କାହିଁକି ମୁଣ୍ଡ ବିନ୍ଧା ହୁଏ , ଏବଂ ଏହାର ଉପଚାର କେମିତି କରିବେ ଆସନ୍ତୁ ଜାଣିବା ।

ବନ୍ଧୁଗଣ ସବୁ ମଣିଷ ଜିବନ ରେ କିଛି ନା କିଛି ସମସ୍ୟା ମାନ ରହିଥାଏ ତାହା ମାନଶୀକ ଚିନ୍ତା ହେଉ କିମ୍ବା ଶାରିରୀକ ଚିନ୍ତା । ଏହି ସବୁ ଆମର ମୁଣ୍ଡ ବିନ୍ଧା ର କାରଣ ହୁଏ । ସେହି ପରି ବେଳେ ଯଦି ବ୍ରେନ ଚ୍ୟୁମର । ବ୍ରେନ୍ ହେମରେଜ୍ ଭଳି ସମସ୍ୟା ରହି ଥିଲେ ନିଶ୍ଚିତ ଭାବେ ଆପଣ ମାନେ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଆପଣ ମାନେ ଦେଖିବା ପାଇଁ ପାଇବେ ।

ସେହି ପରି ଅଧିକାଶଂ ସମୟ ରେ ମାନଶୀକ ଚିନ୍ତା ହେଉ କିମ୍ବା ଶାରିରୀକ ଚିନ୍ତା , ତେଲ ମସଲା ଯୁକ୍ତ ଖାଦ୍ୟ ସେବନ କରିବା । ଏବଂ ରାତ୍ରି ଅନିଦ୍ରା ରହିବା ଜଙ୍ଗ୍ ଫୁଡ୍ , ଚକଲେଟ୍ , ଅଧିକ ସାଉଣ୍ଡ ଆପଣ ମାନଙ୍କ ମୁଣ୍ଡ ବିନ୍ଧାର ମୂଖ୍ୟ କାରଣ ହୋଇଥାଏ । ଏବଂ ଯଦି ଆପଣ ମାନଙ୍କୁ ଥରେ ମାଇଗ୍ରେନ୍ ମୁଣ୍ଡ ବିନ୍ଧା ହୁଏ ତେବେ 4 ରୁ 72 ଘଣ୍ଟା ପର୍ଯ୍ୟନ୍ତ ହୁଏ ।

Headache

ଏହି ମୁଣ୍ଡ ବିନ୍ଧା ବହୁତ କଷ୍ଟ ଦିଏ ହେଲେ ମାଇଗ୍ରେନ୍ ମୁଣ୍ଡ ବିନ୍ଧା ର ଲକ୍ଷ୍ୟଣ ସାଧାରଣ ଅଟେ । ଯଦି କୈଣସି ଖାଦ୍ୟ ର ସେବନ , ଲାଇଟ୍ , ବା ସାଉଣ୍ଡ ପାଇଁ ଏମିତି ହୁଏ ତେବେ ସେହିଠାରୁ ଆପଣ ଦୂରେଇ ରୁହନ୍ତୁ ।

ସେହି ପରି ଦୁଇ ରେ ହେଲା ନିଜର ଡାଏଟ୍ କୁ ପରିବର୍ତନ କରିବା ବା ଯୋଗ ପ୍ରାଣାୟମ୍ କରିବା ଆପଣ ମାନଙ୍କ ମୁଣ୍ଡ ବିନ୍ଧା କୁ ଦୂର କରି ପାରେ । ହେଲେ ଏମିତି କ୍ଷେତ୍ର ରେ ଯଦି ଆପଣ ମାନଙ୍କ ମୁଣ୍ଡ ବିନ୍ଧା ସମସ୍ୟା ପ୍ରତି ମାସ ରେ 3 ରୁ 4 ଦିନ ଲାଗି ରହେ ତେବେ ଆପଣ ତୁରନ୍ତ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ ।

ଏହି ମାଇଗ୍ରେନ୍ ମୁଣ୍ଡ ବିନ୍ଧା ଦ୍ୱାରା ବ୍ୟକ୍ତି ର ହାତ ଗୋଡ ଝିମ ଝିମ୍ ହେବା ଭଳି ସମସ୍ୟା ଦେଖିବା ପାଇଁ ମିଳେ ଯଦି ଆପଣ ମାନଙ୍କୁ ଗୋଟିଏ ଦିନ ରୁ ଅଧିକ ସମୟ ଧରି ମୁଣ୍ଡ ବିନ୍ଧା ହୁଏ । ତେବେ ଏପରି ସ୍ଥଳ ରେ ଏହାକୁ ମାଇଗ୍ରେନ୍ ମୁଣ୍ଡ ବିନ୍ଧା ସିଭିୟର ବୋଲି କୁହାଯାଏ । ବହୁତ ସମୟ ରେ ଆମେ ମାନେ ମୁଣ୍ଡ ବିନ୍ଧା ପାଇଁ ପେନ କିଲିୟର ନିଅନ୍ତି ହେଲେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହା ନେଲେ ଶରୀର ପାଇଁ ବହୁତ କ୍ଷେତି କାରକ ସାବ୍ୟସ୍ତ ହୋଇଥାଏ ।

Love To Share

Leave a Reply

Your email address will not be published. Required fields are marked *