ପୁରୁଷ ଙ୍କ ଦାନ୍ତରୁ ଜାଣନ୍ତୁ ତାଙ୍କ ଗୁପ୍ତ କଥା !

ghjhgjhjghjhkhjkf

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁରୁଷ ଙ୍କ ଦାନ୍ତ ଓ ନିଶ ରୁ ଜାଣନ୍ତୁ ତାଙ୍କର ବ୍ୟକ୍ତିତ୍ୟ ଯେଉଁ ପୁରୁଷ ର ସମୁକ୍ଷ ଦାନ୍ତ ଧାଡି ଠିକ ନଥାଏ ମଧ୍ୟମ ଦାନ୍ତ ରେ ଛିଦ୍ର ରହିଥାଏ ସେ ପୁରୁଷ ଅତି ବୁଦ୍ଧି ମାନ ଅତି ଚତୁର ଓ ନିଜର ଯାହା ବାହରିବ ସେ କଥା ନ ବୁଝି ନ ବିଚାରି କହି ପକାଇବ ଯେଉଁ ପୁରୁଷ ଦାନ୍ତ ପୁଂକ୍ତି ହୋଇ ଏକ ଧାଡି ରେ ଥିବ ଏବଂ ଧଳା ହୋଇଥିବ ସେ ପୁରୁଷ ସୁଖ ପ୍ରାପ୍ତି ନିମନ୍ତି ସୁଯୋଗ ପାଇବା ସଙ୍ଗେ ସଙ୍ଗେ ସୁନ୍ଦର ଭୋଜନ ପାଇବ ଏବଂ ଖାଦ୍ୟ ଚିନ୍ତା କରିବାକୁ ଆଦୁ ହେବ ନାହିଁ ଏବଂ ମିଷ୍ଠ ଭାସି ହେବ ଯେଉଁ ପୁରୁଷ ର ସମୁକ୍ଷ୍ୟ ଉପର ଦାଢି ଦୁଇଟା ଦାନ୍ତ ଥିବ ସେ ପୁରୁଷ ନିଜର ଶକ୍ତି ଅନୁସାରେ କଥା କହିବାhjfdfgdhfg

ବିନା କାରଣ ରେ ଲାଭ ଉଠାଇବ ଏବଂ ବିନା କାରଣ ରେ ଗୁଡାଏ କାର୍ଯ୍ୟ କରିବ ଶତୃ କୁ ମଧ୍ୟ ଜବତ କରିବା ସଙ୍ଗେ ସଙ୍ଗେ ସଭିମାନି ହେବ ଯେଉଁ ପୁରୁଷ ର ଉପର ଧାଡି ରେ ଦୁଇଟି ଦାନ୍ତ ଦେଢ ଓ ଅଢେଇ ହୋଇ ଉଠିଥାଏ ସେ ପୁରୁଷ ଅତ୍ୟନ୍ତ ପରିଶ୍ରମି ଅତ୍ୟନ୍ତ ସାହସୀ ନିଜକୁ ଖୁବ ବଡ ବୋଲି ମନେ କରିବ ଏବଂ ସେ କୈଣସି କାମ କରିବାରେ ଭୟ କରିବ ନାହିଁ ଯେଉଁ ପୁରୁଷ ର ନିଶ ଓ ସରଳ ନିର୍ମଳ ହୋଇଥାଏ ସେ ପୁରୁଷ ଅତ୍ୟନ୍ତ ଚତୁର ହୋଇଥାଏ ଯେଉଁ ପୁରୁଷ ର ନିଶ ବାଳ ଫର ଫର ଉଡୁଥିବ ସେ ପୁରୁଷ ଚତୁରତା ରେ କାମ ହାସଲ କରେ ଅଳ୍ପ ଭୋଗ ବିଳାସ ପାଏ ଯେଉଁ ପୁରୁଷ ର ଠିଆ ଠିଆ ନିଶ ସେ ପୁରୁଷ ଅତ୍ୟନ୍ତ ପ୍ରଭାବ ବିସ୍ତାର କରିଥାଏdsvgdfgbfhgjgh

ଶତୃ କୁ ଜବତ କରେ ଏବଂ ଭାଗ୍ୟ ବାନ ହୁଏ ଯେଉଁ ପୁରୁଷ ର ନିଜ ନିଶ ଛୋଟ ହୋଇଥାଏ ସେ ପୁରୁଷ ନିଜ କୈଶଳ ରେ ଲାଭ ବାନ ହେବାକୁ ଚେଷ୍ଟା କରେ ଅତ୍ୟନ୍ତ ସୁରୁଖୁରୁ ରେ କାମ ହାସଲ କରିଥାଏ ମାତ୍ର ଖୋଲା ଭାବ ଦେଖାଏ ନାହିଁ । ଯେଉଁ ପୁରୁଷ ର ନିଶ କାନ ପର୍ଯ୍ୟନ୍ତ ଲମ୍ବି ଥିବ ସେ ପୁରୁଷ ଖୁବ ବାହାଦୁରୀ ଦେଖାଇଥାଏ ଶତୃ କୁ ପରାସ୍ତ କରିଥାଏ ଏବଂ ନିଜର ସ୍ୱାର୍ଥ ପାଇଁ ସର୍ବଦା ଚେଷ୍ଟିତ ଥାଏ ତେବେ ବନ୍ଧୁଗଣ ଜାଣିଲେ ତ ପୁରୁଷ ଙ୍କ ଦାନ୍ତ ଓ ନିଶ ରୁ କିପରି ଜାଣିବେ ତାଙ୍କର ବ୍ୟକ୍ତିତ୍ୟ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *