କେଶକୁ ରଶି ଭଳି ମଜଭୁତ ବନାନ୍ତୁ |

fgjghkhjklj

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନେକ ଲୋକେ ପଚାରିଥାନ୍ତି କେଶ କୁ ସୁନ୍ଦର କରିବା ପାଇଁ କେଶ କୁ ଘନ କରିବା ପାଇଁ କେଶ କୁ ମଜବୁତ କରିବା ପାଇଁ କେଶ କୁ ମୋଟା କରିବା ପାଇଁ କେଶ କୁ ଚମକାଇବା ପାଇଁ ତେବେ ବନ୍ଧୁବଣ ଆଜି ଆମେ ଆପଣ ଙ୍କ ପାଇଁ ଏମିତି କିଛି ଜିନିଷ ନେଇ ଆସିଛୁ ଯାହାକୁ ଆପଣ ବହୁତ ସହଜ ଉପାୟ ରେ ଆପଣ ଙ୍କର କେଶ ରେ ଲଗାଇ ଆପଣ ଆପଣ ଙ୍କର କେଶ କୁ ସୁନ୍ଦର କରିବା ପାରିବେ ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଲୋକ ମାନେ ନିଜର କେଶ କୁ ଯତ୍ନ ନେବା ପାଇଁ ବଜାର ରେ ମିଳୁଥୁବା ବହୁତ ପ୍ରକାର ର ଔଷଧ ବ୍ୟବାହାର କରୁଛନ୍ତି ଆଉ ଯାହାର ଦାମ ବହୁତ ଟଙ୍କା ହୋଇଥିବାରୁ ତାହା ସାଧାରଣ ଲୋକ ଙ୍କ ପକ୍ଷରେ କଣିବା ସମ୍ଭବ ହେଇନଥାଏ ତେବେ ବନ୍ଧୁଗଣ ଆପଣ wdfwetfergtr

ଏଥିପାଇଁ ଆଦୁ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଆମେ ଆପଣ ଙ୍କ ପାଇଁ ବହୁତ କମ୍ ଦାମ ରେ କେମିତି ଆପଣ ଆପଣଙ୍କର କେଶ ର ଯତ୍ନ ନେଇ ପାରିବେ ଆମେ ଆପଣ ମାନଙ୍କୁ ସେହି ବିଷୟ ରେ କହିବୁ ତେବେ ବନ୍ଧୁଗଣ ଆପଣ ମାନେ ସମସେତେ ଆଲୋବେରା କଣ ଜାଣିଥିବେ ଆଉ ଆପଣ ଙ୍କ ଘରେ ସେହି ଆଲୋବେରା ଗଛ ଯଦି ନହିଁ ତେବେ ଆପଣ ପ୍ରଥମେ ସେହି ଆଲୋବେରା ଗଛ କୁ ଲଗାନ୍ତୁ କାରଣ ଏହି ଆଲୋବେରା ହିଁ ଆପଣ ଙ୍କ ର ବହୁତ କାମ ରେ ଲାଗିବ

ଏହି ଆଲୋବେରା କୁ କିଏ ନିଜର ଫେସ କୁ ଚମକାଇବା ପାଇଁ ତାର ଫେସ ରେ ଲଗାଇଥାଏ ତ ଏହାକୁ ଆଉ କିଏ ଜୁସ କରି ପିଇଥାଏ କାରଣ ଏଥିରେ ବହୁତ ପ୍ରକାର ର ଔଷଧୀୟ ଗୁଣ ରହିଥାଏ ତେଣୁ ଏହା ଆପଣ ପ୍ରଥମେ ଆଣି ତାର ଚୋପା କୁ କାଢି ଦିଅନ୍ତୁ ଆଉ ଏହା ପରେ ସେହି ଜେଲି ଭଳି ରହିଥିବା ଅଶଂ କୁ ଆପଣ ଭଲ ଭାବରେ ପେଶୀ ଦିଅନ୍ତୁ ତାପରେ ସେହି ରସ କୁ ଆପଣ ଆପଣ ଙ୍କର ମୁଣ୍ଡ ର କେଶafdsgfjgf

ରେ ବ୍ୟବହାର କରନ୍ତୁ ଆଉ ଆପଣ ଙ୍କର କେଶ ସୁଖିବା ପରେ ଆପଣ ତାକୁ ଥଣ୍ଡା ପାଣି ରେ ଧୋଇଦିଅନ୍ତୁ ଏହି ପାରି ଭାବରେ ଆପଣ ପ୍ରତେୟକ ସପ୍ତାହ ରେ ଥରେ କରନ୍ତୁ ଏଭଳି କରିବା ଦ୍ୟାରା ଆପଣ ଙ୍କର ରେଶ ମଜବୁତ ହୋଇଥାଏ ଏବଂ ତାହା ସହିତ ଆପଣ ଙ୍କ ର କେଶ ସାଇଂନିଙ୍ଗ କରିବ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *