ଓଡିଆ ଫିଲ୍ମ ଗାଇକା ଦିପ୍ତୀରେଖା ଙ୍କର ବିବାହ

tjyuklsrytr y

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କର ଅତି ପ୍ରିୟ ଅତି ନିଜର ମହିଳା ଗାଇକା ଦିପ୍ତୀରେଖା ଙ୍କୁ ତ ଆପଣ ମାନେ ସମସ୍ତେ ଜାଣିଥିବେ ଯାହା ଙ୍କୁ ସାରା ଓଡିଶା ର ଲୋକେ ପ୍ରତି ଘରେ ଘରେ ଜାଣିଛନ୍ତି ଲୋକ ମାନେ । ଦିପ୍ତୀରେଖା ତାଙ୍କର ଜୀବନ ଓଡିଆ ଜଗତ ର ଏକ ଛୋଟ ପରଦା ରୁ ଆରମ୍ଭ କରି ଆଜି ତାଙ୍କର ଏହି ବଡ ସ୍ଥାନ ଅଧିକାର କରି ପାରିଛନ୍ତି ସେ ପ୍ରଥମେ ଓଡିଆ ଜଗତ ର ଏକ ସିରିଏଲ ରୁ ଅଭିନୟ କରି ତାଙ୍କର ଜୀବନ ପଥର ଚଲା ପଥ ଆରମ୍ଭ କରିଥିଲେ । ବନ୍ଧୁଗଣ ମହିଳା ଗାଇକା ଦିପ୍ତୀରେଖା ଙ୍କ ର ଆଜି ବିବାହ ହୋଇଯାଇଛି ବନ୍ଧୁଗଣ ଦିପ୍ତୀରେଖା ହେଉଛନ୍ତିefge5rhyryytju

ଏକ ମଲ୍ଟିଟେଲେଣ୍ଟେଡ ମହିଳା ଯିଏକି ଓଡିଆ ଜଗତ ରେ ଅଭିନୟ କରିବା ସହ ବହୁତ ଭଲ ଗୀତ ମଧ୍ୟ ଗାଇ ପାରନ୍ତି ଆଉ ଦିପ୍ତୀରେଖା ମଧ୍ୟ ଗୀତ ରେ ସେ ସାରା ଓଡିଶା ବାସୀଙ୍କ ହୃଦୟ ରେ ଜାଗା ପାଇ ପାରିଛନ୍ତି ଆଉ ତାହା ବି ପୁଣି ବହୁତ କମ ସମୟ ରେ । ବନ୍ଧୁଗଣ ସେ ଓଡିଆ ପିଲ୍ମ କିମ୍ବା ଆଲବମ ରେ ଆପଣ ତାଙ୍କୁ ଗୀତ ଗାଉଥିବାର ଦେଖିଥିବେ ଏବଂ ଶୁଣିଥିବେ ଯାହା ଙ୍କର ଗୀତ ଶୁଣିବାକୁ ବହୁତ ଭଲ ଲାଗିଥାଏ ଏବଂ ସାରା ଓଡିଶା ବାସୀ ତାଙ୍କ ଗୀତ ର ଦିୱାନା ହୋଇଥାନ୍ତି । ସେ ପ୍ରଥମେ ତାଙ୍କ ର କେରିୟର ଓଡିଆ ସିରିଏଲ ରାଜକନ୍ୟା ରୁ ଦିପ୍ତୀରେଖା ଆରମ୍ଭ କରିଥିଲେ ।grsthjtdujkuy

ଦିପ୍ତୀରେଖା ଯିଏକି ଏବେ ବହୁତ ଭଲ ମହିଳା ଗାୟୀକା ଭାବେ ବହୁତ ପରିଚିତ । ବନ୍ଧୁଗଣ ଗତ କାଲି ତାଙ୍କର ବିବାହ ସରି ଯାଇଛି ସେ ଖୋର୍ଦ୍ଧା ର ଏକ ବଡ ବିଜେନସ ମ୍ୟାନ ଙ୍କୁ ସେ ବିବାହ କରିଛନ୍ତି ଯାହା ଙ୍କ ର ନାମ ହେଉଛି ସମ୍ୟରଞ୍ଜନ । ବନ୍ଧୁଗଣ ପ୍ରଶ୍ନ ଉଠୁଚି କି ଦିପ୍ତୀରେଖା ହଠାତ୍ ଏହି ମହାମାରୀ ସମୟ ରେ ବିବାହ ବନ୍ଧନ ରେ କାହିଁକି ବାନ୍ଧି ହୋଇଗଲେ ଯଦିବା ସେ ସରକାର ଙ୍କର ଗାଇଡ ଲାଇନ ଙ୍କୁ ପାଳନ କରି ବିବାହ କରିଥିଲେ କିନ୍ତୁwegtrhjtyur

ସେ ତାଙ୍କର ଫ୍ୟାନ ଫୋଲଅର୍ସ ମାନଙ୍କୁ ଏ ବିଷୟ ରେ କିଛି ନ ଜଣାଇ ହଠାତ ଏମିତି ବିବାହ କରିବା ପଛର ରହସ୍ୟ କିଛି ଜଣା ପଡି ନାହିଁ ଏ ପର୍ଯ୍ୟନ୍ତ । ଦିପ୍ତୀରେଖା ଙ୍କ ବିବାହ ରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମା ନନ୍ଦ ଙ୍କ ସମେତ ସମସ୍ତ ଏଡିଆ ଜଗତ ର କଳାକାର ତାଙ୍କ ବିବାହ ର ଶୁଭ ଅବସର ରେ ଯୋଗ ଦେଇଥିଲେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *