ଆଜି ବହୁତ ସୁନ୍ଦର ଏବଂ ହଟ୍ ହୋଇ ସାରିଛନ୍ତି ମହାରାଣା ପ୍ରତାପ୍ ର ବାଳ ଅଭିନେତ୍ରୀ ଦେଖନ୍ତୁ ଫୋଟ

ବନ୍ଧୁଗଣ ଫିଲ୍ମ ଏବଂ ସିରିଏଲ ରେ ବାଳ କଳାକାର ମାନଙ୍କ ସବୁ ବେଳେ କ୍ରେଜ୍ ରହିଛି , ଯେଉଁ ପରି ଲୋକ ମାନେ ଫିଲ୍ମ ରେ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ଦେଖା କରି ଥାନ୍ତି , ସେହି ପରି ଭାବେ ଏହି ଚାଇଲ୍ଡି କଳାକାର ମାନେ ନିଜର ଅଭିନୟ ରେ ଲୋକ ମାନଙ୍କ ହୃଦୟ ରେ ସ୍ଥାନ ବନେଇଛନ୍ତି , ଆମେ ଆଜି ଆପଣ ମାନଙ୍କୁ ଏମିତି ଜଣେ ବାଳ କଳାକାର ଙ୍କ ବିଷୟ ରେ କହିବା ପାଇଁ ଯାଉଛୁ ଜାହାକୁ ସନି ଟିଭି ର ସୋ ବୀର ପୂତ୍ର ପ୍ରତାପ୍ ର ଦେଖିବା ପାଇଁ ମିଳି ଥିଲା , ଯେଉଁ ଠାରେ ବାଳ କଳାକାର ଅଭିନେତ୍ରୀ ଭାବେ ରାନୀ ଅଜବ୍ଜି ଙ୍କ ଭୂମିକା ରେ ରହି ଥିଲେ । ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ରାନୀ ଅଜବ୍ଜି ଙ୍କ ଭୂମିକା ରେ ରହି ଥିବା ଏହି କଳାକାର ଙ୍କ ନାମ ରୋସ୍ନୀ ବାଲିଆ ଅଟେ , ଏବଂ ମହାରାଣା ପ୍ରତାପ୍ ପରେ ପରେ ରୋସ୍ନୀ ବାଲିଆ ଲମ୍ଭା ସମୟ ଯାଏ ଗାୟେବ୍ ହୋଇ ଜାଇ ଥିଲେ , ସେ ନିଜର ପାଠ ପଢା ସହିତ ଅଭିନୟ ବି କରି ଥିଲେ , ଏବଂ ବର୍ତମାନ ସମୟ ରେ ତାଙ୍କର ସ୍କୁଲ ଶିକ୍ଷା ସେଷ ହୋଇ ସାରିଛି , ଏବଂ ରୋସ୍ନୀ ବାଲିଆ ଆଜି ବହୁତ ବଡ ବି ହୋଇ ସାରିଛନ୍ତି , ଏବଂ ବହୁତ ସୁନ୍ଦର ବି ଦେଖା ଜାଇ ଥାନ୍ତି ।  ବର୍ତମାନ ସମୟ ରେ ତାଙ୍କର ସଂମ୍ପର୍ଣ୍ଣ ଧ୍ୟନ ତାଙ୍କର ଆସୁ ଥିବା ଫିଲ୍ମ କେରିଅର ରେ ରହିଛି , ରୋସ୍ନୀ ବାଲିଆ ବହୁତ ଟିଭି ସୋ ଏବଂ ଫିଲ୍ମ ସହିତ ବହୁତ ଟିଭି ବିଜ୍ଞ୍ୟାପନ ରେ କାମ କରିଛନ୍ତି । ଏବଂ ତାଙ୍କର ପ୍ରଥମ ସିରିଏଲ ମହା ରାଣା ପ୍ରତାପ୍ ରେ ରାଣୀ ଅଜବ୍ଦି ପାଇଁ ବେଷ୍ଟ ଆୱର୍ଡ ବି ମିଳି ସାରିଛି , ଏବଂ ପରେ ପରେ ସେ ବଲିଉଡ ଫିଲ୍ମ ମାଇ ଫ୍ରେଣ୍ଡ ଗଣେଷ , ମଛ୍ଲି ଜଲ୍ଲ କି ରାନୀ ରେ ବି କାମ କରି ଥିବାର ଦେଖିବା ପାଇଁ ମିଳି ଥିଲା ।ରୋସ୍ନୀ ବାଲିଆ ଙ୍କ ଜନ୍ମ 20 ସେପ୍ଟେମ୍ବର 2001 ରେ ହୋଇ ଥିଲା ଏବଂ ସେ ଉତ୍ତର ପ୍ରଦେଶ ର ଇହ୍ଲା ବାଦ୍ ରେ ହୋଇ ଥିଲେ । ଏବଂ ବର୍ତମାନ ସମୟ ରେ ସେ 19 ବର୍ଷ ର ହୋଇ ସାରିଛନ୍ତି , ଏବଂ ନିଜର ଫିଲ୍ମ କେରିଅର ବନେଇବା ପାଇଁ ସେ ମୁମ୍ବାଇ ରେ ନିଜର ମାଆ ଏବଂ ଭଉଣୀ ଙ୍କ ସହିତ ରହୁଛନ୍ତି , ସେମିତି ରେ ସେ ବର୍ତମାନ ସମୟ ରେ ଅଭିନୟ କରିବା ସହିତ ବିଭିନ୍ନ ପ୍ରକାରର ଏଡ୍ ରେ କାମ କରୁ ଥିବାର ଦେଖିବା ପାଇଁ ମିଳନ୍ତି , ଏବଂ ଇନଷ୍ଟା ଗ୍ରାମ୍ ରେ ତାଙ୍କର ବର୍ତମାନ ସମୟ ରେ ବହୁତ ଫେନ୍ସ ଏବଂ ଫୋଲଇଁ ରହି ଥିବା ବେଳେ ତାଙ୍କର ଅଭିନୟ ଆପଣ ମାନଙ୍କୁ କେତେ ପସନ୍ଦ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରିବେ ।

Love To Share

Leave a Reply

Your email address will not be published. Required fields are marked *