୧ ଟଙ୍କିଆ କଏନ ବଡ ରୁ ବଡ ରୋଗ ଭଲ କରିବ ଜାଣନ୍ତୁ କେମିତି

htgrtjyjyh

ଆମେ ଆଜି ଆପଣ ମାନଙ୍କୁ ଏମିତି ବିଷୟ ରେ ସୂଚନା ଦେବା ପାଇଁ ଚାହିଁବୁ ଜାହା ଆପଣ ମାନେ ଜାଣିବା ପରେ ଯଦି ନିଜର କୈଣସି ବି ବଡ ରୋଗ ହୋଇ ଥିବ ଏବଂ ଏହା କୈଣସି ପରିସ୍ଥିତି ରେ ଭଲ ବି ହେଉ ନ ଥିବ ତେବେ ସେମିତି କ୍ଷେତ୍ର ରେ ଆପଣ ମାନେ ଏହି ଉପାୟ ଟି ନିଶ୍ଚିତ ଭାବେ କରିକି ଦେଖନ୍ତୁ ଏବଂ ହଁ ଆପଣ ମାନେ ଏହି ଉପାୟ କୁ ସବୁ ବେଳେ ମେଡିସିନ୍ ଖାଇକି କି କରିବେ ଆପଣ ମାନେ ମେଡିସିନ୍ ଖାଇ କରି ଏହି ଉପାୟ କୁ କରିକି ଦେଖନ୍ତୁ । ତେବେ ଦେଖିବେ ଆପଣ ମାନେ ଏହି ରୋଗ ରୁ ସଂମ୍ପର୍ଣ୍ଣ ଭାବେ ମୁକ୍ତି ପାଇବେ ।asfdrfbgfyjyu

ରୋଗ ଗୋଟିଏ ଏମିତି ଜିବନ ଜାହା କୁ ସଂସାର ରେ ବହୁତ ବଡ ଦୁଖଃ ବୋଲି କୁହାଯାଏ ତେଣୁ ଏହାକୁ ଯେତେ ଜଲ୍ଦି ଉପଚାର କରିବା ଦରକାର ଅଟେ ସେମିତି ରେ ସଂଙ୍କରାଚାର୍ଯ୍ୟ ଙ୍କୁ ଗୋଟିଏ ବ୍ୟକ୍ତି ପଚାରି ଥିଲେ କି ଏହି ଦୁନିଆଁ ରେ ସବୁଠାରୁ ସୁଖି ବ୍ୟକ୍ତି କିଏ ତେବେ ସେ କହି ଥିଲେ ସବୁଠୁ ସୁଖି ହେଲେ ନିରୋଗ ଲୋକ ମାନେ । ଆପଣ ମାନଙ୍କ ପାଖରେ ଧନ ରତ୍ନ ଥିବ ହେଲେ ପାଖରେ ରୋଗ ଥିବ ତେବେ ସେହି ଧନ ରନ୍ନ କେହି କାମ କୁ ହୋଇ ନ ଥାଏ । ସେମିତି ରେ ଆପଣ ମାନେ ଯଦି ଏଣିତି କିଛି ରୋଗ ରେ ରହିଛନ୍ତି ତେବେ ଏହି ଉପାୟ କୁ ଥରେ କରିକି ଦେଖନ୍ତୁ ।cdrfgbjj

ଆପଣ ମାନେ ଯେତେ ବେଳେ ରାତି ରେ ଶୋଇବା ପାଇଁ ଜାଉଛନ୍ତି ତେବେ ଆପଣ ମାନଙ୍କ ପାଖରେ ରହି ଥିବା ଦୁଇଟି ଦୁଇ ଟଙ୍କିଆ କୟନ୍ ବା ପାଞ୍ଚ ଟିଙ୍କିଆ ବି ଆପଣ ମାନେ ବ୍ୟବହାର କରି ପାରିବେ । ଆପଣ ମାନେ ରାତ୍ରୀ ସମୟ ରେ ସେ କୟନ୍ କୁ ରୋଗୀ ବ୍ୟକ୍ତି ଙ୍କ ତକିଆ ତଳେ ରଖି ଦିଅନ୍ତୁ ,ପରେ ସକାଳେ ଆପଣ ମାନେ ନିଜେ ବା ରୋଗୀ ବ୍ୟକ୍ତି ନିଜେ ଜାଇ ପାରୁଛନ୍ତି ତେବେ ଭଲ ବା କୈଣସି ରକ୍ତ ସଂମ୍ପର୍କିୟ ନେଇ ସେହି କୟନ୍ କୁ କୈଣସି ଏକ ଭିକାରୀ ଙ୍କୁ ଦେଇ ଆସନ୍ତୁ ଏହି ପରି ଭାବେ ଆପଣ ମାନେ ଚାଳିଶ ଦିନ ପର୍ଯ୍ୟନ୍ତ କରିବେ ଧ୍ୟନ ରଖନ୍ତୁ ଏମିତି ମଝିରେ ବନ୍ଦ କରିବେ ନାହିଁgfygj

ଯଦି ଆପଣ ମାନେ ବନ୍ଦ କରନ୍ତି ତେବେ ମୁଳ ରୁ ଆରମ୍ଭ କରିବେ । ଏବଂ ଏହି ଦୁଇଟି ଟଙ୍କା କୁ ଆପଣ ମାନେ କେବେ ଭୀକାରି କୁ ମାନେ ଯେଉଁ ମହିଳା ମାନେ ଭିକ୍ଷ୍ୟା କରୁ ଥାନ୍ତି ସେମାନଙ୍କୁ କେବେ ବି ଦିଅନ୍ତୁ ନାହିଁ କେବଳ ଆପଣ ମାନେ ଭୀକାରି ମାନଙ୍କୁ ଦିଅନ୍ତୁ ଆପଣ ମାନେ ଅଲଗା ଅଲଗା ଲୋକ ଙ୍କୁ ଦେଇ ପାରିବେ ଏମିତି କରିବା ପରେ ଆପଣ ମାନଙ୍କ ରୋଗ ରୁ ସଂମ୍ପର୍ଣ୍ଣ ଭାବେ ମୁକ୍ତି ପାଇବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *