ଲାକଡାଉନ୍ ବଡ଼ ଖବର-କାଳିଠୁ ଦେଶରେ ବଦଳିଯିବ ୧୦ ଟି ବଡ଼ ନିୟମ।ଜାନୁଆରୀ 20 ରୁ ସବୁ ବଦଳିବ ଭିଡ଼ିଓ ଶୀଘ୍ର ଦେଖନ୍ତୁ।

ffghnfgjgj

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଆସିଲା ଦେଶ ର 10 ଟି ବଡ ନିୟମ ଶି୍ର ଜାଣି ନିଅନ୍ତି ନ ହେଲେ ପଛ ରେ ଆପଣ ଅସୁବିଧା ରେ ପଡି ପାରନ୍ତି ତେବେ ପ୍ରଥମ ନିୟମ ହେଉଛି ଚେକ ପେମେଣ୍ଟ ସୁଚିତ 20 ଜାନୁଆରୀ 2021 ରି ଚେକ ପେମେଣ୍ଟ ସମ୍ପର୍କିତ ନିୟମ ବଦଳି ଯିବ ସକରାତ୍ମକ ପୈଠ ବ୍ୟବସ୍ଥା ଅନୁସାରେ ଚେକ ଜରିଆରେ 50 ହଜାର ଟଙ୍କା ବା ଏଥିରୁ ଅଧିକ ପେନେଣ୍ଟ ରେ ଏଥିରୁ ଜରୁରୀ ସୁଚନା ରୁ ପୁଣି କନଫର୍ମ କରିବା କୁ ପଡିବ ତେବେ ଏହା ଏକାଉଣ୍ଟ ଧାରୀ ଙ୍କ ଉପରେ ନିର୍ଭର କରେକି ସେ ଏହି ସୁବିଧା ର ଫାଇଦା ନେବେ କି ନାହିଁ ମିୟମ ନଂ 2 କଣ୍ଟାକ ଲେସ କାର୍ଡ ନେଣଦେଣ ଭାରତୀୟ ରିଜର୍ଭ ବ୍ୟାଙ୍କ କଣ୍ଟାକ ଲେସ କାର୍ଡ ନେଣଦେଣ ର ସୀମା 2000 ରୁ ବୃଦ୍ଧି କରି 5000 କରି ଦେଇଛିdcxbvgnhvn

ଏହା 20 ଜାନୁଆରୀ 2021 ରୁ କାର୍ଯ୍ୟ କାରୀ ହେବ ଡେବିଟ ଏବଂ କ୍ରେଡିଟ କାର୍ଡ ରୁ ଆପଣ 5000 ଟଙ୍କା ପର୍ଯ୍ୟନ୍ତ ନେଣଦେଣ ପାଇଁ ପିନ ଦେବାକୁ ପଡିବ ନାହିଁ ନିୟମ ନଂ 3 ମହଙ୍ଗା ହୋଇଯିବ କାର ଓଟୋମୋବାଇଲ ମାନେ 2021 ରୁ ନିଜର ଅନେକ ମଡେଲ ର ଦାମ ବଢାଇବାକୁ ଯଆଉଛନ୍ତି ଏହା ପରେ କାର ର ଦାମ ମହଙ୍ଗା ହୋଇଯିବ ବର୍ତ୍ତମାନ ସୁଦ୍ଧା ମାରୁତି ମହିନ୍ଦ୍ରା ରେନୋ ଓଏମଜୀ କାର କମ୍ପାନୀ ମାନେ ନିଜର କାର ର ମୂଲ୍ୟ ବଢାଇବା ପାଇଁ ଘୋଷଣା କରିଛନ୍ତି । ନିୟମ ନଂ 4 ଫାସଟେଗ୍ ନଗୈଇୂୃବୈ ବୈଧ୍ୟତା ମୂଳକ ତେଣୁ କରି20 ଜାନୁଆରୀ ଠାରୁ 2021 ରୁ ସମସ୍ତ ଚାରି ଚକିଆzzxvxvcbvvcb

ଯାନ ରେ ଫାସଟେଗ୍ ଲଗାଇବା ବଧ୍ୟତା ମୂଳକ କରି ଦେଇଛନ୍ତି ବିନା ଫାସଟେଗ୍ ରେ ଜାତୀୟ ରାଜ ପଥ ଟୋଲ ଗେଟ ପାର ହେଲେ ତାଳକ ଙ୍କୁ 2 ଗୁଣ ଚାର୍ଡ ଦେବାକୁ ପଡିବ ବରତ୍ତମାନ ସମସ୍ତ ଟୋଲ ପ୍ଲାଜା ରେ 80 ପ୍ରତିଶତ ଫାସଟେଗ୍ ଓ 20 ପ୍ରତିଶତ ଲାଇନ ରେ ବ୍ୟବହାର କରାଯାଉଛି ନିୟମ ନଂ 5 ଲେଣ୍ଡ ଲାଇମ ରୁ ମୋବାଇଲ କୁ କଲ୍ କଲେ ଲଗାଇବାକୁ ପଡିବ ଶୂନ୍ୟ ଯଦି ଆପଣ 20 ଜାନୁଆରୀ ପରେ ଲ୍ୟାଣ୍ଡ ଲାଇନ ରୁ ମୋବାଇଲ କୁ କଲ୍ କରୁଛନ୍ତିssdgfdhgj

ତେବେ ଆପଣ ଙ୍କୁ ଶୂନ୍ୟ ବ୍ବହାର କରିବା ପାଇଁ ପଡିବ ନ ହେଲେ ଆପଣ ଙ୍କ କଲ ଲାଗିବ ନାହିଂ ନିୟମ ନଂ 6 ମିଉଚୁଆଲ ଫଣ୍ଡ ନିବେଶ ବଜାର ପାଇଁ ବଦଳିଲା ନିୟମ ଆସେଟ ଏଲାଉକେଶନ ର ନିୟମ ପରିବର୍ତ୍ତନ କରିଛି ନୂଆ ନିୟମ ଅନୁସାରେ ଏବେ ଫଣ୍ଡ ର 75 ପ୍ରତିଶତ ଭାଗ ଇକୁୟିଟି ରେ ନିବେଶ କରିବା ଜରୁରୀ ହେବ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *