ଓଡିଆ ଅଭିନେତ୍ରୀ ଲୋପାମୂଦ୍ରା ଙ୍କ ପରିବାର ଏବଂ ଲାଇଫ୍ ଷ୍ଟାଇଲ୍ ବିଷୟ ରେ ଜାଣନ୍ତୁ

fghfgjgylk

ଆପଣ ମାନେ ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ନୂଆ ବୋହୁ ଧାରାବାହୀକ ନିଶ୍ଚିତ ଭାବେ ଦେଖୁ ଥିବେ, ସେହି ଥିରେ ଅଭିନୟ କରୁ ଥିବା ସାତ୍ୱକ୍ ଙ୍କ ଭାଉଜ ଭୂମିକା ରେ ଲୋପାମୂଦ୍ରା ଙ୍କୁ ଆପଣ ମାନେ ଦେଖିବା ପାଇଁ ପାଉ ଥିବେ , ସେ ଆଗରୁ ଏମିତି ଅନେକ ଚଳଚିତ୍ର ଏବଂ ଅନେକ ଧାରାବାହୀକ ମାନଙ୍କ ରେ କାମ କରି ସାରିଛନ୍ତି । ଏବଂ ବର୍ତମାନ ସମୟ ରେ ପୁଣି ସେ ଏକ କୁଇଟି ଏବଂ ଚୁଲବୁଲୀ ଅନ୍ଦାଜ୍ ର କରେକ୍ଟର କରି ଲୋକ ମାନଙ୍କ ହୃଦୟ କୁ ବେଶ୍ ପସନ୍ଦ ସେ ଆସୁଛନ୍ତି ,ଏବଂ ଦର୍ଶକ ମାନେ ବି ତାଙ୍କର ଏହି ଅନ୍ଦାଜ୍ ର ଅଭିନୟ କୁ ବେସ୍ ପସନ୍ଦ ମଧ୍ୟ କରୁଛନ୍ତି । ଆପଣ ମାନଙ୍କୁ ଜଣେଇ ଦେବୁ କି ଲୋପାମୂଦ୍ରା ଙ୍କ ପ୍ରକୃତ ନାମ ବି ଲୋପାମୂଦ୍ରା ଅଟେ ,ferhdt7k

ଏବଂ ସେ ନୀଳଗିରି ର ଝିଅ ଅଟନ୍ତି । ସେ ଏବେ ବିବାହ ପରେ ପରେ ଭୁବନେଶ୍ୱର ରେ ରହୁଛନ୍ତି , ଭୁବନେଶ୍ୱର ରେ ସେ ନିଜର ସ୍ୱାମୀ ନିଜର ଶାଶୁ ଏବଂ ସସୁର ଙ୍କ ଙ୍କ ସହିତ ରହି ଥାନ୍ତି , ତାଙ୍କର ପାଠ ପଢା କୁ ସେ ନୀଳଗିରି ରୁ ସାରି ଥିବା ବେଳେ ଏବେ ସେ ନିଜର ସ୍ୱୀମୀ ଙ୍କ ସହିତ ବହୁତ ଖୁସୀ ରେ ରହିଛନ୍ତି । ତଥା ତାଙ୍କର କହିବା ଅନୁସାରେ ସବୁ ସମୟ ରେ ତାଙ୍କର ଶାଶୁ ଘର ଲୋକ ମାନେ ତାଙ୍କୁ ଏହି ଅଭିନୟ ଲାଇନ୍ ରେ କେରିଅର ସ୍ଥାପନା କରିବା ପାଇଁ ଫୋର୍ସ କରିଛନ୍ତି ଏବଂ ସବୁ ବେଳେ ସେମାନେ ତାଙ୍କର ଏହି ପରି କାମ ପାଇଁ ସୋପୋର୍ଟ ବି ଦେଖେଇ ଥାନ୍ତି ।dgxfdj

ସେମିତି ରେ ଆପଣ ମାନେ ଦେଖି ଥିବେ ଲୋପାମୂଦ୍ରା ଙ୍କ ଅନେକ ଅଭିନିତ ମ୍ୟୁଜିକ୍ ଭିଡ଼ିଓ ବି ଆସିଛି , ଜାହାକୁ ଲୋକ ମାୱେ ବହୁତ ମାତ୍ରା ରେ ପସନ୍ଦ କରନ୍ତି , ବର୍ତମାନ ସମୟ ରେ ଲୋପାମୂଦ୍ରା ଧିରେ ଧିରେ ଫେମସ୍ ହେଉଛନ୍ତି । ସେହି ପରି ନୂଆ ବୋହୁ ଧାରାବାହୀକ ର କଥା କହିବା ତେବେ ଏହି ସିରିଏଲ ଟି ତାଙ୍କ ଜିବନ ରେ ଏକ ମାଇଲ୍ ଷ୍ଟୋନ ଆଣି ଥିବା ବେଳେ ସେ ଏହି ଥିରେ ନିଜର ଅସଲ ନାମ ରେ କାମ କରି ଥିଲେ ଜାହା ଫଳ ରେ ଲୋକ ମାନେ ତାଙ୍କୁ ନିଜର ପରିଚୟ ରେ ହିଁ ଜାଣିବା ପାଇଁdfvdxttfjhy

ପାଇ ଥିଲେ , ପୂର୍ବ ରୁ ବହୁତ ମ୍ୟୁଜିକ୍ ଭିଡ଼ିଓ ରେ କାମ କରି ଯେତେ ଲୋକ ମାନେ ଚିହ୍ନି ନ ଥିଲେ ହେଲେ ଏବେ ଏହି ସିରିଏଲ ରେ ଲୋକ ମାନେ ତା ଠାରୁ ଅଧିକ ପରିମାଣ ରେ ଚିହ୍ନିଛନ୍ତି ତେବେ ଆପଣ ମାନଙ୍କୁ ବନ୍ଧୁଗଣ ଲୋପାମୂଦ୍ରା ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *