ମହିଳା ମାନଙ୍କର ଏହି ଅଙ୍ଗ ର ବାଳ ଆପଣଙ୍କୁ କରିବ ଧନୀ ଆଜି ହିଁ କରନ୍ତୁ ଏହି ଉପାୟ

ବନ୍ଧୁଗଣ ନାରୀ ମାନଙ୍କ କେଉଁ ଅଙ୍ଗ ର ବାଳ ନିଜର ମୋନି ପର୍ସ ସିନ୍ଦୁକ , ଦୋକାନ ବ୍ୟବସାୟ ରେ ଡ୍ରୋୟାର ରେ ରଖିଲେ ଧନ ର ଆଗମନ ହୋଇ ଥାଏ କି ଜଣେ କାଙ୍ଗାଳ କୁ ବି ଧନ ବାନ କରି ଦେଇ ଥାଏ , ତେବେ ନାରୀ ମାନଙ୍କ ସେହି ଅଙ୍ଗ କେଉଁ ଅଙ୍ଗ ଜାହାକି ଏତେ ଭାଗ୍ୟ ଶାଳୀ ହୋଇ ଥାଏ , ତେବେ ଆସନ୍ତୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା , ଯଦି କେବେ କୈଣସି ଗରିବ ଧନବାନ ହେବାକୁ ଚାହୁଁ ଥାଏ । ତେବେ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଏହି ଅମୂଲ୍ୟ ନୀତି ପାଳନ କରିବା ଜରୁରୀ ଅଟେ। ଏମିତି ରେ ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ନାରୀ ମାନଙ୍କର ସମସ୍ତ ଅଙ୍ଗ ପବିତ୍ର ହୋଇ ଥାଏ , ତେବେ ସବୁଠୁ ବେଶୀ ଅମୂଲ୍ୟ ଏବଂ ପବିତ୍ର ହୋଇ ଥାଏ ଗୋଟିଏ ଚରିତ୍ର ବତୀ ନାରୀ ର ଗୋଟିଏ ବାଳ । ସେମିତି ରେ ତାଙ୍କ ମତ ରେ ସେହି ନାରୀ ଗୋଟିଏ ଅଙ୍ଗ ର ବାଳ ଏତେ ଚମତ୍କାରୀ ହୋଇ ଥାଏ କି ଗରିବ କୁ ବି ଧନୀ କରେଇ ଦେଇ ଥାଏ , ଧର୍ମ ଶାସ୍ତ୍ର ଅନୁସାରେ ନାରୀ ର ସବୁ ଅଙ୍ଗ ପବିତ୍ର ହୋଇ ଥାଏ , କିନ୍ତୁ ନାରୀ ର ଆଖିର ପଲକ ଅଧିକ ପବିତ୍ର ହୋଇ ଥାଏ । ତେବେ ସେହି ପବିତ୍ର ଅଙ୍ଗ ହେଲା ତାଙ୍କର ପଲକ । ଏବଂ ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତ ରେ ସେହି ପବିତ୍ର ନୀରୀ ମାନଙ୍କର ଆଖିର ପଲକ ର ବାଳ କୁ ନେଇ ଆପଣ ମାନେ ମୋନି ପର୍ସ ,ସିନ୍ଦୁକ  ଦୋକାନ ବ୍ୟବସାୟ ରେ ଡ୍ରୋୟାର ରେ ରଖିଲେ ଧନ ର ଆଗମନ ହୋଇ ଥାଏ ସ ଏବଂ ଜାହା ଫଳ ରେ ଗୋଟିଏ କାଙ୍ଗାଳ ବି ଧନ ବାନ୍ ହୋଇ ଥାଏ । ତେବେ ଆପଣ ମାନେ ସେହି ବାଳ କୁ ଲାଲ୍ ରଙ୍ଗ ର କପଡା ରେ ଗୁଡାଇ କରି ସେହି ସ୍ଥାନ ରେ ରଖିବା ଦରକାର , ତେବେ ଆପଣ ମାନଙ୍କୁ ଏହାର ଚମତ୍କାର ଦେଖିବା ପାଇଁ ମିଳିବ ଏମିତି ରେ ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି କୁହାଯାଏ । କି ଯଦି ଆପଣ ମାନଙ୍କ ଘରେ ବାସ୍ତୁ ଆଦି ସମସ୍ୟା ଦେଖିବା ପାଇଁ ମିଳୁଛି ଏବଂ ଆପଣ ମାନଙ୍କ ଘରେ ଧନ ର ଅଭାବ ସବୁ ସମୟ ରେ ଦେଖିବା ପାଇଁ ମିଳୁଛି ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନେ ଏହି ସବୁ ଉପାୟ ରେ ନିଜ ଘର କୁ ପରିବର୍ତନ କରିବା ସହିତ ପବିତ୍ର ମହିଳା ମାନଙ୍କ ଆଖି ର ପଲକ ର ବାଳ ରେ ଆପଣ ମାନେ ନାକାରାତ୍ମକ ଶକ୍ତି ଆଦି କୁ ଆପଣ ମାନେ ନିଜ ଘରୁ ଭଗେଇ ପାରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *