ଏହି 4 ଲକ୍ଷଣରୁ ଜାଣନ୍ତୁ ମହିଳା ପବିତ୍ର କି ଅପବିତ୍ର ! ଟିକେ ଏକୁଟିଆ ଦେଖନ୍ତୁ

4 women

ବନ୍ଧୁଗଣ ପବିତ୍ର ସ୍ତ୍ରୀ ଙ୍କ ପାଖରେ ଥାଏ ଏହି ଚାରୋଟି ଲକ୍ଷ୍ୟଣ ବଦଳେଇ ଦେଇଥାନ୍ତି । ପୁରୁଷ ଙ୍କ ଭାଗ୍ୟ ଏହି ଦୁନିଆଁ ରେ ସମସ୍ତ ଙ୍କୁ ଚିହ୍ନିବା କଷ୍ଟକର ହୋଇଥାଏ କହିବା ପାଇଁ ଗଲେ ଆଜିର ଲୋକ ମାନେ ସାମ୍ନା ରୁ କିଛି ଏବଂ ଭିତରୁ କିଛି ହୋଇଥାନ୍ତି । ସବୁ ମନୁଶ୍ୟ ପାଖରେ କିଛି ସୁ ଗୁଣ ଏବଂ କୁ ଗୁଣ ଆଦି ରହିଥାଏ ଯେଉଁ କାର୍ଯ୍ୟ ଆପଣ ମାନଙ୍କୁ ଭଲ ଲାଗେ ତାହା ଅନ୍ୟ କୁ ହୁଏତ ଭଲ ଲାଗି ନ ଥାଏ । ଏହା ଅନ୍ୟ ଲୋକ ମାନଙ୍କୁ ପ୍ରଭାବିତ କରେ ଭାରତୀୟ ପରିବାର ରେ ନାରୀ ଙ୍କୁ ଲକ୍ଷ୍ମୀ ସଦୃଷ ବିବେଚନା କରା ଜାଇଛି । ସେମିତି ରେ ଆମେ ଆଜି ଜାଣିବା କିଛି ପବିତ୍ର ମହିଳା ଙ୍କ ବିଷୟ ରେ ଏହା ସହିତ ସେମାନଙ୍କ ପାଖରେ ରହିଥିବା ଲକ୍ଷ୍ୟଣ ବିଷୟ ରେ ।

ତେବେ ପ୍ରଥମେ ହେଲା ଯେଉଁ ମହିଳା କିମ୍ବା ସ୍ତ୍ରୀ ମାନଙ୍କ ମୁଣ୍ଡ ରେ କଳାଜାଈ ରହିଥାଏ ସେମାନେ ସବୁ ସମୟ ରେ ଭାଗ୍ୟବାନ ହୋଇଥାନ୍ତି । ଏବଂ ପବିତ୍ର ହୋଇଥାନ୍ତି ଏବଂ ସେମାନେ ବୁଦ୍ଧିମାନ ଆତ୍ମବିଶ୍ୱାସ ର ଭରି ପୂର୍ଣ୍ଣ ଥାନ୍ତି । ସେହି ପରି ବନ୍ଧୁଗଣ ଯେଉଁ ମହିଳା ଙ୍କ ନିଶ ରେ ସାମାନ୍ୟ ଚୁଟି ରହିଥାଏ ସେମାନେ ସବୁ ସମୟ ରେ ଦାନ ଧର୍ମ ରେ ବିଶ୍ୱାସ ରଖନ୍ତି । ଏମାନେ ନିଜର ସ୍ୱାମୀ ଙ୍କୁ ଭଲ ପାଇବା ସହିତ ସ୍ୱାମୀ କୁ ଖୁସୀ ରେ ରଖିବା ପାଇଁ ଚେଷ୍ଟା କରନ୍ତି ।

ସେହି ପରି ଯେଉଁ ମହିଳା ମାନଙ୍କ ଦେହ ରେ ଅଳ୍ପ ରୁମ ଥାଏ ସେମାନେ ବହୁତ ପବିତ୍ରତା ହୋଇଥାନ୍ତି । ଏହି ମହିଳା ମାନେ କୈଣସି ବି ପରିସ୍ଥିତି ର ନିଜର ସ୍ୱାମୀ ଙ୍କ ଠାରୁ ଅଲଗା ହୋଇନଥାନ୍ତି। ଏମାନେ କୈଣସି ପରିସ୍ଥିତିି କୁ ଭୟ କରନ୍ତି ନାହିଁ । ସେହି ପରି ଯେଉଁ ମହିଳା ମାନେ ପତଳା ହୋଇଥାନ୍ତି ସେମାନେ ସବୁ ବେଳେ ସ୍ୱାମୀ ଙ୍କୁ ଭକ୍ତି କରନ୍ତି ଏବଂ ସେମାନେ ନିଶ୍ଚିତ ଭାବେ ପବିତ୍ର ମଧ୍ୟ ହୋଇଥାନ୍ତି ।

ସେହି ପରି ବନ୍ଧୁଗଣ ଆମେ ଭାଗ୍ୟଶାଳୀ ମହିଳା ମାନଙ୍କ ମଧ୍ୟରେ ରହିଥିବା ଲକ୍ଷଣ ବିଷୟ ରେ କହିବା ତେବେ ଯେଉଁ କନ୍ୟା ଙ୍କର ଆଙ୍ଗୁଳି ଉପର କୁ ଉଠି କରି ଟିକିଏ ଲଗା ଲଗି ହୋଇ ଥାଏ । ସେମାନେ ବହୁତ ଭାଗ୍ୟଶାଳୀ ଝିଅ ଅଟନ୍ତି । ସେହି ପରି ଭାବେ ଯେଉଁ ଝିଅ ମାନେ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନ ଙ୍କ ହାତ ଲମ୍ଭା ହୋଇ ଥାଏ ।

ସେହି ପରି ଭାବେ ଯେଉଁ ଝିଅ ମାନଙ୍କର ନାଭି ଗଭୀର ହୋଇ ଥାଏ ସେମାନେ ଭାଗ୍ୟଶାଳୀ ଝିଅ ଅଟନ୍ତି । ସେହି ପରି ଭାବେ ଜନ୍ମ ରୁ ହିଁ ଏମାନଙ୍କ ଆଖି ର ଧଳା ଅଂଶ ଟି ସଂମ୍ପର୍ଣ୍ଣ ରୂପେ ଧଳା ହୋଇଥାଏ । ସେହି ପରି ଭାବେ ଯେଉଁ ମହିଳା ମାନଙ୍କ ପାଦ ସଂମ୍ପର୍ଣ୍ଣ ଭାବେ ଚିକଣ ହୋଇ ଥାଏ ସେମାନେ ପରିବାର ପାଇଁ ବହୁତ ଶୁଭ ହୋଇ ଥାନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *