଥାଏ ।
2. ଗୁରୁବାର ଦିନ ମାନଙ୍କ ରେ କୌଣସି ବିବାହିତା ମହିଳା ମାନେ କେଶ ଧୋଇବା ଅନୁଚିତ ।

ନଚେତ ଏହା ଦ୍ୟାରା ସେମାନଙ୍କର ସ୍ବାମୀ ଙ୍କ ଆୟୁଷ କମିବା ବ୍ୟତୀତ ସେମାନ ଙ୍କ ଜୀବନ ରେ ଦୁଃଖ ପୀଡା ଭୋଗିବାକୁ ପଡିଥାଏ । ଏହା ବ୍ୟତୀତ ଗୁରୁବାର ଦିନ ନଖ ଏବଂ କେଶ କାଟିବା ଅନୁଚିତ ଅଟେ । ଏହା ବ୍ୟତୀତ ଏହି ଦିନ ରେ ଘର ସଫଉାୀ କରିବା ବ୍ୟାତୀତ ଲୁଗା ମଧ୍ୟ ସଫା କରନ୍ତୁ ନାହିଁ ନଚେତ ମାତା ଲକ୍ଷ୍ମୀ ଆପମ ଙ୍କ ଉପରେ କ୍ରଧୀତ ହୋଇ ପାରନ୍ତି । ଯାହା ଫଳ ରେ ଆପଣ ଙ୍କୁ ଦରିଦ୍ରତା ର ସାମ୍ନା କରିବାକୁ ପଡି ପାରେ ।bfgnghmhj

3. ଶେଷ ରେ ହେଉଛି ସୋମବାର , ଯଦି ଆପମ ଏହି ଦିନ ରେ ନିଜର କେଶ ଧୋଉଛନ୍ତି ତେବେ ଆପଣ ଙ୍କର ସନ୍ତାନ ମାନହ୍କର ଅମଙ୍ଗଳ ଘଟିପାରେ । ଏବଂ ଆପମ ଙ୍କ ର ପରିବାର କୁ ଅର୍ଥ କ୍ଷେତ୍ର ରୁ ସମସ୍ୟା ବହୁଳ ପରିମାଣ ରେ ଦେଖା ଦେବ, ତେଣୁ ଭୁଲ ରେ ବି ବିବାହିତା ମହିଳା ମାନଙ୍କୁ ଏହି ସବୁ ଦିନ ମାନଙ୍କ ରେ ମୁଣ୍ଡ ର କେଶ ଧୋଇବା ଅନୁଚିତ । ଯାହା ଦ୍ୟାରା ଆଣ ନିଜର ପରିବାର କୁ ବହୁତ ସମସ୍ୟା ଓ ଅସୁବିଧା ରୁ ରକ୍ଷା କରି ପାରିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *