ଶ୍ରୀକୃଷ୍ଣ କୁହନ୍ତି ଖରାପ ସମୟରେ ଏହି ଦୁଇଟି କାମ ନିଶ୍ଚିତ କରନ୍ତୁ ଜୀବନରେ କେବେ ବି ଦୁଃଖୀ ରହିବେ ନାହିଁ ।

Krishna

ବନ୍ଧୁଗଣ ସେମିତି ରେ ବହୁତ ଲୋକ ମାନେ କୁହନ୍ତି କି ମୋର ର ସମୟ ଖରାପ ଚାଲିଛି । ମୁଁ ଜାଣି ପାରୁନି କଣ କରିବି ବୋଲି କେମିତି ମୋର ଖରାପ ସମୟ କୁ ଭଲ ସମୟ ରେ ପରିବର୍ତନ କରିବି । ସତ୍ୟ ଏହା ଅଟେ କି ଆପଣ ମାନଙ୍କୁ 2 ଟି ଜିନିଷ ଖରାପ ସମୟରେ କହିବା ଉଚିତ୍ ସେମିତି ରେ ଶ୍ରୀକୃଷ୍ଣ ଭାଗବତ ଗୀତା ରେ ଅର୍ଜୁନ କୁ କହିଥିବା ଏହି ଖରାପ ସମୟ ବିଷୟ ରେ ଆମେ ଏଠାରେ ଜାଣିବା ।

krishan

ଶ୍ରୀକୃଷ୍ଣ ଭାଗବତ ଗୀତା ର 22 ନଂ ଅଧ୍ୟୟ ରେ କୁହନ୍ତି ଯେଉଁ ବ୍ୟକ୍ତି ମାନେ ମୋ ଉପରେ ମନ ଲଗେଇ ଥାନ୍ତି। ମୋର ଧ୍ୟନ କରିଥାନ୍ତି ମୁଁ ସେମାନଙ୍କୁ ସେହି ଜିନିଷ ପ୍ରଦାନ କରେ ଜାହା ତାଙ୍କ ପାଖରେ ନ ଥାଏ । ଏବଂ ଏହା ସେହିଥି ପାଇଁ ବହୁତ ଜରୁରୀ ଅଟେ କି ଆପଣ ମାନେ ଖରାପ ସମୟ ରେ କେବେ ବି ଭଗବାନ ଙ୍କ ଠାରୁ ଦୂରେଇ ରୁହନ୍ତୁ ନାହିଁ ।

ଏବଂ ଦ୍ୱତୀୟ କାମ ବିଷୟ ରେ ଜାଣିବା ପାଇଁ ଆପଣ ମାନେ ଏହି କାହାଣୀ କୁ ଭଲ ଭାବେ ପଢନ୍ତୁ । ସେମିତି ରେ ଗୋଟିଏ ଗାଁ ରେ ଏକ କୃଷକ ଥିଲା ଯିଏ ବହୁତ ଭଲ ସ୍ୱଭାର ଥିଲା ଜାହାବି ରୋଜଗାର କରୁଥିଲା ସେ ନିଜର ପରିବାର ପୋଷିବା ସହିତ ଅନ୍ୟ ଲୋକ ମାନଙ୍କୁ ସାହାଯ୍ୟ କର ଥିଲା । ଦିନେ ସେହି ଗାଁ ରେ ଅଜଣା ମହାମାରୀ ହେଲା ଏବଂ କୃଷକ ର ଗୋଟିଏ ପୁଅ ଯିଏ ଏହି ମହାମାରୀ ରେ ଆକ୍ରାନ୍ତ ହେଲା ତାଙ୍କ ଗାଁ ରେ ଭଲ ଡାକ୍ତର ନ ଥିବାରୁ ପୁଅ କୁ ଧରି ପାଖ ସହର କୁ ନେଇ ଗଲେ ହେଲେ ସେଠାରେ ଚିକିତ୍ସା ପରେ ହସ୍ପିଟାଲ ର ଖର୍ଚ୍ଚ ଦେବାକୁ କୃଷକ କୁ ଅସୁବିଧା ହେଉଥିଲା ସେମିତି ବେଳେ 10 ହଜାର ଟଙ୍କା ଆବଶ୍ୟକ ବୋଲି ଡାକ୍ତର କହିଥିଲେ ।

krishan

ହେଲେ ଏମିତି ରେ କୃଷକ ର ସ୍ତ୍ରୀ ମନ୍ଦିର ରେ ଭଗବାନ ପୂଜା କରୁ ଥିଲେ ପର ଦିନ ମନ୍ଦିର ରେ ଏକ ଧନୀ ଲୋକ କୃଷକ ର ସ୍ତ୍ରୀ କୁ ଦେଖା କରି କହିଲେ ସେହି ଦିନ ତୁମ ସ୍ୱାମୀ ଏବଂ ଡାକ୍ତର ଙ୍କ କଥା ସୁଣିଥିଲି । ଏବଂ ସେଠାରେ ଧନୀ ବ୍ୟକ୍ତି କଥା ରେ ଜାଣିବା ପାଇଁ ପାଇଲେ କି କୃଷକ କୁ 10 ହଜାର ଟଙ୍କା ଆବଶ୍ୟକତା ରହିଛି । ସେ ତୁରନ୍ତ ନିଜ ପ୍ୟାକେଟ ରୁ ଟଙ୍କା ବାହାର କରି କହିଲେ ଏହି ସମୟ ରେ ସମୟ ରେ ମୋ ପାଖରେ 10 ହଜାର ଟଙ୍କା ରହିଛି ନିଅ ଏବଂ ନିଜର ପୁଅ ଚିକିତ୍ସା ରେ ଲଗାଓ ବୋଲି ସେହି ସମୟ ରେ କୃଷକ ର ସ୍ତ୍ରୀ ଜାଣି ପାରିଲେ କି ଏହି ଟଙ୍କା କୁ ଭଗବାନ ଦେଇଛନ୍ତି ବୋଲି । ଏବଂ ଏହାକୁ କୁହାଯାଏ ଭଗବାନ ଏବଂ ଭକ୍ତ ସହିତ ରହି ଥିବା ଅତୁଟ ବିଶ୍ୱାସ ବୋଲି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *