କେଉଁ ବି ସ୍ତ୍ରୀ ନିଜ ସ୍ବାମୀକୁ ଏହି କଥା କୁହନ୍ତୁ ନାହିଁ ।

ବନ୍ଦୁଗଣ ବିବାହ ହେବା ପରେ ଆପଣ ମାନେ ଜାଣି ଥିବେ ଲୋକ ମାନେ ସ୍ୱାମୀ ଏବଂ ସ୍ତ୍ରୀ ମାନେ ନିଜ ନିଜ ମଧ୍ୟ ରେ ପ୍ରତ୍ୟେକ କଥା ସେୟାର କରନ୍ତି । ଏପରି କରିବା ଦ୍ୱାରା ଦୁହିଁଙ୍କ ମଧ୍ୟ ରେ ବିଶ୍ୱାସ ବଢିବା ସହିତ ସଂମ୍ପର୍କ ମଜବୁତ୍ ହୋଇ ଥାଏ । ଏବଂ ସେମାନଙ୍କ ସଂସାରିକ ଜିବନ ବହୁତ ଖୁସି ରେ ରହି ଥାଏ । ହେଲେ ଆମ ଜିବନ ରେ ଏମିତି କିଛି ଘଟଣା ହୋଇ ଥାଏ ଯାହାକୁ କେବେ ବି ନିଜର ସାଥି ଙ୍କ ସହିତ ବି କୁହା ଜାଇ ନ ଥାଏ । ଏବଂ ଏହା ଉଭୟ ପତି ଏବଂ ପତ୍ନୀ ଙ୍କ ଉପରେ ଲାଗୁ ହୋଇ ଥାଏ ।

ସେମିତି ରେ ଏହି କଥା ବହୁତ ଲୋକ ମାନଙ୍କ ଠାରୁ ଦେଖିବା ପାଇଁ ମିଳେ କି ଗୋଟିଏ ମହିଳା ଙ୍କ ମନ ଜାଣିବା ବହୁତ କଷ୍ଟ ହୋଇ ଥାଏ ହେଲେ ଆପଣ ମାନେ କଣ ଜାଣନ୍ତୁ ମହିଳା ମାନେ ସବୁ ବେଳେ ନିଜ ସ୍ୱାମୀ ଙ୍କ ଠାରୁ ଏହି କଥା କୁ ଲୁଚାଇ ଥାନ୍ତି । ତେବେ ଆସନ୍ତୁ ଆମେ ସେହି କଥା ବିଷୟ ରେ ଜାଣି ନେବା ।

girls

ପ୍ରଥମେ ହେଉଛି ପୁରୁଣା ପ୍ରେମ ବା ବିବାହ ପୂର୍ବ ରୁ ରହି ଥିବା ପ୍ରେମ ସଂମ୍ପର୍କ ବହୁତ ସମୟରେ ଆଗରୁ ରହି ଥିବା ସଂମ୍ପର୍କ ବିଷୟ ରେ ଯଦି ଆପଣ ମାନଙ୍କ ପାର୍ଟନର୍ ଙ୍କୁ କୁହନ୍ତି ତେବେ ଆପଣ ମାନଙ୍କ ସଂମ୍ପର୍କ ରେ ଫାଟ ସୃଷ୍ଟି ହୋଇଥାଏ ତେଣୁ ଏହି କଥାକୁ କେବେବି ଆପଣଙ୍କ ପାର୍ଟନର୍ ଙ୍କୁ କହନ୍ତୁ ନାହିଁ ।

ଦ୍ୱତୀୟ ରେ ରହିଛି ଟଙ୍କା ପ୍ରତ୍ୟେକ ମହିଳା ମାନଙ୍କ ପାଖରେ ଏମିତି କିଛି ଖଜଣା ରହି ଥାଏ ଜାହାକୁ ସେମାନେ ଅନ୍ୟ ମାନଙ୍କ ଠାରୁ ଲୁଚାଇ ଥାନ୍ତି ହେଲେ ସେମିତି କ୍ଷେତ୍ର ରେ ବହୁତ ସମୟ ରେ ସ୍ତ୍ରୀ ମାନେ ଟଙ୍କା ଲୁଚାନ୍ତି ଏବଂ ଛୋଟ ବଡ ଅସୁବିଧା ରେ ସେମାନେ ବାହାର କରି ଦିଅନ୍ତୁ ।

ତୃତୀୟ ରେ ରହିଛି ନିଜର ଇଚ୍ଛା । ବହୁତ ସମୟ ରେ ସ୍ତ୍ରୀ ମାନେ ସ୍ୱାମୀ ମାନଙ୍କୁ ନିଜର ଇଚ୍ଛା କୁ ଲୁଚାଇ ଥାନ୍ତି । ଚାରି ରେ ରହିଛି ନିଜର ରୋଗ ବିଷୟ ରେ । ବହୁତ ସମୟ ରେ ସ୍ୱାମୀ ମାନଙ୍କୁ ସ୍ତ୍ରୀ ମାନେ ନିଜର ରୋଗ ବିଷୟ ରେ ଲୁଚାଇ ଥାନ୍ତି ଏବଂ ସେମାନଙ୍କର ଏହା ସବୁଠୁ ବଡ ଭୁଲ ହୋଇ ଥାଏ ।

ପଞ୍ଚମ ରେ ରହିଛି ଝିଅ ମାନଙ୍କ କଥା । ଝିଅ ମାନେ ନିଜର ସାଙ୍ଗ ମାନଙ୍କ କଥା କି ସେମାନଙ୍କ କଥା ବା ସେମାନଙ୍କ ସଖୀ ମାନଙ୍କ କଥା କୁ ସବୁ ସମୟ ରେ ଲୁଚାଇ ଥାନ୍ତି । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *