ଘରେ ଲଗାଉଛନ୍ତିକି କ୍ୟାଲେଣ୍ଡର ସାବଧାନ ଏପରି ଭୁଲ କରନ୍ତୁ ନାହି |

calendar at home

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ କହିବୁ କି ଘରେ ଲଗା ଜାଉ ଥିବା କ୍ୟଲେଣ୍ଡର ବିଷୟ ରେ ସେମିତି ରେ ଆପଣ ମାନେ ଜାଣି ଥିବେ ଗୋଟିଏ ବର୍ଷ ଶେଷ ହେବା ପରେ ଆଉ ଗୋଟିଏ ବର୍ଷ ଆରମ୍ଭ ହୋଇଥାଏ । ଯେମିତି କି ବର୍ତମାନ ସମୟ ରେ 2021 ଶେଷ ହେବାକୁ ଜାଉଛି ଏବଂ 2022 ଆରମ୍ଭ ହେବ ଏମିତି ବେଳେ ଆମେ ମାନେ ଘର କୁ ନୂଆ କେଲେଣ୍ଡର ଆଣିଥାନ୍ତି ଘରେ ସେମିତି ହିଁ ପୁରୁଣା କ୍ୟଲେଣ୍ଡର ରହି ଥାଏ ସେମିତି ରେ ସେହି ପୁରୁଣା କ୍ୟଲେଣ୍ଡର ରେ କିଛି ଭଗବାନ ଙ୍କ ଫୋଟ ଆଦି ରହି ଥିବା ବେଳେ ଆମେ ମାନେ ସେହି କ୍ୟଲେଣ୍ଡର କୁ ଘରୁ ବାହାରେ ପକେଇ ନ ଥାଉ ହେଲେ କଣ ଆପଣ ମାନେ ଜାଣି ଛନ୍ତି ବାସ୍ତୁ ଶାସ୍ତ୍ର ହିସାବ ରେ ପୁରୁଣା କ୍ୟଲେଣ୍ଡର କୁ କାନ୍ଥ ରେ ଟଙ୍ଗେଇ ରଖିବା ବହୁତ ଅଶୁଭ ଅଟେ ।

calendar

ତେବେ ଆସନ୍ତୁ ଏହି ବିଷୟ ରେ ଆପଣ ମାନଙ୍କୁ କହିବୁ କି ଏହି ସବୁ କ୍ୟଲେଣ୍ଡର କୁ କଣ କରିବା ଉଚିତ୍ । ତେବେ ବନ୍ଧୁଗଣ ଘରେ ପୁରୁଣା କ୍ୟଲେଣ୍ଡର ରଖିଲେ ଆପଣ ମାନଙ୍କ ଜିବନ ରେ ଆସୁ ଥିବା ସଫଳତା ବହୁତ ପରିମାଣ ରେ କମ୍ ହୋଇ ଯାଏ ସେଥି ପାଇଁ ସବୁ ବେଳେ ପୁରୁଣା କ୍ୟଲେଣ୍ଡର କୁ କାନ୍ଥ ରୁ ନିଶ୍ଚିତ ହଟେଇ ଦିଅନ୍ତୁ ।

ବାସ୍ତୁ ଶାସ୍ତ୍ର ଅନୁସାରେ କ୍ୟଲେଣ୍ଡର କୁ କେଉଁ ଦିଗ ରେ ଲଗେଇବେ ସେହି ବିଷୟ ରେ ଜାଣି ନେବା ସବୁ ସମୟରେ କ୍ୟଲେଣ୍ଡର କୁ ପୂର୍ବ ପଶ୍ଚିମ ଏବଂ ଉତ୍ତର ଦିଗ ରେ ଲଗାନ୍ତୁ ଏହାକୁ ବହୁତ ଶୁଭ ବୋଲି ମନା ଜାଇ ଥାଏ ।

ଯଦି ଆପଣ ମାନେ ଘର ର ପୂର୍ବ ରେ କ୍ୟଲେଣ୍ଡର ଲଗାଉଛନ୍ତି ତେବେ ଏହି ଥିରେ ଆପଣ ମାନଙ୍କ ଜିବନ ର ସଫଳତାର ଚାବି ଖୋଲି ଯାଏ ,ଆପଣ ମାନଙ୍କ ଜାତକ ରେ ସୂର୍ଯ୍ୟ ଙ୍କର ସ୍ଥିତି ଭଲ ରହି ଥାଏ ଯେଉଁ ବ୍ୟକ୍ତି ଙ୍କ ଜାତକ ରେ ସୂର୍ଯ୍ୟ ଙ୍କର ସ୍ଥିତି ଭଲ ରହି ଥାଏ ତେବେ ସେମିତି ବେଳେ ଆପଣ ମାନଙ୍କୁ ସମାଜ ରେ ପ୍ରତିଷ୍ଟା ମିଳି ଥାଏ ।

odia calendar

ଯଦି ଆପଣ ମାନେ ଉତ୍ତର ଦିଗ ରେ କ୍ୟଲେଣ୍ଡର କୁ ଲଗାଉଛନ୍ତି । ତେବେ ଏହା ଆପଣ ମାନଙ୍କ ପରିବାର ରେ ସୁଖ ସମୃଦ୍ଧି ମାନ ବଢେଇ ଥାଏ । ଧ୍ୟନ ରଖିବେ କ୍ୟଲେଣ୍ଡର ରେ ସବୁଜ ରଙ୍ଗ ଥିବା ନିହାତି ଆବଶ୍ୟକ ଅଟେ ହେଲେ କେବେ ବି ଘର ର ଦକ୍ଷିଣ ଦିଗ ରେ ଏହି କ୍ୟଲେଣ୍ଡର କୁ ଲଗାଇ ବେ ନାହିଁ । ଯଦି ଏମିତି କରିବେ ତେବେ ଆପଣଙ୍କର ସବୁ କାର୍ଯ୍ୟ ବିଫଳ ହୋଇ ଥାଏ । କ୍ୟଲେଣ୍ଡର ଲଗାଇବା ସମୟ ରେ ଏହା ବି ଧ୍ୟନ ରଖିବାର ରହିଛି ସେଥିରେ କୈଣସି ବି ହିଂଶ୍ରାଆଦି ପଶୁ ଙ୍କର ଫୋଟ ନ ରହିବା ଦରକାର ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *