ଝିଅ ନିଜେ ତା ଆଡୁ ପଟେଇବ ଏହି 4 ଟି କଥା କହିକି ଦେଖ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଚାରୋଟି ଲାଇନ୍ ବିଷୟ ରେ କହିବୁ ଯେଉଁ ଠାରେ ଆପଣ ମାନେ ଏହାର ପ୍ରୟୋଗ କରିବା ପରେ ଝିଅ ମାନେ ଆପଣ ମାନଙ୍କୁ ସବୁ ବେଳେ ମନେ ପକେଇବ । ଏବଂ ଜାଣନ୍ତ ରେ ହେଉ କିମ୍ବା ଅଜାଣନ୍ତ ରେ ଝିଅ ତୁମକୁ ନିଜେ ପଟେଇବେ ନଚେତ୍ ସେ ବାଧ୍ୟ ହେବ । ତେବେ ଆଉ ଡେରୀ ନ କରି ଆସନ୍ତୁ ଜାଣିନେବା ସେହି ଚାରୋଟି ଲାଇନ୍ ବିଷୟ ରେ ।

ତେବେ ପ୍ରଥମ ଲାଇନ୍ ଟି ହେଲା ୟାର ତୁ ବହୁତ ସ୍ପେସିଆଲ ତୋ ଲାଇଫ୍ ରେ ଯିଏ ବି ଆସିିବ ନା ସେ ବହୁତ ଖୁସି ରହିବ । ହେଲେ ଏମିତି ରେ ଆପଣ ମାନେ କହିବେ କି ଝିଅ କୁ ଏମିତି କମ୍ଫଲିମେଣ୍ଟ ଦେଲେ ସେ ବହୁତ ଭାଉ ଖାଇବ । ହେଲେ ଆପଣ ମାନଙ୍କୁ ଜଣେଇ ଦେବୁ କି ଗୋଟିଏ ଝିଅ ସେତେ ବେଳେ ଭାଉ ଖାଇବ ଯେତେ ବେଳେ ତୁମେ ତା ପ୍ରେମ ରେ ଉବୁଡୁବୁ ହୁଅ କି ମୁଁ ତୁମ ବିନା ବଞ୍ଚି ପାରିବ ନାହିଁ । ସେହି ପରି ବେଳେ ସେ ଭାଉ ଖାଏ ହେଲେ ଆପଣ ମାନେ ଏମିତି କହିଲେ ସେ ଭାବିବ କି ଏହି ପୁଅ ଟି ବହୁତ ସ୍ପେସିଆଲ ମାନୁଛି ସାଧାରଣ ଏପରି କଥା ଝିଅ ମାନଙ୍କ ମନ କୁ ଛୁଇଁ ଯାଏ ।

love t

ତେବେ ଦ୍ୱତୀୟ ଲାଇନ୍ ଟି ହେଲେ ତୁମ ତୁମ ର ଯତ୍ନ ନିଅ ତୁମେ ମୋ ପାଇଁ ବହୁତ ଖାସ୍ ତୁମକୁ ହରେଇବାକୁ ମୁଁ ଚାହୁନାହିଁ ଏମିତି କହିବା ଦ୍ୱାରା ସେ ଆପଣ ଙ୍କ ଭାବନା ରେ ସବୁ ବେଳେ ରହିବେ ଏବଂ ଏମିତି କହିବା ସତ ରେ ସାଧାରଣ ଭାବେ ତୁମେ ବହୁତ ବଡ କଥା ଟି କହି ଦେଇଛ । ତେବେ ବନ୍ଧୁଗଣ ସେହି ଝିଅ ନ ଚାହିଁଲେ ବି କଥା ଟି ତା ମନକୁ ନିଶ୍ଚୟ ଛୁଇଁଯିବ ।

ତୃତୀୟ ଉପାୟ ଟି ଏମିତି କହିବ କି ତୁମେ ଏମିତି ନଜର ରେ ଦେଖନି ପ୍ରେମ ହୋଇ ଯିବ । ଏମିତି କହିବା ବି ବହୁତ ତାଙ୍କୁ ମନେ ପକେଇବ କାରଣ ତୁମେ ଯେତେ ବେଳେ କୌଣସି କଥା କୁ ନ କରିିବା ପାଇଁ ନସ୍ପତି ନେଇ ଥିବ ହେଲେ ତାହା ସବୁ ବେଳେ ମନେ ପଡିବ ଏବଂ କରିବା ପାଇଁ ବାଧ୍ୟ କରେଇବ । ଏହି କଥା ସୁଣିବା ପରେ ସେ ମଜାକ୍ ରେ ଭାବିବ ଏବଂ ପଛରେ ଭାବିବ କି ସତ ରେ ପ୍ରେମ ହୋଇ ଯିବ ନାହିଁ ତ ।

loveh

ଶେଷ ଲାଇନ୍ ଟି ହେଲା ମୁଁ ସବୁ ବେଳେ ତୁମ ସାଥିରେ ଅଛି ଏବଂ ରହିବି ଏହି ଲାଇନ୍ ଟି ବହୁତ ଆପଣ ମାନଙ୍କ ପାଇଁ ଗୁରୁତ୍ୱର ଅଟେ । ଏହି ଲାଇନ୍ ସୁଣିବା ପାଇଁ ବହୁତ ଛୋଟ ହେଲେ ମଧ୍ୟ ଏଥିରେ ବହୁତ ପାୱାର ରହିଛି କାରଣ ସବୁ ଝିଅ ମାନେ ଭାବନ୍ତି କି ଏମିତି ଜଣେ ବୟଫ୍ରେଣ୍ଡ ହେଉ ଯିଏ ସବୁ ବେଳେ ତାଙ୍କୁ ସପୋର୍ଟ କରୁଥିବ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *